ଗୋଟିଏ ପରିବାରର ତିନିଜଣ ଆତ୍ମହତ୍ୟା ଘଟଣା ରେଡ଼କ୍ରସ ଫଣ୍ଡରୁ ୯୦ ହଜାର ସହାୟତା
ଗଞ୍ଜାମ,୭ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମର ଗୋଟିଏ ପରିବାରତ ତିନିଜଣ ମାଆ ଝିଅ ଓ ପୁଅ କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଘଟଣା ସମଗ୍ର ଗଞ୍ଜାମ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା…
ଆଇପିଏଲ୍ରେ ଖେଳିବାକୁ ନେଇ ମୁହଁ ଖୋଲିଲେ ଧୋନୀ
ନୂଆଦିଲ୍ଲୀ,୭ା୪: କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀ ଆଗାମୀ ବର୍ଷ ଆଇପିଏଲ୍ରେ ଖେଳିବେ କି ନାହିଁ, ସେ ନେଇ ନିଷ୍ପତ୍ତି ନେବା ଲାଗି ତାଙ୍କ ପାଖରେ ୧୦ ମାସ ସମୟ ରହିଥିବା କହିଛନ୍ତି। ଚଳିତ ଆଇପିଏଲ୍ରେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)…
ଓଡ଼ିଶା ଭିତରେ ପଶି ପଶ୍ଚିମବଙ୍ଗ ରାସ୍ତା ନିର୍ମାଣକୁ ବନ୍ଦ କଲେ ବିଧାୟକ ଗୌତମ ବୁଦ୍ଧ
ଭୋଗରାଇ, ୭।୪(ପ୍ରଦୀପ ଦାସ): ଆମେ ଓଡ଼ିଆ। ମା, ମାଟି ମାତୃଭାଷା ବିପନ୍ନ ହେଲେ ସୁରକ୍ଷା ପାଇଁ ଲଢ଼େଇକରି ବଞ୍ଚିବା ଶିଖିଛୁ। ଯୋଗ୍ୟ ସନ୍ତାନ ଭାବେ ଆମ ମାକୁ ମାଉସୀହାତରେ ଟେକିଦେବୁ ନାହିଁ କି ତାଙ୍କ ଗୋଡ଼ତଳେ ପଡି ଶରଣ ପଶିବୁ ନାହିଁ।…
ଇଶାନ୍ତ ଶର୍ମାଙ୍କୁ ଜରିମାନା
ହାଇଦ୍ରାବାଦ,୭ା୪: ରବିବାର ରାତିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ବେଳେ ଆଇପିଏଲ୍ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୁଜରାଟ ଟାଇଟନ୍ସ ପେସର ଈଶାନ୍ତ ଶର୍ମାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ତାଙ୍କ ଶୃଙ୍ଖଳାଗତ ଖାତାରେ…
ଦୁଇ ବର୍ଷ ବାସନ୍ଦ ପରେ କ୍ରିକେଟକୁ ଫେରିଲେ ଏହି ଖେଳାଳି
ଢାକା,୭ା୪: ଦୁଇ ବର୍ଷର ବାସନ୍ଦାଦେଶ ଶେଷ କରିବା ପରେ ବାଂଲାଦେଶ କ୍ରିକେଟର ନାସିର ହୋସେନ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଇସିସିର ଦୁର୍ନୀତି ନିବାରଣ ନିୟମ ଭଙ୍ଗ କରିବା ଲାଗି ତାଙ୍କୁ ୨୦୨୩ ସେପ୍ଟେମ୍ବରରେ ବାସନ୍ଦ କରାଯାଇଥିଲା। ବାସନ୍ଦାଦେଶର ଶର୍ତ୍ତ ମୁତାବକ,…
ମଦ ଦୋକାନ ସ୍ଥାନାନ୍ତର ଦାବିକଲେ ମହିଳା
ରାୟଗଡ଼ା,୭।୪ (ଭାଗ୍ୟଶ୍ରୀ ମିଶ୍ର)- ରାୟଗଡ଼ା ସହରର ନ୍ୟୁକୋଲୋନୀଠାରେ ଥିବା ୨ଟି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବିକରି ଉକ୍ତ ଅଞ୍ଚଳର ମହିଳାମାନେ ସୋମବାର ଜିଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ତୁରନ୍ତ ଜନବସତି ଅଞ୍ଚଳରେ ଥିବା ବିଦେଶୀ…
ବିଚିତ୍ର ସ୍ବାସ୍ଥ୍ୟାବସ୍ଥା: ପୁଣି ଝୁଲାରେ ବୁହାହେଲେ ରୋଗୀ
ଥୁଆମୁଳ ରାମପୁର,୭।୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀ ହେଉ ଅବା ଗର୍ଭବତୀ କେବେ ଖଟିଆରେ ବୁହାହେଉଛନ୍ତି ତ ଆଉ କେବେ ଝୁଲାରେ ବୁହା ହେଉଛନ୍ତି। ବାରମ୍ବାର ସାମାଜିକ ଗଣମାଧ୍ୟମରେ ଏଭଳି ଖବରକୁ ନେଇ ଚର୍ଚ୍ଚା ହେଉଥିଲେ…
ବିଦ୍ୟୁତ ଚାଲିଗଲେ ଏଟିଏମ,ମୋବାଇଲ ନେଟୱାର୍କ ଅଚଳ : ଦୀର୍ଘଦିନ ହେଲା ସମସ୍ୟା ହେଲେ ସମାଧାନ ଶୂନ
ଦାରିଙ୍ଗବାଡି, ୭।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ସୋମବାର ଷ୍ଟେଟ ବ୍ୟାଙ୍କର ଏଟିଏମ୍ ଅଚଳ ସହ ବିଏସଏନଏଲ ଏବଂ ଘରୋଇ ଅନୁଷ୍ଠାନର ୪ ଜି ମୋବାଇଲ ସେବା ମଧ୍ୟ ଠପ ହୋଇଯାଇଛି। ଏଭଳି…
ଦୁର୍ଘଟଣାରେ ଚାଲିଗଲା ଜୀବନ
ନୂଆଗଡ଼,୭ା୪ (ଯୋଗ୍ୟବନ୍ତ ପରିଛା): ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ଖଜୁରିପଦା ଫାଣ୍ଡି ଅନ୍ତର୍ଗତ ସୁରଙ୍ଗି ଛକଠାରେ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ ସର୍ଗି ସାହି ଗ୍ରାମର ହୋଷେୟ ମଣ୍ଡଳ (୨୩)। ସୂଚନାଯୋଗ୍ୟ ହୋଷେୟ କୌଣସି କାମରେ…
ଶାଳକାଠ ଚୋରାଚାଲାଣବେଳେ ମାଡ଼ିବସିଲା ବନ ବିଭାଗ
ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନର ବଡପଶି ନିକଟରୁ ସୋମବାର ଅପରାହ୍ନ ଏକ ଶାଳ ଗଣ୍ଡି ବୋଝେଇ (ଓଡି ୧୧ଜେ୦୧୦୨ ନମ୍ବର) ଟ୍ରାକ୍ଟରକୁ ବନ ବିଭାଗ ଜବତ କରିଛି। ଟ୍ରାକ୍ଟରରୁ ୭ଟି ଗଣ୍ଡିକୁ ବନବିଭାଗ ଜବତ…
ସ୍ଥାନାନ୍ତର ହେବ ଆର୍ଯ୍ୟପଲ୍ଲୀ ମେରାଇନ ଥାନା
ଛତ୍ରପୁର,୭ା୪(ସନ୍ତୋଷ ପାଢ଼ୀ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବ। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହା କହିଛନ୍ତି। ସେ କହିଛନ୍ତି ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…
ବାପା ସିଲେଇ ଦୋକାନ କରି ପୋଷୁଛନ୍ତି ପେଟ, ଆଇପିଏଲ୍ରେ ହଇଚଇ କରୁଛନ୍ତି ପୁଅ
ନୂଆଦିଲ୍ଲୀ,୭।୪: ଆଜିକାଲି ସନରାଇଜର୍ସ ହାଇଦ୍ରାବାଦର ଲେଗ ସ୍ପିନର ଜିଶାନ ଅନସାରୀଙ୍କୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ୨୫ ବର୍ଷୀୟ ଯୁବ ଲେଗ ସ୍ପିନର ତାଙ୍କ ଡେବ୍ୟୁ ମ୍ୟାଚ୍ରେ ହିଁ କେଏଲ ରାହୁଲ, ଫାଫ ଡୁ ପ୍ଲେସିସ ଏବଂ…

