Home Left

ଗିରଫ ହେବେ ଟ୍ରମ୍ପ? ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟ୍‌କା

ଓ୍ବାଶିଂଟନ,୧୦।୧: ହସ୍‌ ମନି ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ଆଇନଗତ ସମସ୍ୟାକୁ ଆହୁରି ବୃଦ୍ଧି କରିଛି। ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲସଙ୍କୁ ୧.୩ ଲକ୍ଷ…

‘ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍‌କା ଜୀବନ’ ଉନ୍ମୋଚିତ

ଭୁବନେଶ୍ୱର,୧୦ା୧(ଅନୁରାଧା ମହାରଣା): ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍‌ ଡ. ରେଖା ଚତୁର୍ବେଦୀଙ୍କ ପୁସ୍ତକ ‘ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍‌କା ଜୀବନ’ ଉନ୍ମୋଚିତ ହୋଇଛି। ଏହି ଅବସରରେ ରେଖା ଚତୁର୍ବେଦୀ କହିଛନ୍ତି, ‘ଫିଜି…

ବିବାହ ବିଚ୍ଛେଦ ମାମଲାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ମାମଲା ବିଚାରାଧୀନ ଥିଲେ ଜଣେ ନେଇପାରିବେ…

କଟକ,୧୦ା୧: ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ। ରାୟ ପୂର୍ବରୁ ଦମ୍ପତିଙ୍କ ମଧ୍ୟରୁ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ।…

ସ୍ବାମୀଙ୍କ ସହ ଜେଲ୍‌ ଗଲେ ସହଦେବ ହତ୍ୟାଘଟଣାର ମାଷ୍ଟରମାଇଣ୍ଡ୍‌ ଲିପିକା

ଭୁବନେଶ୍ୱର,୧୦ା୧: ବ୍ରାଉନଗୁଗାର ବିକ୍ରି  ଏବଂ ରସୁଲଗଡ଼ ବ୍ରିଜ୍‌ ଉପରେ ସହଦେବ ନାୟକଙ୍କୁ ହତ୍ୟା କରିବା ଘଟଣାର ମାଷ୍ଟରମାଇଣ୍ଡ୍‌ ଲିପିକା ନାୟକଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ବାନ୍ଧିଛି। ସ୍ବାମୀ ଲକ୍ଷ୍ମୀଧର ନାୟକଙ୍କ ସହ ମିଶି ସେ ଏହି ଅପରାଧ ଘଟାଇଥିଲେ। ବର୍ତ୍ତମାନ ସୁଦ୍ଧା…

ସଡ଼କ ଉପରେ ପଡିବାରୁ ଜଳିଗଲା ବିମାନ, ୧ ମୃତ ୭ ଆହତ, ଦେଖନ୍ତୁ ଭିଡିଓ

ପାଓଲୋ,୧୦।୧: ବ୍ରାଜିଲରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିମାନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭ଜଣ ଆହତ ହୋଇଛନ୍ତି। ବିମାନ ଦୁର୍ଘଟଣାର ଏକ ହୃଦୟବିଦାରକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପ୍ରକୃତରେ, ଦକ୍ଷିଣ-ପୂର୍ବ ରାଜ୍ୟ ସାଓ…

ବଡ଼ ଗେମ୍‌ ଖେଳିଲେ ୟୁନୁସ୍‌ ସରକାର, ହାସିନାଙ୍କ ପରେ ଏବେ ଏହି ନେତାଙ୍କୁ…

ଢାକା,୧୦।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଚିକିତ୍ସା ପାଇଁ ମଙ୍ଗଳବାର ଲଣ୍ଡନ ଯାଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ତାଙ୍କ ନେତାଙ୍କ ଗସ୍ତ ସ୍ବାସ୍ଥ୍ୟଗତ କାରଣରୁ ଏବଂ ଏଥିରୁ କୌଣସି ରାଜନୈତିକ ଅର୍ଥ ବାହାର କରିବା ଉଚିତ୍‌…

ଛାଡପତ୍ର ନେଇ ଇସାରା ଦେଲେ ଚହଲ! କହିଲେ ଏହା ସତ…

ନୂଆଦିଲ୍ଲୀ,୧୦।୧: ଟିମ ଇଣ୍ଡିଆର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ଧରି ଏହି ଦମ୍ପତିଙ୍କ ଅଲଗା ହେବାର ଖବର ଆସୁଛି। ଦୁହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି।…

ଆଜି କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ

ଝାରସୁଗୁଡ଼ା,୧୦।୧(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଶୁକ୍ରବାର ହେବ। ଏହି ପରିପ୍ରେକ୍ଷୀରେ ଗୁରବାର ସକାଳେ ସମିତି ସଭ୍ୟ, ସରପଞ୍ଚ ଲୁଚି ଥିବା ସନ୍ଦେହରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ…

ସ୍ତ୍ରୀଙ୍କ ବଦଳରେ ମାଆଙ୍କ ନାମରେ କରନ୍ତୁ ଏହି ଏଫଡି, ମିଳିବ ବମ୍ପର ରିଟର୍ନ, ଜାଣନ୍ତୁ କେମିତି କରିବେ…

ନୂଆଦିଲ୍ଲୀ,୧୦।୧: ଅଧିକାଂଶ ଲୋକ ଫିକ୍ସଡ ଡିପୋଜିଟ (Fixed Deposit -FD) ରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି, କାରଣ ସେମାନେ ଫିକ୍ସଡ ରିଟର୍ଣ୍ଣ ପାଆନ୍ତି ଓ ଆପଣଙ୍କର ବିନିଯୋଗ ପରିମାଣ ସୁରକ୍ଷିତ ରହିଥାଏ । କିନ୍ତୁ ଯଦି ଆପଣ ଫିକ୍ସଡ ଡିପୋଜିଟ…

ଆଜି ପୁତ୍ରଦା ଏକାଦଶୀ, ମହିଳାମାନେ ଧ୍ୟାନ ରଖନ୍ତୁ ଏହିସବୁ ଜିନିଷ

୨୦୨୫ ନୂଆବର୍ଷର ପ୍ରଥମ ଏକାଦଶୀ ଜାନୁଆରୀ ୧୦, ଶୁକ୍ରବାର ଅର୍ଥାତ ଆଜି ପଡୁଛି। ଏହାକୁ ପୌଷ ପୁତ୍ରଦା ଏକାଦଶୀ ଏବଂ ବୈକୁଣ୍ଠ ଏକାଦଶୀ ମଧ୍ୟ କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା…

ନଦୀକୁ ଖସିଲା ଟୁରିଷ୍ଟ୍‌ ବସ: ଜଣେ ମୃତ, ୪ ଗୁରୁତର

ନୟାଗଡ,୧୦।୧: ନୟାଗଡ଼ ପୋଲିସ ଜିଲା ଚାନ୍ଦପୁର ଥାନା ଖଣ୍ଡିସ ପୋଲ ନିକଟରେ ସୁରକ୍ଷା ପ୍ରାଚୀର ଭାଙ୍ଗି ନଦୀ ଭିତରକୁ ଗୁରୁବାର ବିଳମ୍ବିତ ରାତିରେ ଟୁରିଷ୍ଟ ବସ ଓଲଟି ପଡି ବାଉଁଶିଆପଡାର ଛାଟିଆ ଦାସଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଗୁରୁତର ସମେତ ୩୯…

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ଭାରତୀୟ ଭିସା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଭିସା ଅବଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri