Home Left

ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଭବାନୀପାଟଣା,୧୫ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ ନାମ…

୨୦ ବର୍ଷ ପରେ…ଫେରିଲା ଜାହିର ଖାନଙ୍କ ପୁରୁଣା ପ୍ରେମ

ନୂଆଦିଲ୍ଲୀ,୧୫।୩: ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ଲକ୍ଷ୍ନୌ ସୁପରଜାଏଣ୍ଟସରେ ଯୋଗଦେବା ପାଇଁ ଲକ୍ଷ୍ନୌ ପହଞ୍ଚିଛନ୍ତି। ଏହି ସମୟରେ, ଜାହିର ଖାନଙ୍କ ସହିତ ଏକ ରୋମାଞ୍ଚକର ଘଟଣା ଘଟିଗଲା। ଏଲଏସଜି ପରାମର୍ଶଦାତା ଜାହିର ୨୦ବର୍ଷ ପରେ ତାଙ୍କର ପୁରୁଣା ମହିଳା ପ୍ରଶଂସକଙ୍କୁ…

ହୋଲିରେ ରକ୍ତ ରଞ୍ଜିତ ହେଲା ସମ୍ବଲପୁର: ଯୁବକଙ୍କୁ ଛୁରି ଭୁସି ହତ୍ୟା

ସମ୍ବଲପୁର,୧୫।୩(ପ୍ରମୋଦ ବହିଦାର): ପବିତ୍ର ରଙ୍ଗର ପର୍ବ ହୋଲିରେ ରକ୍ତ ରଞ୍ଜିତ ହୋଇଛି ସମ୍ବଲପୁର ସହର। ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରେ ସାମାନ୍ୟ କଥାରେ ବଚସା ଘଟି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାହୁଲ ସିଂହ(୨୫) ନାମକ ଜଣେ ଯୁବକ ସାହୁ…

ହୋଲିରେ ଗୋଷ୍ଠୀ ସଂଘର୍ଷ: ୫ ଆହତ

ଦିଗପହଣ୍ଡି,୧୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ତିତିଖଣ୍ଡିି ଗ୍ରାମରେ ଶନିବାର ମଧ୍ୟାହ୍ନରେ ହୋଲିଖେଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି। ଗ୍ରାମର ଦଳିତ ସାହିର ନିଶାସକ୍ତ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସାରୁ ସଂଘର୍ଷ ଘଟିଥିଲା। ଏଥିରେ ଉଭୟ…

୭ ଦିନ ଜେଲରେ କାଟିଛନ୍ତି ଅମିତ ଶାହା, କାହିଁକି ପୁରୁଣା କଥା ମନେପକାଇଲେ କେନ୍ଦ୍ର ମନ୍ତ୍ରୀ

ଗୁଆହାଟୀ,୧୫।୩: ଉତ୍ତର-ପୂର୍ବ ଗସ୍ତରେ ଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର (ମାର୍ଚ୍ଚ ୧୫, ୨୦୨୫) ଆସାମର ଗୋଲାଘାଟ ଜିଲାର ଡେରଗାଓଁରେ ପୋଲିସ ଏକାଡେମୀର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି। ଏହି ସମୟରେ, ସେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର…

ଢେଙ୍କାନାଳରେ ହୋଲି ଖେଳିଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ,୧୫ା୩(ରତନ ନାୟାର): ଢେଙ୍କାନାଳ ସହରରେ ଶନିବାର ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରସ୍ଥିତ ଗୋପବନ୍ଧୁ ଟାଉନ ହଲଠାରେ ହୋଲି ଉତ୍ସବ ଆୟୋଜିତ ହୋଇଥିଲା। ଉତ୍ସବରେ ଯୋଗଦେଇ ରାଜ୍ୟ ସରକାରଙ୍କ…

ପବନ କଲ୍ୟାଣଙ୍କ ଉପରେ ରାଗିଗଲେ ପ୍ରକାଶ ରାଜ

ଚେନ୍ନାଇ,୧୫।୩: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ହିନ୍ଦୀ ଭାଷା ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୈତିକ ହଇଚଇ ତୀବ୍ର ହୋଇଛି। ଏବେ ଅଭିନେତା ପ୍ରକାଶ ରାଜ ଏହି ରାଜନୈତିକ ଯୁଦ୍ଧରେ ପ୍ରବେଶ କରିଛନ୍ତି। ପ୍ରକାଶ ରାଜ ପବନ କଲ୍ୟାଣଙ୍କୁ ସମାଲୋଚନା…

ବାରମ୍ବାର ପରିସ୍ରା ଲାଗୁଛି କି? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ, କରନ୍ତୁ ନାହିଁ ଅଣଦେଖା

ବୟସ ବୃଦ୍ଧି ସହିତ ଅନେକ ପୁରୁଷଙ୍କର ବାରମ୍ବାର ପରିସ୍ରା ହେବାର ସମସ୍ୟା ଆରମ୍ଭ ହୁଏ। କେତେବେଳେ ଏହା ଏକ ସାଧାରଣ ସମସ୍ୟା ହୋଇପାରେ, କିନ୍ତୁ ଯଦି ଏହା ଲାଗି ରହେ ଏବଂ ପରିସ୍ରା ପ୍ରବାହ ଦୁର୍ବଳ ହୋଇପଡ଼େ, ତେବେ ଏହାକୁ ହାଲୁକା…

ଓଡ଼ିଶାରୁ ଲଣ୍ଡନ୍‌ ଗଲା ଗ୍ରୀନ୍‌ ଅମୃତଭଣ୍ଡା

ଢେଙ୍କାନାଳ,୧୫ା୩(ରତନ ନାୟାର): ଆମ୍ବ ପରେ ଢେଙ୍କାନାଳର ଅମୃତଭଣ୍ଡାର ଚାହିଦା ବିଦେଶରେ ବଢ଼ିବାରେ ଲାଗିଛି। ଏହାର ସୁସ୍ବାଦକୁ ନେଇ ବିଦେଶରେ ଲୋକମାନେ ଏହି ଅମୃତଭଣ୍ଡା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି। ଢେଙ୍କାନାଳ ଜିଲା ସପ୍ତଶଯ୍ୟା ଆଗ୍ରୋ ପ୍ରଡୁସର କମ୍ପାନୀର ୧୪ଜଣ ମହିଳା…

ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ତାତି ଛୁଇଁଲା ୪୨ ଡିଗ୍ରୀ

ଭୁବନେଶ୍ୱର,୧୫।୩: ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ିବାରେ ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର, ଶୁକ୍ରବାର ଭଳି ଶନିବାର ମଧ୍ୟ ପାରଦ ଉପର ମୁହାଁ ରହିଛି। ଏଭଳି ସ୍ଥିତିରେ ଖରାରେ ଜଳୁଛି ପଶ୍ଚିମ…

ଠିକାଦାରଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ବ୍ରହ୍ମପୁର,୧୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ହୋଲିରେ ଛୁରାମାଡ଼ ହୋଇଛି।  ଛୁରାମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର ଠିକାଦାର (କଣ୍ଟ୍ରାକ୍ଟର )ଟି. ରାମଚନ୍ଦ୍ର ପାତ୍ରଙ୍କ ମୃତ ହୋଇଛି। ଜଣେ ଯୁବକ ତାଙ୍କୁ ଛୁରି ଭୁସି…

ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ

ଭୁବନେଶ୍ୱର,୧୫।୩: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଗଡ଼ିଛି ୨ ମୁଣ୍ଡ। ଶହୀନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ମଧ୍ୟ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମିଳିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri