ଭାରତର ଜୋ ହିଲ୍ ଭଗବତୀଚରଣ
ଓଡ଼ିଶା କମ୍ୟୁନିଷ୍ଟ୍ ପାର୍ଟିର ଜନ୍ମଦାତା, ସର୍ବହରାର ଭରସା-ଥାଳ ଭଗବତୀଚରଣ ପାଣିଗ୍ରାହୀଙ୍କର ଆଜି ଶୁଭ ଜନ୍ମଦିନ। ପହିଲା ଫେବୃଆରୀ ୧୯୦୮ରେ ଅବିଭକ୍ତ ପୁରୀ ଜିଲାର ବିଶ୍ୱନାଥପୁର ଗଁାରେ ତାଙ୍କ ଜନ୍ମ ଓ ୨୩ ଅକ୍ଟୋବର ୧୯୪୩ରେ ପରଲୋକ। ସ୍ବଳ୍ପାୟୁ ଭଗବତୀଙ୍କ ସହ ତୁଳନୀୟ…
ପେନ୍ସନ ବ୍ୟୟ ବୋଝ
କେନ୍ଦ୍ର କ୍ୟାବିନେଟ୍ର ନୂଆ ଏକୀକୃତ ପେନ୍ସନ ଯୋଜନା(ୟୁପିଏସ୍)କୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁରୁଣା ପେନ୍ସନ ଯୋଜନା(ଓପିଏସ୍) ଏବଂ ଜାତୀୟ ପେନ୍ସନ ଯୋଜନା(ଏନ୍ପିଏସ୍)କୁ ଏକାଠି ବିଚାରକୁ ନେଇ ଏହା ଗଠନ କରାଯାଇଥିବା କୁହାଯାଉଛି। ପ୍ରକୃତରେ ଏଥିରେ କିଛି ନୂଆ ଲାଭ ମିଳୁଛି…
ବଜାରରେ ସିମ୍ଫୋନିର ନୂତନ ଉତ୍ପାଦ
ଭୁବନେଶ୍ୱର,୧।୨(ଅଭୟ ଦାଶ): ସିମ୍ଫୋନି ଲିମିଟେଡ୍ର ନୂତନ ଉତ୍ପାଦ ତଥା ୱାଟର ହିଟର ରେଞ୍ଜ ‘ସିମ୍ଫୋନି ସ୍ପା,ସଉନା ଏବଂ ସୋଲ୍’ର ଶୁଭାରମ୍ଭ କରାଯାଇଛି। ଏପରି କି ପାଣି ଗରମ କରିବା ବ୍ୟବସ୍ଥାକୁ କମ୍ପାନୀ ପ୍ରବେଶ କରିଛି। କମ୍ପାନୀ ୯-ଲେୟର ବିଶିଷ୍ଟ ପ୍ୟୁରୋପଡ୍ ପ୍ରଯୁକ୍ତି…
କୃଷି ଆୟ ବାର୍ଷିକ ୫.୨୩% ହାରରେ ବୃଦ୍ଧି
ନୂଆଦିଲ୍ଲୀ,୧।୨: କ୍ରମାଗତ ଭାବେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଇ ଚାଲିଛି। ଏପରି କି ବିଗତ କିଛି ବର୍ଷ ମଧ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୩୧୦.୭ ମିଲିୟନ ଟନ ହୋଇଥିଲାବେଳେ ୨୦୨୩-୨୪ ଆର୍ଥିକ…
ଆମେ ସୁରକ୍ଷା ଦେଉଛୁ
ଦେଶ ସୁରକ୍ଷାରେ ତଟରକ୍ଷୀବାହିନୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ସଚେତନତା ଲାଗି ପ୍ରତିବର୍ଷ ଫେବୃଆରୀ ୧ତାରିଖରେ ଭାରତୀୟ ତଟରକ୍ଷୀ ବାହିନୀ ଦିବସ ପାଳନ କରାଯାଇଥାଏ। ଭାରତୀୟ ତଟରକ୍ଷୀବାହିନୀ ତା’ର ୪୯ତମ ପ୍ରତିଷ୍ଠା ଦିବସ ପାଳନ କରିବ। ୧୯୭୭ରେ ଏକ…
ସୈଫ୍ଙ୍କ ଆକ୍ରମଣକାରୀ ଭାବେ ଫଟୋ ଭାଇରାଲ ହେବା ପରେ ଅଡୁଆରେ ଯୁବକ, ଭାଙ୍ଗିଲା ବାହାଘର
ମୁମ୍ବାଇ, ୧ା୨: ଅଭିନେତା ସୈଫ୍ ଅଲୀ ଖାନ୍ଙ୍କୁ ଆକ୍ରମଣ ଘଟଣାରେ କିଛି ଦିନ ତଳେ ମୁମ୍ବାଇ ପୋଲିସ ଛତିଶଗଡ଼ର ଦୁର୍ଗରୁ ୩୧ ବର୍ଷୀୟ ଆକାଶ କନୋଜିଆଙ୍କୁ ସନ୍ଦିଗ୍ଧ ଭାବି ଅଟକ ରଖିବା ସହ ପଚରାଉଚରା କରିଥିଲା। ତେବେ ଏହାର ଦିନକ ପରେ…
ମହାମଣ୍ଡଳେଶ୍ୱର ପଦବୀରୁ ମମତା କୁଲକର୍ନୀ ବହିଷ୍କୃତ
