Home Left

କରୋନା ଭଳି ଭୟଙ୍କର ହେଲାଣି GBS! ମହାରାଷ୍ଟ୍ରରେ ଆଉ ୨ ମୃତ

ନୂଆଦିଲ୍ଲୀ,୩୧।୧: GBS ଅର୍ଥାତ ଗୁଇଲେନ ବାରେ ସିଣ୍ଡ୍ରୋମର ଆତଙ୍କ ଏବେ ବୃଦ୍ଧି ପାଇବାରେ ଲାଗିଛି। ଜିବିଏସ୍‌ ଭାଇରସ ଏବେ କରୋନା ପରି ଏକ ମହାମାରୀ ପାଲଟିଛି ବୋଲି କୁହାଯାଉଛି। ମହାରାଷ୍ଟ୍ରରେ କେବଳ ନୂଆ ସଂକ୍ରମିତ ମିଳୁନାହିଁ, ବରଂ ଏହା ଯୋଗୁଁ ମୃତ୍ୟୁ…

‘ଛାତ୍ରୀମାନେ ଆଗେଇଲେ ଦେଶ ଆଗେଇବ’

କେସିଙ୍ଗା,୩୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରର ୫୦ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧକାରୀ ଆନନ୍ଦ କୁମାର…

ବାଂଲାଦେଶ ପାଲଟିଲା ଆଫଗାନିସ୍ତାନ! ମହିଳା ଫୁଟବଲ ଖେଳିବା ଇସଲାମ ବିରୋଧି

ଢାକା,୩୧।୧: ବାଂଲାଦେଶ ଏବେ ଧୀରେ ଧୀରେ ତାଲିବାନର ଆଫଗାନିସ୍ତାନରେ ପରିଣତ ହେବାକୁ ଯାଉଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବଶାଳୀ ହୋଇଛନ୍ତି। ହିନ୍ଦୁମାନଙ୍କ କଥା ଛାଡିଦିଅନ୍ତୁ। ଏବେ ମୁସଲିମ ମହିଳାମାନଙ୍କ ପାଇଁ ମଧ୍ୟ ବଞ୍ଚିବା କଷ୍ଟକର ହୋଇଗଲାଣି। ହଁ, ଏବେ ବାଂଲାଦେଶରେ…

Gajapati: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ମୋହନା,୩୧।୧(ମନ୍ମଥ ମିଶ୍ର): ଗଜପତି ଜିଲା ଚାନ୍ଦିପୁଟ ଥାନା ଯୋଡ଼ାପଦର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ ଯାଇଥିବା ୧୧କେଭି ବିଦ୍ୟୁତ୍‌ ତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସହ ଗ୍ରାମବାସୀ…

Video Viral: ପୁଣି ଭାଙ୍ଗିଲା ରାଖୀ ସାଓ୍ବନ୍ତଙ୍କ ଦୃଦୟ, ବିବାହ କରିବାକୁ ଯାଉଥିବା ପାକିସ୍ତାନୀ ଅଭିନେତା କଲେ ଏମିତି…

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାଖୀ ସାୱନ୍ତ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ କହିଥିଲେ ଯେ ସେ ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ରାଖୀ ପାକିସ୍ତାନୀ ଅଭିନେତା ଡୋଡି ଖାନଙ୍କୁ ବିବାହ କରିବା…

ବଦଳିଯିବ UPI ନିୟମ, ଏହି ପରିବର୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

ନୂଆଦିଲ୍ଲୀ,୩୧।୧: ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଏ ସଂକ୍ରାନ୍ତରେ ଏକ…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା

ନୂଆଦିଲ୍ଲୀ,୩୧।୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଭୟଙ୍କର ଅଲରାଉଣ୍ଡର ମିଚେଲ ମାର୍ଶ ପିଠି ଆଘାତ ଯୋଗୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏହା ସହିତ, ଏବେ ତାଙ୍କ ପାଇଁ ଆଇପିଏଲ୍‌…

ବାଇକ୍‌ରେ ଯାଉଥିଲେ ଓକିଲ, ଉପରେ ପଡ଼ିଲା ଶୁଖିଲା ଗଛ, ଆଉ ତା’ ପରେ…

ବାଲିଗୁଡ଼ା,୩୧ା୧((ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟରେ ଶୁଖିଲା ଆମ୍ବ ଗଛ ପଡ଼ି ଜଣେ ବରିଷ୍ଠ ଓକିଲ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ, ପଣସପଡ଼ି ସାହିରୁ…

କ୍ଲିନ୍‌ବୋଲ୍ଡ ହେଲେ ବିରାଟ କୋହଲି: ଷ୍ଟାଡିୟମରେ ଖେଳିଗଲା ନିରାଶା

ନୂଆଦିଲ୍ଲୀ,୩୧।୧: ରଣଜୀ ଟ୍ରଫିରେ ମଧ୍ୟ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ରେଲୱେ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ କୋହଲି ମାତ୍ର ୬ ରନ କରି ଆଉଟ ହୋଇଥିଲେ। ତାଙ୍କୁ ହିମାଂଶୁ ସାଙ୍ଗୱାନ କ୍ଲିନ ବୋଲ୍ଡ କରିଛନ୍ତି। ବିରାଟ ଗତ…

Budget 2025: ସମ୍ବୋଧନରେ ରାଷ୍ଟ୍ରପତି କହିଲେ, ଗରିବଙ୍କ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ

ନୂଆଦିଲ୍ଲୀ,୩୧।୧: ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଏହି ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ଘଟିଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣ…

ବନ୍ଧୁକ ଦେଖାଇ ମଦଭାଟିରୁ ଦୁର୍ବୃତ୍ତ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା

ଧର୍ମଗଡ଼,୩୧ା୧(ଆକାଶ କୁମାର ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଭୀମଖୋଜପଡ଼ାସ୍ଥିତ ଦେଶୀ ମଦଭାଟିରୁ ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତ ହୋଇଛି। ୧୦ରୁ ଊର୍ଦ୍ଧ୍ୱ ଡକାୟତ ଭାଟି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ପ୍ରାୟ ୭ ଲକ୍ଷଙ୍ରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିବା…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବରେ ଯୋଗଦେବେ ନାହିଁ ରୋହିତ ଶର୍ମା: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବର ତାରିଖ ଘୋଷଣା କରାଯାଇଛି। ଟୁର୍ନାମେଣ୍ଟର ଉଦଘାଟନୀ ଉତ୍ସବ ଲାହୋରରେ ଅନୁଷ୍ଠିତ ହେବ। ଏଥିପାଇଁ ତାରିଖ ୧୬ ଫେବୃଆରୀ ସ୍ଥିର କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପାକିସ୍ତାନ ରାଷ୍ଟ୍ରପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri