Home Left

ବିହାର ଭୋଟର ତାଲିକାରେ ନେପାଳୀ, ବାଂଲାଦେଶୀ: ସେପ୍ଟେମ୍ବରରେ ଆସିବ ଚୂଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୧୩ା୭: ବିହାରରେ ଭୋଟର ତାଲିକା ସଂଶୋଧନ ପାଇଁ ଘରକୁ ଘର ଯାଞ୍ଚ ଚାଲିଥିବା ବେଳେ ନିବର୍ର୍ାଚନ କମିଶନ(ଇସି)ଙ୍କ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ବହୁସଂଖ୍ୟାରେ ବାଂଲାଦେଶୀ, ନେପାଳୀ ଏବଂ ମ୍ୟାନ୍‌ମାର ଲୋକଙ୍କୁ ଚିହ୍ନଟ କରିଛନ୍ତି। ଏନେଇ ଇସିଙ୍କ ପକ୍ଷରୁ ରବିବାର ସୂଚନା ଦିଆଯିବା ସହ…

ଆଦିବାସୀଙ୍କ ମହାମେଳି

ନୂଆପଡ଼ା,୧୩।୭(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ନେଗୀପାଲି ଗାଁ ଠାରେ ରବିବାର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଆଦିବାସୀ ମହାମେଳି ଅନୁଷ୍ଠିତ ହୋଇଯାଇଛି। ସଂଘ ଜିଲା ସଭାପତି ଭାନୁ ପ୍ରତାପ ସିଂ ମାଝିଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିଲା।…

ବଡ଼ ଧରଣର ଅଗ୍ନିକାଣ୍ଡ: ପୋଡ଼ିଗଲା କୋଟି କୋଟି ଟଙ୍କାର ଯନ୍ତ୍ରପାତି

ତାଳଚେର,୧୩।୭(ମନୋଜ ନନ୍ଦ): MCLର ତାଳଚେର କୋଲଫିଲଡ୍ସ ଅନ୍ତର୍ଗତ ଭରତପୁର(ବଉଳପୁର) ସାଇଲୋରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ଘଟିଲା ବୋଲି…

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ବେହେରା,୧୩।୭(ଭୂପେଶ ତିୱାରୀ)-କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଅଁଲାଜୋର ଗ୍ରାମର ଜଣେ ଯୁବକ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଚେନ୍ନାଇକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମଠାରେ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଅଭିଯୋଗ ହୋଇଛି।…

ବଢ଼ି ପାଣିରେ ଭାସିଗଲା ବାଇକ୍‌, ଯୁବକ ଉଦ୍ଧାର

ପାଟଣା:୧୩।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ପୁରୁଣା ପାଣି ବିରଳ ନଦୀ ପୋଲ ଉପରେ ବଢ଼ି ପାଣିରେ ଜଣେ ଯୁବକ ବାଇକ୍‌ ସହ ଭାସି ଯାଇଥିଲେ। ହେଲେ ଯୁବକ ଜଣକ ବହୁ କଷ୍ଟରେ ପହଁରି ନଦୀ କୂଳରେ ପହଞ୍ଚି…

Video: ଆଣ୍ଡରସନ ଫିଲିପଙ୍କ ‘ସୁପରମ୍ୟାନ’ କ୍ୟାଚ୍: ସ୍ତବ୍ଧ ହୋଇଗଲେ ଟ୍ରାଭିସ ହେଡ଼

ନୂଆଦିଲ୍ଲୀ,୧୩।୭: ଚାଲିଥିବା ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଷ୍ଟ୍ରେଲିଆର ବ୍ୟାଟିଂ କଠିନ ପରୀକ୍ଷା ଦେଇ ଗତି କରୁଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ହାରିବା ପରେ କାରିବିଅନ ସିରିଜରେ ଜିତିବା ଅଷ୍ଟ୍ରେଲିଆ ପାଇଁ ମନୋବଳ ବୃଦ୍ଧିକାରୀ ହୋଇପାରିଥାନ୍ତା। କିନ୍ତୁ ତୃତୀୟ…

