ଆମେରିକାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ଜଣଙ୍କର ମୃତ୍ୟୁ
ଓ୍ବାଶିଂଟନ୍,୫।୧୧: ଆମେରିକାର କେଣ୍ଟକି ରାଜ୍ୟର ଲୁଇସଭିଲ ସହରରେ ଉଡ଼ାଣ ଭରିବାର କିଛି ମିନିଟ ପରେ ଏକ UPS ମାଲବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। UPS ଏକ ପାର୍ସଲ କମ୍ପାନୀ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା...
ସାଧବ ପୁଅଙ୍କୁ ମେଲାଣି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସବୁଠି ଚଳଚଞ୍ଚଳ। ଜଳାସୟରେ ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଘଣ୍ଟ ବାଦ୍ୟ ଧ୍ୱନିରେ ବୁଧବାର ଭୋର ପ୍ରକମ୍ପିତ ହୋଇଥିଲାା। ତେବେ ପାରାଦୀପ ବନ୍ଦର ପକ୍ଷରୁ ଆଜି ବନ୍ଦର ଦିବସ ପାଳନ...
ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ: ଜିତିଲେ ମେୟର ନିର୍ବାଚନ
ଓ୍ବାଶିଂଟନ୍,୫।୧୧: ଭାରତୀୟ ବଂଶୋଦ୍ଭବ ଜୋହରାନ ମାମଦାନି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ଏକ ପ୍ରସିଦ୍ଧ ଆମେରିକୀୟ ସହର ନ୍ୟୁୟର୍କର ମେୟର ହୋଇଛନ୍ତି। ମାମଦାନି ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ମୁସଲମାନ ମେୟର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...
ବଲାଙ୍ଗୀରରେ ବୋଇତ ବନ୍ଦାଣ: ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ବଲାଙ୍ଗୀର,୫।୧୧(ସୁନିଲ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ସହରବାସୀ ସହରରେ ଥିବା ପୋଖରୀମାନଙ୍କରେ ଡଙ୍ଗା ଭସାଇଛନ୍ତି । ଘଣ୍ଟ ବାଦ୍ୟ ଧ୍ୱନିରେ ବୁଧବାର ଭୋର ପ୍ରକମ୍ପିତ ହୋଇଥିଲା। ପୋଖରୀ କୂଳମାନଙ୍କରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ...
୮୭ ଶତକ, ୨୭ ହଜାରରୁ ଅଧିକ ରନ୍: କୋହଲିଙ୍କ ଜନ୍ମଦିନରେ ଏମିତି କଥା କହିଦେଲୋ BCCI
ନୂଆଦିଲ୍ଲୀ,୫।୧୧:ଭାରତୀୟ କ୍ରିକେଟ ଦଳର ଷ୍ଟାର ବିରାଟ କୋହଲି ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ବିରାଟଙ୍କୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱ କ୍ରିକେଟରେ ମଧ୍ୟ ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। କୋହଲି ତାଙ୍କ...
ସାହାଯ୍ୟ ପାଇଁ ଗୁହାରି କଲେ ସୂର୍ଯ୍ୟକୁମାର: ଜାଣନ୍ତୁ କ’ଣ ହୋଇଗଲା ଏମିତି
ନୂଆଦିଲ୍ଲୀ,୫।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତର ଟି-୨୦ ଦଳ ଭଲ ପ୍ରଦର୍ଶନ କରୁଛି। ଟିମ ଇଣ୍ଡିଆ ସମ୍ପ୍ରତି ୨୦୨୫ରେ ଟି-୨୦ ଏସିଆ କପ ଜିତିଛି। କିନ୍ତୁ ଦଳର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ, ସୂର୍ଯ୍ୟକୁମାର ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।...
ରାଜେନ୍ଦ୍ର ଢୋଲକିଆ କାହାର, ବିଜେଡି ନା ଭାଜପାର
ନୂଆପଡ଼ା,୫ା୧୧(ପୀତାମ୍ବର ସାହୁ):ନୂଆପଡ଼ାରୁ ୪ଥର ବିଧାୟକ ହୋଇଥିବା ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ)ଙ୍କ ମୃତ୍ୟୁ ପରେ ଏବେ ହେଉଛି ଉପନିର୍ବାଚନ। ଏଥିପାଇଁ ୩ ପ୍ରମୁଖ ଭାଜପା, ବିଜେଡି ଓ କଂଗ୍ରେସ ସମେତ ଅନ୍ୟଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ଗାଁ ଗାଁ ବୁଲି...
ଥମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ: ସମସ୍ୟା ବୃଦ୍ଧି ରୋକିବାରେ ସରକାର ଫେଲ
ଥୁଆମୂଳ ରାମପୁର,୫ା୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଗତ କିଛିଦିନ ତଳେ ପୋଡ଼ାପଦର ଗ୍ରାମପଞ୍ଚାୟତ ଅଧୀନ କାରବାଡ଼ି ଗ୍ରାମର ଆନ୍ଦାର ମାଝୀ (୨୫) ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ କିଛିଦିନ କାମ...
ଭାରତକୁ ଭୟ କରୁଛନ୍ତି ନକ୍ଭି! ICC ବୈଠକରେ ଯୋଗ ନ ଦେବାକୁ କଲେ ଏମିତି ବାହାନା…
ନୂଆଦିଲ୍ଲୀ,୫।୧୧: ଭାରତ ପାକିସ୍ତାନକୁ ପରାସ୍ତ କରି ୨୦୨୫ ଏସିଆ କପ ଜିତିଥିଲା, କିନ୍ତୁ ଟିମ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। କାରଣ ହେଉଛନ୍ତି ଏସୀୟ କ୍ରିକେଟ ପରିଷଦ (ACC)ର ଅଧ୍ୟକ୍ଷ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ମୁଖ୍ୟ...
ହ୍ବାଇଟ ହାଉସ କଲା ବଡ଼ ଖୁଲାସା: ମୋଦି-ଟ୍ରମ୍ପଙ୍କ ମଧ୍ୟରେ…
ନୂଆଦିଲ୍ଲୀ,୫।୧୧: ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ପୁଣି ଥରେ ମଜବୁତ ହେଉଥିବା ପରି ମନେ ହେଉଛି। ମଙ୍ଗଳବାର ହ୍ବାଇଟ ହାଉସ କହିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କଥାବାର୍ତ୍ତା...
ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍ ଚେନିଙ୍କ ପରଲୋକ
ଓ୍ବାଶିଂଟନ,୫ା୧୧: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଡିକ୍ ଚେନିଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ନିମୋନିଆ, ହୃଦ୍ଘାତ ଆଦି ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଡିକ୍ ବହୁ ଦଶନ୍ଧି...
ବିହାର ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ
ପାଟନା,୫ା୧୧: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ଟି ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି। ପ୍ରଚାରର ଅନ୍ତିମ ଦିନରେ ଉଭୟ ଏନ୍ଡିଏ...
Archives


