Home Left

ହାସିନାଙ୍କ ପାଇଁ ଖୁସି ଖବର, ୟୁନୁସ ସରକାର ରଦ୍ଦ କରିଥିଲେ ନାଗରିକତା ଆମେରିକା ଦେଲା…

ଓ୍ବାଶିଂଟନ/ଢାକା,୧୫।୫: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଜାୟ ଆମେରିକାର ନାଗରିକତା ହାସଲ କରିଛନ୍ତି। ସେ ୱାଶିଂଟନ ଡିସିରେ ନାଗରିକତାର ଶପଥ ନେଇଥିଲେ ଏବଂ ଶନିବାର ପ୍ରମାଣପତ୍ର ଗ୍ରହଣ କରିଥିଲେ। ପ୍ରମାଣପତ୍ର ପାଇବା ପରେ ସେ ପାସପୋର୍ଟ…

ଠାକୁରାଣୀ ଯାତ୍ରା: ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୁଷୋତ୍ତମପୁର,୧୫।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଠାରେ ଚାଲିଥିବା ପଞ୍ଚଠାକୁରାଣୀଙ୍କ ଯାତ୍ରା ନବମ ଦିନରେ ପହଞ୍ଚିଛି। ପଞ୍ଚ ଠାକୁରାଣୀ ମା’ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀ ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିରରେ ପୂଜାପାଉଛନ୍ତି। ଏଥିଲାଗି ସମଗ୍ର ସହର ଉସବମୁଖର ହୋଇପଡିଛି।…

ପାକିସ୍ତାନକୁ ମିଳିଲା ‘ଅନ୍ତର୍ଜାତୀୟ ଭିକାରୀ’ ଉପାଧି! ୫ ହଜାର ଭିକାରୀଙ୍କୁ ଘଉଡାଇ ଦେଇଥିଲା ସୌଦି ଆରବ, ଶହବାଜଙ୍କ ମନ୍ତ୍ରୀ କହିଲେ…

ଇସଲାମାବାଦ,୧୫।୫: ଗୋଟିଏ ପଟେ ପାକିସ୍ତାନ ସରକାର IMF ଠାରୁ ଟଙ୍କା ନେଇ ଆତଙ୍କବାଦୀଙ୍କ ଉପରେ ଖର୍ଚ୍ଚ କରୁଛି, ଅନ୍ୟପଟେ ସେମାନଙ୍କର ସାଧାରଣ ଲୋକମାନେ ବିଦେଶକୁ ଯାଇ ଭିକ୍ଷା ମାଗୁଛନ୍ତି। ପାକିସ୍ତାନ ଏକ ଅନ୍ତର୍ଜାତୀୟ ଭିକାରୀର ଛବି ପାଇଛି। ପରିସ୍ଥିତି ଏପରି ହୋଇଛି…

‘ଟ୍ରମ୍ପଙ୍କ ପାଦୁକା ରଖି ଭାରତକୁ ଶାସନ କରୁଛନ୍ତି ମୋଦି’? କାହିଁକି ଏମିତି କହିଲେ ସଞ୍ଜୟ ରାଉତ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ମହାରାଷ୍ଟ୍ର ନେତା ଏବଂ ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ଏକ ପ୍ରସଙ୍ଗ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ ଯେତେବେଳେ…

ଆମାଜନ-ଫ୍ଲିପକାର୍ଟରେ ବିକ୍ରି ହେବ ନାହିଁ ପାକିସ୍ତାନ ପତାକା! କେନ୍ଦ୍ର ନୋଟିସ ଜାରି କରି କହିଲା…

ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ, ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ପାକିସ୍ତାନୀ ପତାକା ବିକ୍ରୟ ଉପରେ ରୋକ ଲଗାଇଛନ୍ତି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ବୁଧବାର (୧୪ ମଇ, ୨୦୨୫)ରେ…

Video: ସେନା ସହିତ ଗୁଳିମାଡ ପୂର୍ବରୁ ଝୁପୁଡ଼ିରେ ଲୁଚୁଛନ୍ତି ଆତଙ୍କବାଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୧୫।୫: ଜମ୍ମୁ ଓ କାଶ୍ମୀରର ଅବନ୍ତୀପୁରାରେ ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ସୁରକ୍ଷା ବାହିନୀ ସହ ସଂଘର୍ଷରେ ନିହତ ହୋଇଥିବା ତିନି ଆତଙ୍କବାଦୀଙ୍କର ନାଟକୀୟ ଫୁଟେଜ୍ ସାମ୍ନାକୁ ଆସିଛି। ଗୋଟିଏ ଭିଡିଓରେ ଜଣେ ଆତଙ୍କବାଦୀ ଏକ କଂକ୍ରିଟ୍ ଖମ୍ବ ପଛରେ…

