ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୨୦।୧୨(ଅଶେଷ ନାଥ ମିଶ୍ର): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅନୁସୂଚିତ ଜାତିର ଜଣେ ଯୁବତୀଙ୍କୁ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମର ଶିବାନନ୍ଦ ସାହୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।ପୀଡ଼ିତା ଙ୍କ ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା…
ଥୁଆମୂଳ ରାମପୁର ବ୍ଲକ୍ ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ସମୟ ତାଲା, ପ୍ରଭାବିତ ହେଉଛି ପ୍ରାଣୀଧନ ଚିକିତ୍ସା
ଥୁଆମୂଳ ରାମପୁର,୨୦।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳାର ଚିତ୍ର ଦେଖିବାକୁ ମିଳିଛି। ଥୁଆମୂଳ ରାମପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକ (ବିଭିଓ) ଏବଂ ଅତିରିକ୍ତ ଅସ୍ତ୍ରୋପଚାର ଚିକିତ୍ସକଙ୍କ ନିଯୁକ୍ତ…
ମୋ ଠାରୁ ଭଲ ଅଭିନୟ କରୁଛନ୍ତି, ଅସ୍କାର ମିଳିବା ଦରକାର: ଜୟା ବଚ୍ଚନ
ନୂଆଦିଲ୍ଲୀ,୨୦।୧୨: ସଂସଦରେ ଧସ୍ତାଧସ୍ତିକୁ ନେଇ ପୂରା ରାଜନୀତି ସରଗରମ ରହିଛି। ଏହାରି ଭିତରେ ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ସଂସଦ କାଣ୍ଡକୁ ନେଇ ଭାଜପା ଏମପି ପ୍ରତାପ ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ଜୟା ବଚ୍ଚନ କହିଛନ୍ତି, ଏସବୁ…
ଆଶାକର୍ମୀଙ୍କୁ ଅସଦାଚରଣ: ଦଣ୍ଡିତ ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି କୋର୍ଟ ମାଜିଷ୍ଟ୍ରେଟ ନିଳୀମା ଷଡ଼ଙ୍ଗୀ ଶୁକ୍ରବାର ଜଣେ ଆଶାକର୍ମୀଙ୍କୁ ରାଜରାସ୍ତାରେ ଅସଦାଚରଣ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦିଗପହଣ୍ଡି ଥାନା ଡଙ୍କାରି ଗ୍ରାମର ଅଭିଯୁକ୍ତ ନରି ଗୌଡ଼ ଦଣ୍ଡିତ ଅର୍ଥରାଶି…
IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ…
ନୂଆଦିଲ୍ଲୀ,୨୦।୧୨: ଟିମ୍ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଇପିଏଲ୍ରେ ଜବରଦସ୍ତ ପ୍ରଦର୍ଶନ ପରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଭାରତର ଟି୨୦ ଟିମ୍ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏବେ ତାଙ୍କୁ…
ନିଜଠାରୁ ୪୦ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଅଜୟ ଦେବଗନଙ୍କ ଅନସ୍କ୍ରିନ୍ ବାପା!
ମୁମ୍ବାଇ: ବଲିଉଡ୍ ଫିଲ୍ମଜଗତର ଜଣେ ଜଣାଶୁଣା ନାମ ହେଲେ ଗୋବିନ୍ଦ ନାମଦେବ। ଏହି ଭେଟେରାନ ଅଭିନେତା ‘ଓଏମ୍ଜି’, ‘ସିଙ୍ଘମ’,‘ଓ୍ବାଣ୍ଟେଡ’ ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ହେଲେ ଏବେ ସେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ…
ଭଙ୍ଗା ଦଦରା ଅବସ୍ଥାରେ ସେବା ଯୋଗାଉଛି ଆମ୍ବୁଲାନ୍ସ: ରୋଗୀଙ୍କ ଜୀବନ ସହ ଖେଳୁଛି ବିଭାଗ
ଫିରିଙ୍ଗିଆ,୨୦ା୧୨(ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ମେଡିକାଲ ସମ୍ମୁଖରେ ଏକ ୧୦୮ ଆମ୍ବୁଲାନ୍ସ ଅଚଳ ହୋଇ ପଡିଛି। ଫଳରେ ରୋଗୀ ଆମ୍ବୁଲାନ୍ସ ସେବା ପାଇପାରୁନାହାନ୍ତି। ୨୦୧୯ରେ ଏକ ଆମ୍ବୁଲାନ୍ସ ଗୋଛାପଡା ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଗାଡ଼ି ବିପଦପୂର୍ଣ୍ଣ…
ଆମ୍ବେଦକରଙ୍କୁ କାହିଁକି ପସନ୍ଦ ଥିଲା ନୀଳରଙ୍ଗ? ଯାହାଲାଗି ରାହୁଲ ବଦଳାଇଦେଲେ ନିଜ ଟି-ସାର୍ଟ ରଙ୍ଗ
ନୂଆଦିଲ୍ଲୀ,୨୦।୧୨: ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ରାଜନୀତି ଉଠୁଛି ପଡୁଛି। ତେବେ ଏହି ବିବାଦ ମଧ୍ୟରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ କିଛି ଅଲଗା ଅନ୍ଦାଜରେ ନଜର ଆସିଛନ୍ତି। ସବୁବେଳେ ଧଳା ଟି…
ମାର୍ଶଲ ଆର୍ଟରେ ରାହୁଲଙ୍କୁ ମିଳିଛି ବ୍ଲାକ୍ ବେଲ୍ଟ, ଜାଣନ୍ତୁ ରୋଚକ କଥା
ନୂଆଦିଲ୍ଲୀ,୨୦।୧୨: ଦେଶର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗୁରୁବାର ସଂସଦରେ ହୋଇଥିବା ହିଂସାକାଣ୍ଡ ପରେ ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭାଜପା ଏମପି ପ୍ରତାପ ଷଡଙ୍ଗୀ ଅଭିଯୋଗ ଆଣିଛନ୍ତି ଯେ,…
ଗଞ୍ଜାମରେ ଲଘୁଚାପ ବର୍ଷା: ବିଲରେ ପଡ଼ିଛି କଟା ଧାନ, ଚିନ୍ତାରେ ଚାଷୀ
ଗଞ୍ଜାମ,୨୦ା୧୨(ବିଦ୍ୟାଧର ସାହୁ): ଦୁଇଦିନ ଧରି ମେଘୁଆ ପାଗ ଥିବା ବେଳେ ଶୁକ୍ରବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଏହି ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳ ଚାଷୀ। ପ୍ରାୟ ଜମିରେ ଧାନ ସବୁ ପାଚି ଯାଇଥିବା ବେଳେ ତାହା…
ଚାଷୀଙ୍କ ପାଇଁ କାଳ ସାଜିଛି ଲଘୁଚାପ ବର୍ଷା: ଖଳାରେ ଭିଜୁଛି ପାଚିଲା ଧାନ
ବାଲିଗୁଡ଼ା,୨୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ପ୍ରଭାବରେ ଗୁରୁବାରଠାରୁ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡ଼ି ରହିଥିବାରୁ ଅଦିନିଆ ବର୍ଷାରେ…
ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍ର ଆଷ୍ଟ୍ରୋଏଡ
ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ ମାଡି ଆସୁଛି। ବୈଜ୍ଞାନିକମାନେ ଏହି ଆଷ୍ଟ୍ରୋଏଡର ନାମ 2024 XN1 ରଖିଛନ୍ତି। ନାସା କହିଛି…
Archives


