ଏଥିର ଜଳଖିଆରେ ରହିବ ‘ପାଳୁଅ ଲଡୁ’: ସରକାରୀ ଅଧିକାରୀଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ
ଭଦ୍ରକ/ଭୁବନେଶ୍ୱର,୨୦।୫(ସନାତନ ରାଉତ/ରବି ନାରାୟଣ ଜେନା): ଭଦ୍ରକ ଜିଲାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ବୈଠକରେ ବଣ୍ଟନ କରାଯାଉଥିବା ଜଳଖିଆରେ ରହିବ ‘ପାଳୁଅ ଲଡୁ’। ଏନେଇ ଜିଲାପାଳ ଦିଲୀପ ରାଉତରାଏ ସୋମବାର ଜିଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରୁ…
ଠିକ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ : ସେବା ନ ପାଇ ଫେରୁଛନ୍ତି ହିତାଧିକାରୀ
ଥୁଆମୂଳ ରାମପୁର,୨୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟାଳୟଗୁଡିକରେ ଅଧିକାରୀଙ୍କ ମରୁଡି ପଡ଼ିଥିବା ଦେଖିବାକୁ ମିଳୁଛି l ଠିକ ସମୟରେ କାର୍ଯ୍ୟଳୟକୁ ଆସୁନାହାନ୍ତି ବିଭାଗର କର୍ମଚାରୀ କିମ୍ବା ଅଧିକାରୀ l ଯାହାଫଳରେ ନୂତନ ଭତ୍ତା…
ଭାରତଠାରୁ ଖାଇଲା ମାଡ, ଏବେ ବାହାଦୂରୀର ଢୋଲ ପିଟୁଛି ପାକିସ୍ତାନ: ଶହବାଜ ସରିଫ କହିଲେ, ‘ଯଦି ଭାରତ…’
ନୂଆଦିଲ୍ଲୀ/ଇସଲାମାବାଦ,୨୦।୫: ଅପରେଶନ ସିନ୍ଦୂର ସମୟରେ ଭାରତ ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା। ଏହା ପ୍ରଥମେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲା ଏବଂ ତା’ପରେ ପାକିସ୍ତାନ ସେନା ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା, କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…
ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳିଦେଲା ହାତୀ
ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଆମ୍ବ ତୋଟାରେ ଜଣେ ବୃଦ୍ଧାଙ୍କୁ ଏକ ଦନ୍ତାହାତୀ ଦଳି ଦେଇଛି। ଫଳରେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ…
ପାକିସ୍ତାନର ନ୍ୟୁକ୍ଲିୟର ସିଲ୍ଡକୁ ନଷ୍ଟ କରିଛି ଭାରତ? ଚମକାଇ ଦେବ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ,୨୦।୫: ‘ଅପରେଶନ ସିନ୍ଦୂର’ କେବଳ ଭାରତର ରଣନୈତିକ କ୍ଷମତାକୁ ପ୍ରଦର୍ଶନ କରିନଥିଲା ବରଂ ବିଶ୍ୱ ସ୍ତରରେ ଦେଶର ପ୍ରତିଛବିକୁ ମଧ୍ୟ ମଜବୁତ କରିଥିଲା। ‘IANS Matter’ ଦ୍ୱାରା କରାଯାଇଥିବା ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ୭୩ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି…
ଭାରତ-ପାକିସ୍ତାନ ମଝିରେ କାହିଁକି କୁଦି ପଡିଲେ ଟ୍ରମ୍ପ? ବୈଦେଶିକ ସଚିବ କହିଲେ ଅସଲ କାହାଣୀ
