ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍ ଛାଡ଼ି ଦୁର୍ବୃତ୍ତ ଫେରାର
କେନ୍ଦୁଝର,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି ମନ୍ଦିର ଭିତରୁ ଠାକୁରଙ୍କ ପୂଜା ସାମଗ୍ରୀ, ସହ ସୁନା ଅଳଙ୍କାର ଚୋରି କରି ନେଇଥିଲେ।…
ରୋଲରକୁ ପିଟିଲା ବସ୍, ୧୫ ଯାତ୍ରୀ ଆହତ
ଭଦ୍ରକ,୨୨ା୧୧: ବାଇକ୍କୁ ଓଭର ଟେକ୍ ବେଳେ ରୋଲରକୁ ପିଟିଲା ବସ୍। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବରପଦା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ରୋଲର୍କୁ ପିଟିଥିଲା। ଏଥିରେ ଥିବା ୧୫…
ସୁକମାରେ ବଡ଼ ଏନକାଉଣ୍ଟର: ଟଳିପଡ଼ିଲେ ୧୦ ମାଓବାଦୀ
ରାୟପୁର,୨୨।୧୧: ଛତିଶଗଡର ସୁକମା ଜିଲାର ଭେଜି ପୋଲିସ ଷ୍ଟେଶନ ପରିସରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ତିନୋଟି ସ୍ବୟଂଚାଳିତ ରାଇଫଲ…
ଟ୍ରକ୍କୁ ପିଟିଲା ଟମାଟୋ ବୋଝେଇ ପିକ୍ଅପ୍, ୨ ଗୁରୁତର
କୋକସରା,୨୨ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କୋକସରା ଥାନା ଡଙ୍ଗରିଗୁଡ଼ା ଆପନା ଢାବା ନିକଟରେ ଏକ ଟ୍ରକ୍କୁ ଜୟପୁର ପଟୁ ବଲାଙ୍ଗୀରକୁ ଟମାଟୋ ବୋଝେଇ କରି ଦ୍ରୁତଗତିରେ ଯାଉଥିବା ପିକ୍ଅପ୍ ଓଡି ୦୩ ଏବି ୫୬୭୪ ପଛ…
ଛାଡପତ୍ର ପରେ ପ୍ରଥମଥର ଏମିତି ପୋଷ୍ଟ କରି ଖୁସିବ୍ୟକ୍ତ କଲେ ଏ.ଆର ରେହମାନ
ମୁମ୍ବାଇ, ୨୨।୧୧: ବିବାହର ୨୯ ବର୍ଷ ପରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍. ରେହମାନଙ୍କଠାରୁ ତାଙ୍କ ସ୍ତ୍ରୀ ସାଇରା ଅଲଗା ହୋଇଛନ୍ତି। ଅଲଗା ହେବା ପରେ ରେହମାନ ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରିଥିଲେ। ସଂଗୀତକାର ଏହି ପୋଷ୍ଟରେ…
ଆରମ୍ଭ ହେବ ରିସର୍ଟ ପଲିଟିକ୍ସ! ଫଳାଫଳ ପୂର୍ବରୁ ବିଧାୟକଙ୍କୁ ସିପ୍ଟ କରିବାକୁ କଂଗ୍ରେସ କଲାଣି ଯୋଜନା
ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଏକଜିଟ ପୋଲ ଶେଷ ହେବା ପରେ କଂଗ୍ରେସ ପାର୍ଟି ସତର୍କତାର ସହିତ ଆଗକୁ ବଢୁଥିବା ଦେଖାଯାଉଛି। କଂଗ୍ରେସ ପାର୍ଟିର ଏକଜିଟ ପୋଲକୁ ଦେଖି ଫଳାଫଳ ପରେ ବିଜେତା ପ୍ରାର୍ଥୀ ସ୍ଥିର କରିବାକୁ ଦଳ ଉଦ୍ୟମ…
ମାତ୍ର ୫୦ ରନ୍ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍
ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତକୁ ପ୍ରାରମ୍ଭିକ ଝଟ୍କା ଲାଗିଛି। ୫୦…
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଟେନସନ ବଢାଇଲା ଉତ୍ତର କୋରିଆ, ଆମେରିକାକୁ ପରମାଣୁ ଆକ୍ରମଣର ଚେତାବନୀ ଦେଲେ କିମ!
ସିଓଲ,୨୨।୧୧: ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଆମେରିକାକୁ ତିକ୍ତତା ବୃଦ୍ଧି କରୁଥିବା ଅଭିଯୋଗ କରିଛନ୍ତି ଏବଂ କୋରିଆ ଉପଦ୍ୱୀପ ପୂର୍ବରୁ ପରମାଣୁ ଯୁଦ୍ଧର ଏଭଳି ଧମକର ସମ୍ମୁଖୀନ ହୋଇନାହାଁନ୍ତି ବୋଲି କହିଥିଲେ। ଏହି ସୂଚନା କେସିଏନଏ ପକ୍ଷରୁ ସାମ୍ନାକୁ…
ପର୍ଥରେ ବଡ଼ ରେକର୍ଡ କଲେ କେ.ଏଲ୍ ରାହୁଲ
ପର୍ଥ,୨୨।୧୧: ପର୍ଥ ଟେଷ୍ଟରେ କେ.ଏଲ ରାହୁଲ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ପର୍ଥରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ରାହୁଲ ୨୬ ରନ ସଂଗ୍ରହ କରି ଆଉଟ ହୋଇଥିଲେ। କିନ୍ତୁ ଏହା ପୂର୍ବରୁ…
ସିରିଜ୍ ଚୋରି: ମାର୍କେଟ୍ କମ୍ପ୍ଲେକ୍ସର ସିସିଟିଭି ଭାଙ୍ଗି ୪ ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସାମ୍ନା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଲାପଟପ୍ ଏବଂ ପ୍ରାୟ ୨୦ ହଜାର ଟଙ୍କା…
ଗିରଫ ହେବେ କି ନେତାନ୍ୟାହୁ: ଜାଣନ୍ତୁ କ’ଣ ରହିଛି ନିୟମ
ହେଗ୍,୨୨ା୧୧ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ଗାଜାରେ ମାନବତା ବିରୋଧରେ ଅପରାଧ ଅଭିଯୋଗ ନେଇ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି) ଗିରଫ ପରଓ୍ବାନା ଜାରି କରିଛି। ଅନୁରୂପ ଅଭିଯୋଗରେ ଇସ୍ରାଏଲ୍ର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍…
ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି ମାଳଦ୍ୱୀପ
ମାଲେ,୨୨।୧୧: ମାଳଦ୍ୱୀପ ସରକାରଙ୍କ ଆଦେଶ ପୁଣି ଥରେ ସେଠାରେ କିଛି ଭାରତୀୟଙ୍କ ଚିନ୍ତା ବଢାଇ ଦେଇଛି। ଭାରତଠାରୁ ଉପହାରରେ ମିଳିଥିବା ଡୋର୍ନିଅର୍ ଏବଂ ହେଲିକପ୍ଟରକୁ ଉଡ଼ାଉଥିବା କର୍ମଚାରୀଙ୍କ ପରିଚୟ ସାର୍ବଜନୀନ ହେବାର ଆଶଙ୍କା ରହିଛି। ମାଳଦ୍ୱୀପର ସୂଚନା କମିଶନରଙ୍କ କାର୍ଯ୍ୟାଳୟ ପ୍ରତିରକ୍ଷା…
Archives


