Home Left

କଟକରେ ୨୨୧ ବିପଦଜନକ ଘର: ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ

କଟକ,୨୦ା୮: କଟକ ସହରରେ ୨୨୧ଟି ଘର ବାସ ପାଇଁ ବିପଦଜନକ ଘୋଷଣା କରାଯାଇଛି। ଏହି ଅଟ୍ଟାଳିକାଗୁଡ଼ିକରେ ଅନେକର କାନ୍ଥରୁ ପ୍ଲାଷ୍ଟର ଖସୁଛି ଓ ଛାତ ଦୁର୍ବଳ ହୋଇପଡ଼ିଛି, ଯାହା ବାସିନ୍ଦାଙ୍କ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି। ଜିଲା ପ୍ରଶାସନ ଓଡ଼ିଶା…

ଚାନ୍ଦିପୁରରୁ ପରୀକ୍ଷା ହେଲା ଭାରତର ସବୁଠାରୁ ଶକ୍ତିଶାଳୀ ମିସାଇଲ ‘ଅଗ୍ନି-୫’

ଚାନ୍ଦିପୁର,୨୦ା୮: ବୁଧବାର ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ‘ଅଗ୍ନି-୫’ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତି ଅନୁଯାୟୀ, ଏହି ପରୀକ୍ଷଣରେ ମିସାଇଲର ସମସ୍ତ କାର୍ଯ୍ୟକାରୀ ଓ ବୈଷୟିକ ପାରାମିଟର ଯାଞ୍ଚ କରାଯାଇଛି। ଏହି…

କାଠ ମାଫିଆଙ୍କଠାରୁ ଟଙ୍କା ନେଉଥିଲେ, ଭିଡିଓ ଭାଇରାଲ ପରେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ସସ୍‌ପେଣ୍ଡ

ବୁଗୁଡା,୨୦।୮(କାଳିଚରଣ ଦାଶ): ଗତ ୧୭ ତାରିଖ ଦିନ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଜଣେ କାଠ ମାଫିଆଙ୍କଠାରୁ ଟଙ୍କା ଗ୍ରହଣ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ପରେ ଏନେଇ ବିଭିନ୍ନ ବୈଦୁୁତିକ ଓ ଛାପା ଗଣମାଧ୍ୟମରେ…

ଭୁବନେଶ୍ୱର ନୂଆ ସହର ପାଇଁ ୩୩୯ ହେକ୍ଟର ଜମି ଚିହ୍ନଟ, ସିଙ୍ଗାପୁର ସହଯୋଗରେ ହେବ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୨୦ା୮: ଭୁବନେଶ୍ୱରରେ ଉଚ୍ଚମାନର ସହରୀ ଭିତ୍ତିଭୂମି ସ୍ଥାପନକୁ ଆହୁରି ଜୋରଦାର କରାଯାଇଛି। ବୁଧବାର ସୁର୍ବନା ଜୁରୋଙ୍ଗର ଅଧିକାରୀମାନେ ଗୃହ ଓ ସହରୀ ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପଢ଼ୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ସହରୀ ଭିତ୍ତିଭୂମି ଓ ପରିଚାଳିତ…

ଏସିଆ କପ୍ ହକି ୨୦୨୫: ଭାରତୀୟ ଦଳରେ ଓଡ଼ିଶାରୁ ୩ ଖେଳାଳି

ବେଙ୍ଗାଲୁରୁ,୨୦ା୮: ଆସନ୍ତା ଏସିଆ କପ୍ ହକି ୨୦୨୫ ପାଇଁ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ତିନି ଖେଳାଳି ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ନୀଲମ ସଞ୍ଜୀପ…

ପୃଥ୍ୱୀ ଶ’ଙ୍କ ଦମଦାର କମବ୍ୟାକ୍: ପଦାର୍ପଣରେ ହାସଲ କଲେ ଦ୍ରୁତ ଶତକ

ମୁମ୍ବାଇ,୨୦ା୮: ଭାରତୀୟ କ୍ରିକେଟରେ ପୃଥ୍ୱୀ ଶ’, ଯିଏ ଏକଦା ସଚିନ ତେନ୍ଦୁଲକରଙ୍କ ଉତ୍ତରାଧିକାରୀ ଭାବେ ଗଣା ଯାଉଥିଲେ, ଗତ କିଛି ବର୍ଷରେ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ପୁନର୍ବାର ନିଜକୁ ଗଢ଼ିବାକୁ ଚେଷ୍ଟା କରୁଛନ୍ତି। ୨୫ ବର୍ଷୀୟ ଏହି ଓପନିଂ ବ୍ୟାଟର ବୁଚି…

