ପୁଣିଥରେ ତୁର୍କୀକୁ ବଡ଼ ଝଟକା ଦେଲା ଭାରତ! ବାତିଲ କଲା…
ନୂଆଦିଲ୍ଲୀ,୧୫।୫: ଆତଙ୍କବାଦର କେନ୍ଦ୍ର ଭାବରେ ଜଣାଶୁଣା ପାକିସ୍ତାନକୁ ତୁର୍କୀରୁ ଖୋଲା ସମର୍ଥନ ମିଳିଛି। ଏହି ସମୟରେ, ତୁର୍କୀକୁ ଏକ ବଡ଼ ଝଟକା ଦେଇ, ଭାରତ ତୁରନ୍ତ ପ୍ରଭାବରୁ ତୁର୍କୀ ବିମାନବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବିର ସୁରକ୍ଷା କ୍ଲିୟରାନ୍ସକୁ ବାତିଲ କରିଦେଇଛି।…
‘ମୁଁ ଯୁଦ୍ଧ ବିରତିରେ ମଧ୍ୟସ୍ଥତା କରିନାହିଁ, ହେଲେ…,’ ପୁଣିଥରେ ୟୁଟର୍ନ ନେଲେ ଟ୍ରମ୍ପ, ସମସ୍ତେ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ଦାବି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବକ୍ତବ୍ୟ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଉଛି, ତେଣୁ ଆମେ ସମସ୍ୟାର…
୨୦ରୁ ରବି ଧାନ ପାଇଁ ଖୋଲିବ ମଣ୍ଡି
ଭବାନୀପାଟଣା,୧୫ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଆସନ୍ତା ୨୦ ତାରିଖରୁ ରବି (ଡାଳୁଅ) ଧାନ ପାଇଁ ମଣ୍ଡି ଖୋଲିବ। ଏହା ପୂର୍ବରୁ ଗୁରୁବାର ସାରେ ଜିଲାପାଳ ପାୱାର ସଚିନ ପ୍ରକାଶ ଭବାନୀପାଟଣାସ୍ଥିତ ଟାଉନ ହଲଠାରେ ଏକ ଜରୁରୀ ବୈଠକ କରିଛନ୍ତି। ଏଥିରେ…
ଅବୈଧ ପ୍ରେମସମ୍ପର୍କକୁ ନେଇ ୨ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ
ବଲାଙ୍ଗୀର,୧୫ା୫(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ସେମାନଙ୍କୁ…
Viral ଖବର: ବ୍ରେକଅପ୍ ପରେ ପୂର୍ବତନ ଗାର୍ଲଫ୍ରେଣ୍ଡଙ୍କୁ ଖାଇବା ଟଙ୍କା ଫେରସ୍ତ ମାଗିଲେ ଯୁବକ
ବ୍ରେକଅପ୍ ସହ ଜଡ଼ିତ ଅଜଣା କିମ୍ବା ଅସାଧାରଣ ଘଟଣା ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏପରି ଏକ ଘଟଣା ଏକ୍ସ’ରେ ଚର୍ଚ୍ଚାରେ ରହିଛି, ଯାହାର ଏକ ଖାଇବା ସମ୍ବନ୍ଧୀୟ ଦିଗ ରହିଛି, କିନ୍ତୁ ଏହାର ସଠିକ ପରିସ୍ଥିତି ଅନଲାଇନରେ ଅନେକଙ୍କୁ…
‘ପାକିସ୍ତାନ ଯେଉଁଠୁ ଠିଆ ହୁଏ, ଭିକାରୀଙ୍କ ଲାଇନ ସେଇଠୁ ଆରମ୍ଭ ହୁଏ’,ଗର୍ଜିଲେ ରାଜନାଥ
ଶ୍ରୀନଗର,୧୫।୫: ପାକିସ୍ତାନ ଭାରତକୁ ବିଶ୍ୱାସଘାତକତା କରିଛି…ଏହା ରାଜନାଥ ସିଂହ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପାକିସ୍ତାନ ଭାରତ ସହିତ ବିଶ୍ୱାସଘାତକତା କରିଛି। ଆତଙ୍କବାଦ ବିରୋଧରେ ଭାରତର ସଂକଳ୍ପ ଦୃଢ଼। ଆତଙ୍କବାଦ ଏବଂ ଆଲୋଚନା ଏକାଠି ଚାଲିପାରିବ ନାହିଁ।…
ବେଆଇନ ନିଶା କାରବାର: ମହିଳା ସମେତ ୬ ଗିରଫ
ନୂଆପଡ଼ା,୧୫ା୫ (ମକାରୁ ବେମାଲ): ନୂଆପଡ଼ା ଜିଲାକୁ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଆରମ୍ଭ ହୋଇଛି। ବୁଧବାର ଏହି ଅପରେଶନ ସମୟରେ ଜିଲା ପୋଲିସକୁ ଏକ ବଡ ସଫଳତା ମିଳିଛି। ଚଢାଉ ବେଳେ ପୋଲିସ ୬ କିଲୋଗ୍ରାମ…
‘ବିରାଟ କୋହଲି ମୋତେ…,’ କାହିଁକି ଏମିତି କହିଲେ ଅନାୟା ବାଙ୍ଗର? ମନେପକାଇଲେ ପୂର୍ବତନ କ୍ୟାପଟେନଙ୍କ ସହ ଟ୍ରେନିଂ କଥା
ନୂଆଦିଲ୍ଲୀ,୧୫।୫: ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନୟା ବାଙ୍ଗର ବିରାଟ କୋହଲିଙ୍କ ସହ ତାଙ୍କର ପୂରୁଣା ସ୍ମୃତିକୁ ମନେ ପକାଇଛନ୍ତି। ସେ କହିଥିଲେ ଯେ ସେ ତାଙ୍କ ବାପାଙ୍କ ସହ କୋହଲିଙ୍କ ସହିତ ତାଲିମ ନେଇଥିଲେ। ଏହି ସମୟରେ…
ବଳବତ୍ତର ରହିବ ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ନିଷ୍ପତ୍ତି: ଜୟଶଙ୍କର
ନୂଆଦିଲ୍ଲୀ,୧୫।୫: ପାକିସ୍ତାନ ସହିତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ପୁଣି ସ୍ପଷ୍ଟ କରିଛନ୍ତି। ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପ୍ରକାଶ କରିଛନ୍ତି।…
ଷ୍ଟିଲ କମ୍ପାନୀ ଗୁଡିକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫ା୫: ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର…
ଇଂଲଣ୍ଡ ଗସ୍ତ ପୂର୍ବରୁ ସିଦ୍ଧିବିନାୟକ ମନ୍ଦିର ପହଞ୍ଚିଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୧୫।୫: ୨୦୨୫ ଆଇପିଏଲ ଶେଷ ହେବା ପରେ, ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ସିରିଜ ସହିତ ଭାରତୀୟ ଦଳ ନୂତନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଚକ୍ର…
ପୁଣି ପ୍ରେମରେ ପଡ଼ିଲେ ସାମନ୍ଥା, ଏହି ନିର୍ଦ୍ଦେଶକଙ୍କ ସହିତ ତୋଳିବେ ଘର
ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ମଧ୍ୟରେ ଡେଟିଂ ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ଏବେ ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଏହି ଦୁଇ…

