ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ହିଂସା, ଘର ଛାଡିଲେଣି ୨୦୦ ପରିବାର
ଢାକା,୫।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହିଂସା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୟୁନୁସ ସରକାରଙ୍କ ହସ୍ତକ୍ଷେପ ସତ୍ତ୍ୱେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ମୌଳବାଦୀଙ୍କ ଏକ ଦଳ ସୁମଙ୍ଗଞ୍ଜ ଜିଲାର ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ବୁଧବାର ପୁଣିଥରେ…
ନାଗାଚୈତନ୍ୟ-ଶୋଭିତାଙ୍କ ଚାଲିଥିଲା ବିବାହ, ଏ କ’ଣ ପୋଷ୍ଟ କରିଦେଲେ ସାମନ୍ଥା, ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ!
ମୁମ୍ବାଇ: ହାଇଦ୍ରାବାଦରେ ବୁଧବାର ତେଲୁଗୁ ରୀତିନୀତି ଅନୁଯାୟୀ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲ ବିବାହ କରିଛନ୍ତି। ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କୁ ଛାଡପତ୍ର ଦେବା ପରେ ନାଗା ଦ୍ୱିତୀୟ ବିବାହ କରିଛନ୍ତି। ବର୍ତ୍ତମାନ ନାଗା-ଶୋଭିତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ…
ଲଗେଜ ବ୍ୟାଗରେ ନେଉଥିଲେ ୫୮ କେଜି ରୁପା, ରେଲ୍ଓ୍ବେ ଷ୍ଟେଶନରେ ପଡ଼ିଲେ ଧରା
ରାଉରକେଲା,୫।୧୨(ସଙ୍ଗୀତା ଜେନା): ରାଉରକେଲା ରେଳ ଷ୍ଟେଶନ ପରିସରରୁ ଯାଞ୍ଚ ସମୟରେ ବିପୁଳ ପରିମାଣର ରୁପା ଜବତ ହୋଇ ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟକୁ ହସ୍ତାନ୍ତର କରାଯାଇଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣଙ୍କ ତାଙ୍କ ଲଗେଜ ବ୍ୟାଗରେ ପ୍ରାୟ ୫୮…
ଶଶି ଥରୁରଙ୍କୁ ଆଲିଙ୍ଗନ କଲା ମାଙ୍କଡ, ଛାତିରେ ଭରା ଦେଇ ଶୋଇବା ପରେ…
ନୂଆଦିଲ୍ଲୀ,୫ା୧୨: କଂଗ୍ରେସ ନେତା ଶଶୀ ଥରୁର ନିଜ ‘ଏକ୍ସ’ ଆକାଉଣ୍ଟରେ ୟୁଜର୍ସଙ୍କ ସହ ଏକ ଅଭୂତପୂର୍ବ ଅନୁଭୂତି ବାଣ୍ଟିଛନ୍ତି। ଥିରୁଭାନନ୍ତପୁରମ୍ ଏମ୍ପି ଥରୁ ଘର ବଗିଚାରେ ବସିଥିବାବେଳେ ଏକ ମାଙ୍କଡ଼ ଆସି ତାଙ୍କ କୋଳରେ ବସିଥିଲା। ମାଙ୍କଡ଼ ଥରୁରଙ୍କୁ ଆଲିଙ୍ଗନ କରିବା…
ବଡ଼ଦିନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଭେଟି, ସରକାରୀ କର୍ମଚାରୀ ଓ ପେନଶନଭୋଗୀଙ୍କ ବଢିଲା ଦରମା
ନୂଆଦିଲ୍ଲୀ,୫।୧୨: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କୁ ବଡ଼ଦିନ ଉପହାର ଦେଇଛନ୍ତି। ସରକାର। ସରକାରୀ କର୍ମଚାରୀ ଓ ପେନଶନଭୋଗୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଭେଟି ଦେଇଛନ୍ତି। ଦେଶର ୯ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ…
ଦେବେନ୍ଦ୍ର ଫଡ଼ନାଭିସଙ୍କ ଶପଥ ଗ୍ରହଣର ଗେଷ୍ଟ ଲିଷ୍ଟ ଆସିଲା ସାମ୍ନାକୁ, ମୋଦି ଶାହାଙ୍କ ସମେତ ଜାଣନ୍ତୁ କିଏ କିଏ ହେବେ ସାମିଲ
ମୁମ୍ବାଇ,୫।୧୨: ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ନୂତନ ସରକାର ଗଠନ ପାଇଁ ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଫିଲ୍ମ ଷ୍ଟାଇଲ୍ରେ ଘର ଭିତରେ ପଶି ହାଣିଲେ, ଲୁଟି ନେଲେ ସୁନାଗହଣା-ଟଙ୍କା
ଭଦ୍ରକ, ୫।୧୨(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବଡ଼ ନପଙ୍ଗ ଗାଁରେ ସଶସ୍ତ୍ର ଡକାୟତି ହୋଇଛି l ଗାଁର ମାଧବ ସେଠୀଙ୍କ ଘରେ ପଶି ଦୁର୍ବୁତ୍ତମାନେ ଭୁଜାଲି ଦେଖାଇ ଭୟଭୀତ କରିବା ସହିତ କୋଦାଳରେ ଆକ୍ରମଣ କରି ଡକାୟତି କରିଛନ୍ତି…
ବିଶ୍ୱକୁ ସ୍ତବ୍ଧ କଲା ଭାରତ: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ
ମସ୍କୋ,୫।୧୧:ଭାରତ ପୁଣି ଥରେ ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏଥର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ ବିଶେଷ କରି ମେକ ଇନ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ କ୍ଷୁଦ୍ର ଓ ମଧ୍ୟମ…
ସମୁଦ୍ରରେ ବୁଡିଯାଇଥିଲା ଜାହାଜ, ୧୨ ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ ସେନା
ଇସଲାମବାଦ,୫।୧୨: ଏକ ଭାରତୀୟ ମାଲବାହୀ ଜାହାଜ ବୁଡିବା ପରେ ପାକିସ୍ତାନୀ ସେନା ଜାହାଜର କର୍ମଚାରୀଙ୍କ ଜୀବନ ରକ୍ଷା କରିଛନ୍ତି। ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) ବୁଧବାର ଭାରତୀୟଙ୍କୁ ଏପରି ବିପଦରୁ ଉଦ୍ଧାର କରିଛି। ଭାରତୀୟ କାର୍ଗୋ ଜାହାଜ ଏମଏସଭି ଏଏଲ…
ପରିତ୍ୟକ୍ତ ଅବସ୍ଥାରେ ଜନଜାତି ସଂଗ୍ରାହାଳୟ:ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡି, ୫।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହିଲିଭିୟୁ ପାର୍କ ପରିସର ମଧ୍ୟରେ ରହିଛି ଜନଜାତି ସଂଗ୍ରାହାଳୟ। ହେଲେ ଖୋଲିବାର ମାତ୍ର କିଛି ଦିନ ମଧ୍ୟରେ ଉକ୍ତ ସଂଗ୍ରାହାଳୟଟିରେ ତାଲା ଝୁଲୁଛି। ଏବେ ଉକ୍ତ କୋଠା ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି।…
ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି? ଶୁଟିଂ ସେଟ୍ରେ ପଶି ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ
ମୁମ୍ବାଇ,୫।୧୨:ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍ ମଧ୍ୟରେ ପଶି ସଲମାନଙ୍କୁ ଧମକ ଦେଇଛନ୍ତି। ଉକ୍ତ ଯୁବକ ସୁରକ୍ଷା କର୍ମୀଙ୍କୁ ଧୂଳି ଚଟାଇ ଶୁଟିଂ ସେଟ ମଧ୍ୟରେ ପଶିଥିଲେ। ସେ ସଲମାନଙ୍କୁ ଦୂରରୁ ଦେଖି…
୧୬୦କୋଟିର ସମ୍ପତ୍ତି, ବିଳାସପୂର୍ଣ୍ଣ ଗାଡିର ସୌକୀନ, ନାଗାଚୈତନ୍ୟଙ୍କ ଲାଇଫଷ୍ଟାଇଲ୍ ବିଷୟରେ ଜାଣିଲେ ହୋଇଯିବେ ତାଜୁବ
ମୁମ୍ବାଇ: ଦକ୍ଷିଣ ସିନେମାର ବଡ଼ ଚେହେରା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ବିବାହ ଶେଷ ହୋଇଛି। ନାଗାଙ୍କର ପ୍ରଥମ ସ୍ତ୍ରୀ ସାମନ୍ଥା ଋତ ପ୍ରଭୁଙ୍କଠାରୁ ଅଲଗା ହେବା ପରେ ନାଗା ଶୋଭିତାଙ୍କୁ ବିବାହ କରିଥିଲେ। ତେବେ ଆପଣ କ’ଣ…
Archives