ନୂଆଦିଲ୍ଲୀ,୨୦।୫: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାର (୧୯ ମଇ, ୨୦୨୫) ସଂସଦୀୟ ବୈଦେଶିକ ବ୍ୟାପାର ସ୍ଥାୟୀ କମିଟି ସମ୍ମୁଖରେ ଆତଙ୍କବାଦରେ ପାକିସ୍ତାନର ସମ୍ପୃକ୍ତି ବିଷୟରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୂତ୍ର ଅନୁସାରେ, ସେମାନେ କମିଟିକୁ କହିଥିଲେ ଯେ ପହଲଗାମ ଆତଙ୍କବାଦୀ…
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଲୋକଙ୍କ ଆସ୍ଥା ବଢ଼ିଛି: ମୋହନ
ଭୁବନେଶ୍ୱର, ୧୯ା୫(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୧ତମ ପାଳି ଶେଷହୋଇଛି। ଭୁବନେଶ୍ୱର ୟୁନିଟ୍-୨ସ୍ଥିତ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା, ଦୁଃଖ ଶୁଣିବା ସହ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ…
କାଳ ବୈଶାଖୀକୁ ନେଇ ସତର୍କ ସୂଚନା ଜାରି କଲାପାଣିପାଗ ବିଭାଗ
ଭୁବନେଶ୍ୱର, ୨୦ା୫ (ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୫ ଦିନ ଅର୍ଥାତ୍ ୨୩ ତାରିଖ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…
ଭାରତର ଆମ୍ବକୁ ପ୍ରତ୍ୟାଖ୍ୟାନ କଲା ଆମେରିକା! ଠିଆ ହୋଇ ରହିଲା ୧୫ ଜାହାଜ, କୋଟି କୋଟି ଟଙ୍କା କ୍ଷତି
ନୂଆଦିଲ୍ଲୀ,୨୦।୫: କାଗଜପତ୍ର ଠିକ ନ ଥିବାରୁ ଆମେରିକାର କଷ୍ଟମ୍ସ ଅଧିକାରୀମାନେ ସମ୍ପ୍ରତି ଲସ ଆଞ୍ଜେଲସ, ସାନ ଫ୍ରାନ୍ସିସ୍କୋ ଏବଂ ଆଟଲାଣ୍ଟା ସମେତ ଅନେକ ବିମାନବନ୍ଦରରେ ଭାରତରୁ ଆମ୍ବ ପଠାଯାଇଥିବା ଅତି କମରେ ୧୫ଟି ସିପମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ…
ବସ-ଟ୍ରକ ମୁହାଁମୁହିଁ ଧକ୍କା: ଚାଲିଗଲା ୪ ଜୀବନ
ଭିକାରାବାଦ,୨୦।୪: ତେଲଙ୍ଗାନାର ଭିକାରାବାଦ ଜିଲା ପାରିଗି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ଏଇ ଭାରତରେ
ବିଭିନ୍ନ ଫସଲ କରି କ୍ଷତି ସହିବା ପରେ ସ୍ତ୍ରୀର ଗହଣା ବିକ୍ରିକରି ସୁନୀଲ କୋଲ୍ପେ ୧୬ଟି ମଇଁଷି କିଣି ଏକ ସ୍ମାର୍ଟ ଡାଇରି ଫାର୍ମ କରିଛନ୍ତି । ସୁନୀଲଙ୍କ ବୟସ ଏବେ ୪୩ ଓ ମହାରାଷ୍ଟ୍ରର ଯୁବତମଲ ଜିଲାର ଛୋଟ ସହର…
ଶିକ୍ଷାର ମାନବବାଦୀ ଆଭିମୁଖ୍ୟ
କ୍ଷା ହେଉଛି ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ତଥା ଜାତୀୟ ଆଶା, ଆକାଂକ୍ଷା ଓ ସ୍ବପ୍ନର ରୂପକାର। ସୁସମାଜ ଗଠନ ନିମନ୍ତେ ଶିକ୍ଷକମାନେ ଆଜିର ଶିଶୁମାନଙ୍କୁ ଶିକ୍ଷାଦାନ କରିଥାନ୍ତି। ପ୍ରଗତିଶୀଳ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀମାନେ ଶିକ୍ଷାଗ୍ରହଣକରି ନବ ପ୍ରସ୍ଫୁଟିତ ସୂର୍ଯ୍ୟର କିରଣ ଭଳି…