ମୋ’ ସରଳତାକୁ ଦୁର୍ବଳତା ଭାବନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୫: ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନ ଛାଡ଼ିଲେ କ୍ଷମା ଦିଆଯିବନି । ଜିଲାପାଳଙ୍କ ଜରିଆରେ ବିଡିଓଙ୍କ…

ମାସୁଦ ଆଝାରଙ୍କ ପ୍ରଶ୍ନ ଶୁଣି ଥଙ୍ଗମଙ୍ଗ ହୋଇଗଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ…

ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ, ପାକିସ୍ତାନ ପୁଣି ଥରେ ବିଶ୍ୱର ନଜରରେ ପଡ଼ିଛି। ଏକ ସାକ୍ଷାତକାରରେ, ସାମ୍ବାଦିକମାନେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ମାସୁଦ ଆଝାର ପାକିସ୍ତାନରେ…

ଅରମାନ ଏବଂ ଦୁଇ ପତ୍ନୀଙ୍କ ଜୀବନ ପ୍ରତି ବିପଦ? କହିଲେ- ବନ୍ଧୁକର ଲାଇସେନ୍ସ ଦିଅ…

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚିତ ହୋଇଆସିଛନ୍ତି ୟୁଟ୍ୟୁବର ଅରମାନ ମଲିକ। ଦୁଇ ପତ୍ନୀଙ୍କ ସହ ତାଙ୍କର ସଂସାର ଚର୍ଚ୍ଚାରେ ରହିଥାଏ। ସେମାନେ ବ୍ଲଗ୍‌ କରିବା ସହ ବିଗ୍‌ ବସ୍‌ ଓଟିଟିରେ ନଜର ଆସିଥିଲେ। ଏବେ ସେ ସୋସିଆଲ ମିଡିଆରେ…

ପରମାଣୁ ବୋମା ବିସ୍ଫୋରଣରୁ ପାକିସ୍ତାନରେ ହେଉଛି ଭୂମିକମ୍ପ? ରିପୋର୍ଟରୁ ଜଣାପଡିଲା ଅସଲ ସତ

ଇସଲାମବାଦ,୧୫।୫: ପାକିସ୍ତାନରେ ସମ୍ପ୍ରତି ଅନେକ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନିକଟରେ, ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ, ପାକିସ୍ତାନର ଭୂମି ଥରି ଉଠିଥିଲା ଏବଂ ଏକ ଭୂମିକମ୍ପ ହୋଇଥିଲା। ଏପର୍ଯ୍ୟନ୍ତ ପଡ଼ୋଶୀ ଦେଶରେ ତିନିରୁ ଚାରି ଥର ଭୂମିକମ୍ପ…

ମୋ’ ଝିଅକୁ ପୁରୁଷ ବନ୍ଧୁ ଠେଲି ମାରିଦେଇଛନ୍ତି, ଏମିତି ଅଭିଯୋଗ ଆଣିଲେ ମା’

ଭୁବନେଶ୍ୱର,୧୫ା୫: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି-ଜାଗମରା ପଞ୍ଚସଖା ନଗରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଏଠାରେ ଥିବା ଏକ ଓୟୋ ହୋଟେଲ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ଏହାକୁ ନେଇ ତନାଘନା ଚାଲିଛି। ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ…

ବାଂଲାଦେଶ-ପାକିସ୍ତାନ ସମ୍ପର୍କରେ ନିଆଁ ଲଗାଇଦେଲେ ଏହି ୨୩ ବର୍ଷୀୟା ଯୁବତୀ: ଚକିତ ହୋଇଗଲେ ୟୁନୁସ

ଢାକା,୧୫।୫: ବାଂଲାଦେଶର ରାଜଧାନୀ ଢାକାରୁ ପାକିସ୍ତାନର ରାଷ୍ଟ୍ରଦୂତ ସୟଦ ମାରୁଫଙ୍କ ନିଖୋଜ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। କୁହାଯାଉଛି ଯେ, ମେ ୧୧ ତାରିଖରେ ମାରୁଫ ଜିନ୍ସ ଏବଂ ଟି-ଶର୍ଟ ପିନ୍ଧି ଢାକାରୁ ଇସଲାମାବାଦ ଯାଇଥିଲେ। ସାରା ବାଂଲାଦେଶରେ ଗୁଜବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?