ଭାଙ୍ଗିଲା ଟାଟା ଗ୍ରୁପର ଏହି ପୁରୁଣା ପରମ୍ପରା! ନୋଏଲ ଆସିବା ପରେ ହେଲା ପରିବର୍ତ୍ତନ
ମୁମ୍ବାଇ.୨୧।୧୦: ରତନ ଟାଟାଙ୍କ ମୃତ୍ୟୁ ପରେ ଟାଟା ଟ୍ରଷ୍ଟ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଲାଇଭ ମିଣ୍ଟ ରିପୋର୍ଟ ଅନୁଯାୟୀ, ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟିମାନେ ସ୍ଥାୟୀ ସଦସ୍ୟ ହୋଇପାରିଛନ୍ତି,…
”ଆତଙ୍କବାଦୀ ବନ୍ଦ କର, ନହେଲେ ପରିଣାମ ଭୟଙ୍କର ହେବ”, ପାକିସ୍ତାନକୁ ଫାରୁକ ଅବଦୁଲ୍ଲାଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ,୨୧ା୧୦: ଜାମ୍ମୁ କାଶ୍ମୀରର ଗାନ୍ଦରବାଲ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଫାରୁକ୍ ଅବଦୁଲ୍ଲା ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସୋମବାର ଅବଦୁଲ୍ଲା କହିଛନ୍ତି ଯେ, ସେ ପାକିସ୍ତାନର ନେତୃତ୍ୱଙ୍କୁ କହିବାକୁ ଚାହୁଁଛି, ଯଦି ସେମାନେ…
ଉଚ୍ଛେଦ ପୂର୍ବରୁ ନିଜ ଘର ନିଜେ ଭାଙ୍ଗିଦେଲେ ପ୍ରଧାନଶିକ୍ଷକ, ୩ ଅଟକ
ତିହିଡ଼ି,୨୧ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ବୈକୁଣ୍ଠସାହି ରାସ୍ତା ଜବରଦଖଲ ହୋଇଥିଲା। ରାସ୍ତାକୁ ମାଡ଼ି ଜଣେ ପ୍ରଧାନଶିକ୍ଷକ ଘର ତିଆରି କରିଥିବା ଅଭିଯୋଗ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ସୋମବାର ଜବରଦଖଲ ଉଚ୍ଛେଦ କରାଯିବା ପୂର୍ବରୁ…
ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…
ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା ଅଛନ୍ତି। ସେମାନେ ନିଜ ତରଫରୁ ଏଭଳି ମହତ କାମ ପାଇଁ ହାତ ବଢ଼ାଇ ଥାଆନ୍ତି।…
ମାଇକ୍ରୋଆର୍ଏନ୍ଏ : ଜିନ୍ର ପ୍ରମୁଖ ନିୟାମକ
କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି ରୁଭକୁନ୍। ୭୧ ବର୍ଷ ବୟସ୍କ ଆମ୍ବ୍ରୋସ ସମ୍ପ୍ରତି ଆମେରିକାର ୟୁନିଭର୍ସିଟି ଅଫ୍ ମାସାଚ୍ୟୁସେଟସ୍ ମେଡିକାଲ…
ହାସିନା ଯିବା ପରେ ନିର୍ଦ୍ଦୟ ହେଲା ପ୍ରକୃତି, ଭାରତକୁ ହାତ ପାତିବ ବାଂଲଦେଶ!
ଢାକା,୨୧।୧୦: ଶେଖ ହାସିନାଙ୍କ ଦେଶ ଛାଡିବା ବାଂଲାଦେଶର ଅବସ୍ଥା ଖରାପ ହେବାରେ ଲାଗିଛି। ବର୍ତ୍ତମାନ ମଧ୍ୟ ବାଂଲାଦେଶ ପାଇଁ ପ୍ରକୃତି ନିଷ୍ଠୁର ହୋଇଛି। ଖୁବ ଶୀଘ୍ର ବାଂଲାଦେଶର ଲୋକମାନେ ଗୋଟିଏ ଗୋଟିଏ ଚାଉଳ ଦାନା ପାଇଁ ହାହାକାର ଭଳି ପରିସ୍ଥିତିକୁ ସାମ୍ନା…
ଆସିଲା ବାତ୍ୟା ‘ଦାନା’ର ସମ୍ଭାବ୍ୟ ଗତିପଥ; ଭୀଷଣ ବାତ୍ୟା ହୋଇ ବୁଧବାର ଛୁଇଁବ ସ୍ଥଳଭାଗ
ଭୁବନେଶ୍ୱର,୨୧ା୧୦: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ର ଗତିପଥ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଟ୍ରାକ୍ ଜାରି କରିଛି। ଆଇଏମଡି ଅନୁଯାୟୀ, ସୋମବାର ଏହା ଲଘୁଚାପରେ ପରିଣତ ହୋଇଛି। କ୍ରମେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ…
ସଲମାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବା ସହ କ୍ଷମା ମାଗିବାଗୁ ଚାହୁଁଛନ୍ତି ଏକ୍ସ ଗର୍ଲ ଫ୍ରେଣ୍ଡ ସୋମି
ମୁମ୍ବାଇ,୨୧।୧୦: ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ତାଙ୍କର ଏକ ବୟାନକୁ ନେଇ ଆଜିକାଲି ଖବରରେ ଅଛନ୍ତି। ସେ ଶୀଘ୍ର ଭାରତ ଆସିବାକୁ ଯାଉଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ସୋମି ଅଲି କହିଛନ୍ତି ଯେ…
ଦିଲ୍ଲୀ ବିସ୍ଫୋରଣରେ ଖଲୀସ୍ତାନୀ ଲିଙ୍କ୍! ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ,୨୧ା୧୦: ରବିବାର ଦିଲ୍ଲୀର ରୋହିଣୀରେ ଥିବା ଏକ ସିଆରପିଏଫ ବିଦ୍ୟାଳୟର ନିକଟରେ ଭୟଙ୍କର ବିସ୍ଫୋରଣ ହେବା ପରେ ଏହି ଘଟଣା ପଛର କାରଣ ଜାଣିବା ଏବଂ ଅପରାଧୀଙ୍କୁ ଧରିବା ପାଇଁ ଏକ ବିଭିନ୍ନ ଏଜେନ୍ସି ଯାଞ୍ଚ ଆରମ୍ଭ କରାଯଇଛି। ସୂଚନାନୁସାରେ ଜଣେ…
ଟେନ୍ସନ୍ ବଢ଼ାଉଛନ୍ତି ଏହି ଦୁଇ ନେତା, ଭାଙ୍ଗିଯିବ କି ଇଣ୍ଡିଆ ମିଳିତ ମେଣ୍ଟ!
ନୂଆଦିଲ୍ଲୀ,୨୧ା୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଯେଉଁଠାରେ ଝାଡ଼ଖଣ୍ଡରେ ୧୩ ଏବଂ ୨୦ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ…
ମହାରାଷ୍ଟ୍ରରେ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟାରେ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ
ମୁମ୍ବାଇ,୨୧ା୧୦: ମହାରାଷ୍ଟ୍ରରେ ୯୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି ଭାଜପା। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ଙ୍କୁ ଭାଜପା ପ୍ରାର୍ଥୀ କରିଥିବାବେଳେ କାମାଥି ବିଧାନସଭା ଆସନରୁ ଦଳର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଓ୍ବନକୁଲେଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି। ଏହା ପରେ ଉପମୁଖ୍ୟମନ୍ତ୍ରୀଙ୍କ…
ଜମ୍ମୁ କଶ୍ମିରରେ ୬ ଜଣଙ୍କୁ ହତ୍ୟା, ରହିଛି ପାକିସ୍ତାନ ହାତ
ନୂଆଦିଲ୍ଲୀ,୨୧ା୧୦: ରବିବାର ଦିନ ଜମ୍ମୁ କଶ୍ମିରର ଗାନ୍ଦରବାଲ ଜିଲାରେ ଜଣେ ଡାକ୍ତରଙ୍କ ସମେତ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନ ସ୍ଥିତ ଲଶ୍କର-ଏ-ତୋଇବାଙ୍କ ଅଫସଟ୍ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନିଜକୁ ଦାୟୀ କରିଛି।…
Archives