ନିଆଁରେ ପୋଡ଼ି ହୋଇଯାଇଥିଲେ ଆଦିବାସୀ ଝିଅ, ଏବେ ମିଳୁନି ଆୟୁଷ୍ମାନ ଚିକିତ୍ସା କାର୍ଡ, ସରକାର ଚାହିଁଲେ…

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁଇ ବର୍ଷ ତଳେ ଶୀତ ଋତୁରେ ନିଆଁ ପୁଇଁ ହେଉଥିବା ବେଳେ ନିଆଁରେ ପୋଡ଼ି ହୋଇ ଆହତ ହୋଇ ଶାରୀରିକ ଭିନ୍ନକ୍ଷମ ହୋଇଥିବା ଜଣେ ୮ ବର୍ଷର ଆଦିବାସୀ ଝିଅ ଏବେ ଅର୍ଥାଭାବରୁ ଅପରେଶନ ହୋଇ ପାରୁ…

ସ୍ୱରା ବଡ଼ ଭାସ୍କରଙ୍କ ବୟାନ: ସମସ୍ତେ ଉଭୟଲିଙ୍ଗୀ, ଡିମ୍ପଲ ଯାଦବଙ୍କୁ କରୁଛନ୍ତି ପସନ୍ଦ

ନୂଆଦିଲ୍ଲୀ,୨୦ା୮: ଅଭିନେତ୍ରୀ ସ୍ୱରା ଭାସ୍କର ପୁନର୍ବାର ନିଜ ମତ ପାଇଁ ଚର୍ଚ୍ଚାରେ। ‘ରାଞ୍ଝଣା’ ତାରକା ସ୍ୱରା, ଯିଏ ପ୍ରାୟ ସମସ୍ତ ବିଷୟରେ ମତ ରଖନ୍ତି, ଏକ ସାମ୍ପ୍ରତିକ ସାକ୍ଷାତକାରରେ କହିଛନ୍ତି ଯେ ମଣିଷ ମୂଳତଃ ଉଭୟଲିଙ୍ଗୀ (ବାଇସେକ୍ସୁଆଲ)। ସ୍ୱରା ବର୍ତ୍ତମାନ ରିଅଲିଟି…

କ୍ରୁଜ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ୪ଟି ନଦୀ କ୍ରୁଜ୍ ସର୍କିଟ ଯୋଜନା

ଭୁବନେଶ୍ୱର,୨୦ା୮: କେନ୍ଦ୍ର ସରକାର କ୍ରୁଜ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଚାରୋଟି ନୂଆ ନଦୀ କ୍ରୁଜ୍ ସର୍କିଟ ବିକାଶ କରିବାକୁ ଯୋଜନା କରିଛନ୍ତି। କେନ୍ଦ୍ର ବନ୍ଦର, ନୌବାଣିଜ୍ୟ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ରାଜ୍ୟସଭାରେ…

ଶିମିଳିପାଳ ପାଇଁ ଖୁସି ଖବର: ବାଘୁଣୀ ଜୀନତ ଗର୍ଭବତୀ

ମୟୁରଭଞ୍ଜ,୨୦ା୮: ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣକୁ ଆସିଥିବା ବାଘୁଣୀ ଜୀନତ ଗର୍ଭବତୀ ହୋଇଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର) ଅଧିକାରୀମାନେ ବୁଧବାର ନିଶ୍ଚିତ କରିଛନ୍ତି। ଜୀନତ, ଯିଏ ମୁକ୍ତ ହେବା ପରେ ଶିମିଳିପାଳର କର ଅଞ୍ଚଳରେ…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୮: କେନ୍ଦ୍ର କ୍ୟାବିନେଟ୍‌ରେ ଓଡ଼ିଶା ପାଇଁ କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍‌ ମଞ୍ଜୁର କରାଯାଇଥିବାରୁ ରାଜ୍ୟ ଅତିଥି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

‘ବେକାରୀ ଦୂରୀକରଣ ପାଇଁ କର୍ମ ନିୟୋଜନ ଉପରେ ଜୋର୍‌ ଦେଇଥିଲେ ରାଜୀବ ଗାନ୍ଧୀ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲା କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଯୁବକମାନଙ୍କ ଉନ୍ନତି ଲାଗି ଅନେକ ପଦକ୍ଷେପ ନେଇଥିଲେ। ବେକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?