ଆଦଭିକ୍ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବ ପୋଲିସ, ଅଇଆରଓ, ହଷ୍ଟେଲ ୱାର୍ଡେନଙ୍କୁ ଜେରା ପାଇଁ…
ଭୁବନେଶ୍ୱର, ୧୯।୨ : KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଅନ୍ୟପକ୍ଷେ ଘଟଣାର ମୁଖ୍ୟଅଭିଯୁକ୍ତ, ଆଦଭିକ୍ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବା ପାଇଁ ବୁଧବାର ପୋଲିସ କୋର୍ଟରେ ଆବେଦନ କରିବ ।…
Vigilance Raid: ଫସିଲେ ଡେପୁଟି କଲେକ୍ଟର, ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
କେନ୍ଦୁଝର( ନରେଶ ଚନ୍ଦ୍ର ପଟ୍ଟନାୟକ) ୧୯।୨: ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି। ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଆଗରେ ଧରାପଡିଯାଇଛନ୍ତି। ଜମିଜମା ମାମଲାରେ ଡେପୁଟି କଲେକ୍ଟର ଟଙ୍କା ନେଉଥିଲେ ବୋଲି ଜଣାପଡିଛି। ସୂଚନାନୁସାରେ,…
ଶରୀରର କେଉଁ ଅଙ୍ଗରେ Blood ନାହିଁ? ନାଁ ଜାଣିଲେ ତାଜୁବ ହେବେ…
ବିଜ୍ଞାନର ନୂଆ ନୂଆ ଆବିଷ୍କାର ଆମକୁ ବାରମ୍ବାର ତାଜୁବ କରିଥାଏ। ସାଧାରଣ ଜ୍ଞାନ ପ୍ରାୟତଃ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପଡ଼ିଥାଏ । କିନ୍ତୁ ବିଜ୍ଞାନର ଜଟିଳତାକୁ କେହି କେବେ ଭେଦି ପାରିନାହାନ୍ତି । ଆଜି ଏହି ରିପୋର୍ଟରେ ଆମେ ଆପଣଙ୍କୁ ଏପରି ଏକ…
ମାସିକ ଭତ୍ତା ୩ ହଜାର ଦାବିରେ ବ୍ଲକ ଘେରିଲେ, ଭାଜପା ସରକାରକୁ କଲେ ସମାଲୋଚନା, ନିର୍ବାଚନ ସରିଲା କିନ୍ତୁ ଏଯାଏ…
ଦାରିଙ୍ଗବାଡ଼ି,୧୯।୨(ଅରୁଣ ସାହୁ): ସମସ୍ତ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ଭତ୍ତା ପ୍ରଦାନ କରାଯିବା ଦାବିରେ ଓଡ଼ିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଦାବି କରାଯାଇଛି। ମଙ୍ଗଳବାର ଦାରିଙ୍ଗବାଡିଠାରେ ବିରାଟ ସଭା ଓ ଶୋଭାଯାତ୍ରା ମାଧ୍ୟମରେ ପ୍ରତିବାଦ…
Cancer Vaccine: ଖୁସି ଖବର: ଖୁବ୍ଶୀଘ୍ର ବଜାରକୁ ଆସିବ ‘କ୍ୟାନ୍ସର’ ଟିକା, ମନ୍ତ୍ରୀ ଦେଲେ ସୂଚନା
‘କ୍ୟାନ୍ସର’ ଏପରି ଏକ ଶବ୍ଦ ଯାହାର ନାମ ଶୁଣିଲେ ହିଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କ୍ୟାନ୍ସର ରୋଗରେ ପ୍ରାଣ ହରାଉଛନ୍ତି। ଭାରତରେ ଏହି ମାରାତ୍ମକ ରୋଗର ପରିସଂଖ୍ୟାନ କମ ନୁହେଁ। ଏଠାରେ…
କାହିଁକି ଏମ୍ସ ହସ୍ପିଟାଲରେ ପଶିଲା CBI: ମିଳିଲା କି….
ଭୁବନେଶ୍ୱର, ୧୯।୨ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ରେଡ୍ ହୋଇଛି। ସିବିଆଇ ପକ୍ଷରୁ ଏହି ରେଡ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ରେଡ କରୁଛି । ଏହି ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…
Airtel Recharge Plan: ୟୁଜର୍ସଙ୍କୁ ଖୁସିକଲା ଏୟାରଟେଲ, ମାତ୍ର ଏତିକି ଟଙ୍କାରେ ଅନ୍ଲିମିଟେଡ କଲ୍ ସହ…
ନୂଆଦିଲ୍ଲୀ,୧୯।୨: ଯଦି ଆପଣ ମହଙ୍ଗା ରିଚାର୍ଜ ଦ୍ୱାରା ହଇରାଣ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସିଖବର ଅଛି। ଏୟାରଟେଲ ତାର ଉପଭୋକ୍ତାଙ୍କ ପାଇଁ ଏପରି ଯୋଜନା ଆଣିଛି, ଯାହାକୁ ଆପଣ ମୂଲ୍ୟ ପାଇଁ ଏକ ଅଫର ବୋଲି କହିବେ ଅଧିକାଂଶ…
Champions Trophy 2025: ଯୁଦ୍ଧ ପୂର୍ବରୁ ପରାଜୟ ସ୍ବୀକାର କଲା ପାକିସ୍ତାନ! ଅଧିନାୟକ କହିଲେ, ଆମେ ଚାପରେ…
ଇସଲାମାବାଦ୍,୧୯।୨: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ମୁହାଁମୁହିଁ ହେବେ। ଏହା ପୂର୍ବରୁ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ଦଳର ସମ୍ଭାବନା…
Blood Group ଅନୁସାରେ କରନ୍ତୁ ଡାଏଟ୍, ଜାଣନ୍ତୁ କେଉଁ ଖାଦ୍ୟ ଶରୀର ପାଇଁ ଭଲ…
ସ୍କୁଲ ହେଉ କି ଅଫିସ, ଆମକୁ ସବୁଠି ବ୍ଲଡ ଗ୍ରୁପ ସମ୍ପର୍କରେ ସୂଚନା ଦେବାକୁ ପଡିଥାଏ। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ବ୍ଲଡ ଗ୍ରୁପ ବିଷୟରେ ଜାଣନ୍ତି ନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ କୌଣସି ଜରୁରୀକାଳୀନ ଚିକିତ୍ସା…
Champions Trophy 2025: ଭାରତକୁ ଧମକ ଦେଲା ପାକିସ୍ତାନ: ଯେକୌଣସି ପରିସ୍ଥିତିରେ ଆମ ମାଟିରେ ଲାଗିବନି ଭାରତ ପତାକା
ଇସଲାମାବାଦ୍,୧୯।୨:ଆଜିଠାରୁ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାକିସ୍ତାନୀ ୟୁଟ୍ୟୁବର ସୋଏବ ଚୌଧୁରୀ ଟୁର୍ନାମେଣ୍ଟ ଆରମ୍ଭ ହେବା…
KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରତିଷ୍ଠାତା ପହଞ୍ଚିଲେ ହେଲେ ମୁହଁ ଖୋଲିଲେନି
ଭୁବନେଶ୍ୱର,୧୯।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଓଡ଼ିଶା ବିଶ୍ୱ ଦରବାରରେ ପୁଣିଥରେ ନିନ୍ଦିତ ହେବାକୁ ପଡିଛି । ଅନ୍ୟପଟେ ଏହି ଘଟଣାକୁ ନେଇ…
ସମ୍ପରିକୀୟଙ୍କ ବାହାଘର ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଜଗିବସିଥିଲା …
ଜୟପୁର,୧୯।୨(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବିସିଂହପୁର ଥାନା କେରାପୁଟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତାଉପରେ ଅଟକିଥିବା ଏକ ଟ୍ରକ୍କୁ ବାଇକ୍ ପଛରୁ ପିଟି ଘଟଣାସ୍ଥଳରେ ହିଁ ବାଇକ୍ରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ…
Archives