ପରାଜୟ ସତ୍ତ୍ୱେ ସିରିଜ୍‌ ଜିତିଲା ଭାରତ

ବର୍ମିଂହାମ,୧୩ା୭: ଇଂଲଣ୍ଡ ବିପକ୍ଷରେ ଏକ ଐତିହାସିକ ଟି୨୦ ସିରିଜ୍‌ ଜିତିଥିବା ଭାରତୀୟ ଦଳ ଅନ୍ତିମ ମ୍ୟାଚ୍‌ରେ ପରାଜିତ ହୋଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୩-୨ରେ ଶେଷ ହୋଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୬୮ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ…

‘ବାଜବଲ ନୁହେଁ, କେବଳ ଅହଂକାର’: ଲର୍ଡ଼ସ ଟେଷ୍ଟରେ ହ୍ୟାରୀ ବ୍ରୁକଙ୍କ ବିଫଳତାକୁ ତୀବ୍ର ସମାଲୋଚନା

ଇଂଲଣ୍ଡ,୧୩।୭: ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିବସରେ ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକଙ୍କ ବିଫଳତାକୁ ନେଇ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାରା ତୀବ୍ର ସମାଲୋଚନା କରିଛନ୍ତି। ଲର୍ଡ଼ସ ପିଚ୍‌ରେ ବ୍ରୁକ ଭାରତୀୟ ପେସର…

ଫିଫା କ୍ଲବ ଓ୍ବାଲର୍‌ଡକପ୍‌ ଫାଇନାଲରେ ଯୋଗଦେବେ ରାଷ୍ଟ୍ରପତି ଟ୍ରମ୍ପ

ଓ୍ବାଶିଂଟନ,୧୩।୭: ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଓ ଫ୍ରେଞ୍ଚ କ୍ଲବ ପିଏସ୍‌ଜି ମଧ୍ୟରେ ରବିବାର ଖେଳାଯିବାକୁଥିବା ଫିଫା କ୍ଲବ ଓ୍ବାଲର୍‌ଡକପ୍‌ ଫାଇନାଲ ମ୍ୟାଚ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଟମ୍ପ୍ର ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ…

ପିଏମ୍‌ ଜନଧନକୁ ନେଇ ଆସିଲା ବଡ଼ ଖବର! କ’ଣ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ? ଜାଣନ୍ତୁ ସରକାର…  

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା। ଏହି ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କିଛିଦିନ ଧରି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ ସରକାର ଚାଲୁ ନ ଥିବା ପିଏମ୍‌…

ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ: AIIMS ନିର୍ଦ୍ଦେଶକ କହିଲେ ୪୮ ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୩।୭: ଏମ୍ସରେ ସଂକଟାପନ୍ନ ଅବସ୍ଥାରେ ବାଲେଶ୍ୱର FM କଲେଜ ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ଛାତ୍ରୀଙ୍କ ଶରୀରର ପ୍ରାୟ ୯୦ରୁ ୯୫ ପ୍ରତିଶତ ପୋଡି ଯାଇଛି। ଆସନ୍ତା ୨୪ରୁ ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେଭଳି କିଛି ସୁଧାର…

ଡିଜେଲ ନେଉଥିବା ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଚେନ୍ନାଇ,୧୩ା୭: ତାମିଲନାଡୁ ଉତ୍ତର ଭାଗରେ ଥବା ତିରୁଭଲ୍ଲୁରଠାରେ ରବିବାର ଡିଜେଲ ନେଉଥିବା ଏକ ମାଲ୍‌ବାହୀ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଚେନ୍ନାଇ-ଅରାକ୍କୋନମ୍‌ ରୁଟ୍‌ରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଥିବା ସଦର୍ନ ରେଲ୍‌ଓ୍ବେ ପକ୍ଷରୁ କୁହାଯାଇଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?