ଏକାଠି ହୋଇ ପୁରୀ ଯିବେ ସମସ୍ତ ଦଳର ବିଧାୟକ
ଭୁବନେଶ୍ୱର,୨।୧୨: ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ ଯିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଛନ୍ତି। ବିଧାୟକମାନେ ମଧ୍ୟାହ୍ନ ୧୨ଟା…
ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସ ଏଜେଣ୍ଡାରେ ଏକମତ ହେଲାନି ଟିଏମସି
ନୂଆଦିଲ୍ଲୀ,୨।୧୨: ଇଣ୍ଡିଆ ମେଣ୍ଟରେ ଫାଟ। ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଅନେକ ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଭିତରେ କୌଣସି ସହମତି ହୋଇପାରିନାହିଁ। ଗୋଟିଏ ପଟେ କଂଗ୍ରେସ ଚାହୁଁଛି ଯେ ଗୃହରେ ଗୌତମ ଆଦାନୀ ଏବଂ ଇଭିଏମ ପ୍ରସଙ୍ଗ ଉଠାଯିବା ଉଚିତ୍। ଅନ୍ୟପକ୍ଷରେ…
ଜିଅନ୍ତା ଘୁଷୁରି ଝୁଣି ଖାଇବା ପ୍ରସଙ୍ଗ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ହିଞ୍ଜିଳିକାଟୁ, ୨ା୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ରାମାୟଣ ବାଦି ନାଟକରେ ଜିଅନ୍ତା ଘୁଷୁରିକୁ ଝୁଣି ଖାଇବା ଘଟଣାରେ ଜଣଙ୍କୁ ଗିରଫ କରିଛି ହିଞ୍ଜିଳି ପୋଲିସ। ନାଟ ମଞ୍ଚରେ ୨ ବିଷଧର ସାପକୁ ଖେଳାଇବା…
ଦିନକୁ ଦିନ ବଢୁଛି ଚୋରି ଘଟଣା ବୃଦ୍ଧି:ଭୟରେ ସହରବାସୀ
ଥୁଆମୂଳ ରାମପୁର,୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ତେବେ ଥୁଆମୂଳ ରାମପୁର ସହରର ମୁଖ୍ୟ ରାସ୍ତାରେ ଥିବା ଘର ଓ ଦୋକାନ ଗୁଡ଼ାକ ମଧ୍ୟ ଅସୁରକ୍ଷିତ ହୋଇପଡିଛି।…
‘ଦ ସାବରମତି ରିପୋର୍ଟ’ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨।୧୨: ସଂସଦର ବାଲ୍ଯୋଗୀ ଅଡିଟୋରିୟମରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏନ୍ଡିଏର ଏମ୍ପିମାନେ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଏନେଇ ସ୍ପେଶାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା।…
ତାରାତାରିଣୀଙ୍କ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ପୁରୁଷୋତ୍ତମପୁର,୨।୧୨(ସିମାଞ୍ଚଳ ମିଶ୍ର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ତାଙ୍କ ସ୍ତ୍ରୀ ସୋମବାର ଗଞ୍ଜାମ ଗ୍ରସ୍ତରେ ଆସି ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେଇଛନ୍ତି। ଏହାସହ ମନ୍ଦିରରେ…
ବ୍ୟାପକ କରାଯିବ ମହୁଲ ଫୁଲରୁ ପ୍ରସ୍ତୁତ ଖାଦ୍ୟ: ମଧ୍ୟପ୍ରଦେଶ ପଦ୍ଧତି ଆପଣାଇବ ଓଡ଼ିଶା
ଦାରିଙ୍ଗବାଡି,୨।୧୨(ଅରୁଣ ସାହୁ):ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଟ୍ରାଇବାଲ କୋପେରେଟିଭ ମାର୍କେଟିଙ୍ଗ ଡେଭଲପମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଲିମିଟେଡ଼ (ଟିଆରଆଇଏଫଇଡି)ର ଉପାଧ୍ୟକ୍ଷ ପବିତ୍ର କଂହର ୫ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ସେ ଉକ୍ତ ରାଜ୍ୟରେ ବନ ଧନ…
ଝିପିଝିପି ବର୍ଷା ପାଇଁ ହନ୍ତସନ୍ତ ଅଞ୍ଚଳବାସୀ: କିଛି ପର୍ଯ୍ୟଟକ ଖୁସି ଆଉ କିଛି ନିରାଶ
ଦାରିଙ୍ଗବାଡି,୨।୧୨ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୪ ଦିନ ବିତିଲା କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କୋହଲା ଓ ଝିପିଝିପି ବର୍ଷା ଯୋଗୁ ଦିନରେ ଶୀତ ଦ୍ବିଗୁଣିତ ହୋଇଥିବାବେଳେ ରାତିରେ ଧୀରେ ଧୀରେ ତାପମାତ୍ରା…
ଘନଉଛି ଆଳୁ ସଙ୍କଟ: ଜରୁରୀକାଳୀନ ସ୍ଥିତି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
ବ୍ରହ୍ମପୁର,୨।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଆଳୁ ସଙ୍କଟ ଘନେଇବାରେ ଲାଗିଛି। ପଶ୍ଚିମବଙ୍ଗ ସରକାର କିଛି ଦିନ ବ୍ୟବଧାନ ପରେ ପୁଣି ଆଳୁ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏପଟେ ରାଜ୍ୟରେ ଗଚ୍ଛିତ ଆଳୁ ସରି ଆସୁଛି। ଏହାର ଫାଇଦା ନେଇ ମୁନାଫାଖୋର…
ମେଗା ରକ୍ତଦାନ ଶିବିର: ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ
ଗଞ୍ଜାମ,୨।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ କନଫରେନ୍ସ ହଲରେ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଯୁବ ଗୋଷ୍ଠୀ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର…
ଉଚ୍ଚ ବିପଦପୂର୍ଣ୍ଣ ପ୍ୟାକେଜ୍ ବୋତଲ ପାଣି, ସତର୍କ କରାଇଲା FSSAI
ନୂଆଦିଲ୍ଲୀ,୨।୧୨: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (FSSAI) ପ୍ୟାକେଜ୍ ହୋଇଥିବା ପାନୀୟ ଏବଂ ମିନେରାଲ୍ ଯୁକ୍ତ ପାଣି ଉଚ୍ଚ ବିପଦପୂର୍ଣ୍ଣ ବର୍ଗରେ ସାମିଲ୍ କରିଛି। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ ଏବଂ…
ଖଣି ବିଭାଗ ଏନ୍ଫୋର୍ସମେଣ୍ଟ ଟିମ୍ ଉପରେ ଆକ୍ରମଣ
ଘସିପୁରା,୧ା୧୨: କେନ୍ଦୁଝର ଜିଲା ଖଣି ବିଭାଗ ଏନ୍ଫୋର୍ସମେଣ୍ଟ୍ ଟିମ୍ ଉପରେ ବାଲି ମାଫିଆଙ୍କ ଆକ୍ରମଣ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି। ଏହି ଆକ୍ରମଣରେ ଖଣି ବିଭାଗର କନିଷ୍ଠ ମାଇନିଂ ଅଫିସର ସୁରଜ ହେମ୍ବ୍ରମଙ୍କ ସହିତ ୩ ସୁରକ୍ଷାକର୍ମୀ ଓ ଗାଡ଼ିଚାଳକ ଆହତ…
Archives


