Home Left

ଥରୁର୍‌ଙ୍କ ପାଇଁ ସାବାଡ ହେଲା କଲମ୍ବିଆ, ପ୍ରତ୍ୟାହାର କଲା ପାକିସ୍ତାନକୁ ଦେଇଥିବା…

ବୋଗୋଟା,୩୧ା୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନରେ ଲୋକଙ୍କ ମୃତ୍ୟୁ ପାଇଁ କଲମ୍ବିଆ ଇସ୍‌ଲାମାବାଦକୁ ହୃଦୟଭରା ସାନ୍ତ୍ୱନା ଜଣାଇଥିଲା। କଂଗ୍ରେସ ଏମ୍‌ପି ଶଶୀ ଥରୁରଙ୍କ ନେତୃତ୍ୱରେ ବହୁଦଳୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ପାକିସ୍ତାନର ସୀମାପାର ଆତଙ୍କବାଦୀ…

ମହମ୍ମଦ ସିରାଜ କହିଲେ ‘ଗୁଡ୍‌ ବାଏ’; ଟିମ୍‌ ଇଣ୍ଡିଆରୁ ଶେଷ ହେଲା ଏହି କିମ୍ବଦନ୍ତୀଙ୍କ ଯାତ୍ରା

ନୂଆଦିଲ୍ଲୀ,୩୧।୫: ନିକଟରେ ଭାରତୀୟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ୱିନ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି କିମ୍ବଦନ୍ତୀ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଏବେ ଟିମ ଇଣ୍ଡିଆ ସହିତ ଆଉ ଜଣେ କିମ୍ବଦନ୍ତୀଙ୍କ ଯାତ୍ରା ଶେଷ ହୋଇଛି। ଗତ ୫ ବର୍ଷ…

ଜିଲା ପରିଷଦ ଉପାଧ୍ୟକ୍ଷ ଆଣିଲେ ବଡ଼ ଅଭିଯୋଗ: ସରକାରୀ ଯୋଜନାରେ ହେଉଛି ଦୁର୍ନୀତି

କୁନ୍ଦୁରା,୩୧ା୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ୨ ଜିଲା ପରିଷଦ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ରାଧାବିନୋଦ ସାମନ୍ତରାୟ ଓ କନକଲତା ପେଣ୍ଟିଆ ଏବଂ କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ ମିଳିତ…

୫୬ ବର୍ଷୀୟ ପାଓ୍ବାରଲିଫ୍ଟର ଲଳିତଙ୍କ କମାଲ: ଜିତିଲେ ୩ ସ୍ବର୍ଣ୍ଣ ପଦକ

ଅହମଦାବାଦ, ୩୧ା୫: ଗୁଜରାଟର ୫୬ ବର୍ଷୀୟ ପାଓ୍ବାରଲିଫ୍ଟର ଲଳିତ ପଟେଲ ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ଆଇବିବିଏଫ୍‌ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ୩ ପଦକ ହାସଲ କରିଛନ୍ତି। ମାଷ୍ଟର-୨ କାଟେଗୋରିରେ ଭାଗ ନେଇଥିବା ପଟେଲ ବେଞ୍ଚ ପ୍ରେସ୍‌, ଡେଡ୍‌ ଲିଫ୍ଟ ଓ ସ୍କ୍ବାଟ୍‌ ଇଭେଣ୍ଟରେ…

ରାଗି ଯାଇ ବଡ଼ ପଦକ୍ଷେପ ନେଲେ ଚହଲଙ୍କ କଥିତ ପ୍ରେମିକା! ଏବେ ଆଉ …

ନୂଆଦିଲ୍ଲୀ,୩୧।୫: ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ୟୁଜଭେନ୍ଦ୍ର ଚହଲ ଆଘାତ ଯୋଗୁ IPL ୨୦୨୫ର ଶେଷ କିଛି ମ୍ୟାଚ୍‌ ଖେଳିନାହାନ୍ତି। କିନ୍ତୁ ସେ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ଧନଶ୍ରୀ ବର୍ମାଙ୍କଠାରୁ ଅଲଗା ହେବା ପରେ,…

ଜାଣନ୍ତୁ କିଏ ହେଲେ ପାଟଣା ନୂଆ ତହସିଲଦାର

ପାଟଣା,୩୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ ନୂତନ ତହସିଲଦାର ଭାବେ ଶୁକ୍ରବାର ଅଶ୍ୱିନୀ କୁମାର ନାଏକ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ତହସିଲଦାର ଲୀଳାବତୀ ନାୟକଙ୍କ ସାହାରପଡା ତହସିଲକୁ ବଦଳି ପରେ ନୂତନ ତହସିଲଦାର ଭାବେ ଅଶ୍ୱିନୀ ଯୋଗ…

ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପକାଇଲେ ଦୁଇଭାଇ,ପରେ…

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ଗୌଡ଼ଙ୍କୁ ତାଙ୍କ ପଡୋଶୀ ସିଲୁ ଗୌଡ଼ ଓ ଫିଲୁ ଗୌଡ଼ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବୃଦ୍ଧାଙ୍କ…

ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଖୋଜି ବାହାର କରିବାକୁ ପ୍ରୟାସ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ସହର ଓ ଜିଲା ସଦର ମହକୁମାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ଦୁଇଟି ପର୍ଯ୍ୟାୟରେ…

ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଅଧିକାରୀ, ଆଉ ତା’ପରେ…

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ର ଯାଞ୍ଚ କରିଛନ୍ତି ନବ ନିଯୁକ୍ତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର। ଶନିବାର ସେ ଅଚାନକ ଆହାର କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ…

ଉମାକାନ୍ତ ରଥ ରାଇକିଆ କଲେଜର ନୂତନ ଅଧ୍ୟକ୍ଷ

ରାଇକିଆ,୩୧ା୫ (ପ୍ରଦୀପ ବେହେରା): ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ପ୍ରଫେସର ଉମାକାନ୍ତ ରଥ ଦାୟତ୍ୱ ଗ୍ରହଣ କରିଛନ୍ତି। ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସର ଗ୍ରହଣ କରିଥିବା ଇଂରାଜୀ ବିଭାଗ ବରିଷ୍ଠ ପ୍ରଫେସର୍‌ ପ୍ରଭାକର…

ଗଣମାଧ୍ୟମ ପ୍ରତିନିଧିଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ: ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଲେଇଙ୍କ ସହ ୪ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ବଲାଙ୍ଗୀର,୩୧।୫(ସୁନୀଲ, ବଲାଙ୍ଗୀର): ରାସ୍ତା ଗାର୍ଡୱାଲ କାମରେ ଦୁର୍ନୀତି ହୋଇଥିବା ଖବର ପରିବେଷଣ କରିବାରୁ ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ସର୍ବସାଧାରଣ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧି ବିଜୟ ପ୍ରଧାନଙ୍କୁ ନିସ୍ତୁକ ମାଡ଼ ମାରିବା ଓ ମାଡ ମରାଯିବା ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ…

ଏଣିକି ସରକାରୀ ଯୋଜନାର ଲାଭ ଉଠାଇପାରିବେ ଚାଷୀ

କର୍ଲାମୁଣ୍ଡା,୩୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ କୃଷି ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, କର୍ଲାମୁଣ୍ଡା ସରପଞ୍ଚ ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?