ମହାକୁମ୍ଭ ନଗର,୧।୨: ବଲିଉଡ୍ର ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ନୀଙ୍କୁ କିନ୍ନର ଆଖଡ଼ା ଶୁକ୍ରବାର ମର୍ଯ୍ୟାଦାଜନକ ମହାମଣ୍ଡଳେଶ୍ୱର ପଦବୀରୁ ବହିଷ୍କାର କରିଛି। ମମତାଙ୍କ ସମେତ ତାଙ୍କ ଗୁରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ଉକ୍ତ ଆଖଡ଼ାରୁ ବହିଷ୍କାର କରାଯାଇଥିବା ଜୁନା ଆଖଡ଼ା ପକ୍ଷରୁ…
ଲୋକ ସଭା ନିର୍ବାଚନରେ ୧,୭୩୭ କୋଟି ବ୍ୟୟ କରିଛି ଭାଜପା
ନୂଆଦିଲ୍ଲୀ,୧।୨: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ୧,୭୩୭.୬୮ କୋଟି ଟଙ୍କା ବ୍ୟୟ କରିଛି। ନିର୍ବାଚନ କମିଶନଙ୍କ ନିକଟରେ ଶାସକ ଦଳ ଦାଖଲ କରିଥିବା ବ୍ୟୟ ରିପୋର୍ଟରୁ ଏହା ଜଣାପଡ଼ିଛି। ଦଳର ପ୍ରଚାରରେ ମୋଟାମୋଟି ୮୮୪.୪୫ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ…
ଭୁବନେଶ୍ୱରର ସମନ୍ବିତ ବିକାଶ, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୭ ହଜାର କୋଟି
ଭୁବନେଶ୍ୱର, ୧ା୨(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷାକରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ବଜେଟ ପରିମାଣର…
ପୁଣେରେ ଇଂଲଣ୍ଡକୁ ହରାଇ ସିରିଜ ଜିତିଲା ଭାରତ
ପୁଣେ, ୩୧।୧: ଟିମ୍ ଇଣ୍ଡିଆ ରାଜକୋଟରେ ଖେଳାଯାଇଥିବା ଚତୁର୍ଥ ଟି୨୦ କ୍ରିକେଟ ମ୍ୟାଚ୍ରେ ବିଜେତା ହୋଇ ସିରିଜ୍କୁ ଆଗୁଆ ଜିତି ନେଇଛି। ଭାରତ ୧୫ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଶିବମ୍ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ…
ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ
ଦିଗପହଣ୍ଡି,୩୧ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୋଡିନଡ଼ା ଗ୍ରାମ ସ୍ଥିତ ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶୁକ୍ରବାର ପ୍ରଧାନଶିକ୍ଷକ ପ୍ରଭାକର ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ସହକାରୀ ଶିକ୍ଷକ ବି.ବନମାଳୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ…
୨୩୩କୋଟି ଟଙ୍କାରେ ମିଲ୍କ ମନ୍ତ୍ର ଡ୍ୟାରୀକୁ ଅଧିଗ୍ରହଣ କଲା HAP
ନୂଆଦିଲ୍ଲୀ,୩୧।୧: ଚେନ୍ନାଇର ଦୁଗ୍ଧ କମ୍ପାନୀ ହାଟସନ ଆଗ୍ରୋ ପ୍ରଡକ୍ଟସ ଲିମିଟେଡ (HAP) ୨୩୩ କୋଟି ଟଙ୍କାରେ ‘ମିଲ୍କ ମନ୍ତ୍ର ଡ୍ୟାରୀ’ ଏବଂ ଏହାର ‘ମିଲ୍କି ମୁ’ ବ୍ରାଣ୍ଡକୁ ଅଧିଗ୍ରହଣ କରିଛି। କମ୍ପାନୀ କହିଛି, ଏହି ରଣନୈତିକ ଅଧିଗ୍ରହଣ ପୂର୍ବ ଭାରତୀୟ ଦୁଗ୍ଧ…
Archives


