୨୭ରେ ସ୍ବତନ୍ତ୍ର ଓଟିଇଟି: ୧୭ରୁ ମିଳିବ ଆଡ୍ମିଟ୍ କାର୍ଡ
କଟକ,୬।୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ବୋର୍ଡ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ଦିନ ଦୁଇଟି ସିଟିଂରେ…
ହୋଟେଲରେ ବିକୁଛନ୍ତି ବାସିଖାଦ୍ୟ, ଟ୍ରେଡ୍ ଲାଇସେନ୍ସ ନାହିଁ: ଚଢ଼ାଉ ଜୋରଦାର କଲା ଭଞ୍ଜନଗର NAC , ୭ ଦୋକାନ…
ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସି ପକ୍ଷରୁ ଶନିବାର ଶତାଧିକ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇଛି। ବେନିୟମ ଭାବେ ଦୋକାନ ଖୋଲିବା, ହୋଟେଲରେ ନିମ୍ନ ମାନର ଖାଦ୍ୟ ବିକ୍ରି କରିବା, ଟ୍ରେଡ ଲାଇସେନ୍ସ ନ ରଖିବା, ପଲିଥିନ ବ୍ୟବହାର କରିବା…
ଭାରତ ଏ’ ଦଳର ନେତୃତ୍ୱ ନେବେ ଶ୍ରେୟସ
ନୂଆଦିଲ୍ଲୀ,୬ା୯: ଆଗାମୀ ଏସିଆ କପ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇ ନ ଥିବା ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ବହୁ ଦିନିଆ ମ୍ୟାଚ୍ରେ ଭାରତ ଏ’ ଦଳର ନେତୃତ୍ୱ ନେବେ। ସିରିଜ୍ର ପ୍ରଥମ ମ୍ୟାଚ୍…
ପ୍ରେମ ଜାଲରେ ଫସାଇ କଲେ ଗର୍ଭବତୀ, ବିବାହ କରିବା ଜିଦ୍ ଧରିବାରୁ ହତ୍ୟା ଧମକ; ଅଭିଯୁକ୍ତଙ୍କୁ ବାନ୍ଧିଲା…
ଦିଗପହଣ୍ଡି/ପାଟପୁର,୬ା୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ପୋଲିସ ସିଙ୍ଗପୁର ଗ୍ରାମର ବି.ଅଶ୍ୱିନୀ କୁମାର ଦୋରାଙ୍କୁ ଶୁକ୍ରବାର ଗିରଫ କରିଛନ୍ତି। ଅଶ୍ୱିନୀ ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇ…
୩୦ରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ)- ସେପ୍ଟେମ୍ବର ୩୦ରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନୁଷ୍ଠିତ ହେବ। ଏହି ଉତ୍ସବ ପାଳନ ପାଇଁ ଶନିବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
୭ ଦିନିଆ FD କରି ପାଆନ୍ତୁ SIP ଭଳି ରିଟର୍ନ! ୩୦ ହଜାର ଟଙ୍କା ଜମାକଲେ ମିଳିବ…
ନୂଆଦିଲ୍ଲୀ,୬।୯: ଆପଣ ଜାଣିଛନ୍ତି କି, ବ୍ୟାଙ୍କର ମାତ୍ର ୭ ଦିନିଆ ଏକ ଛୋଟ ଏଫଡି ମଧ୍ୟ ଆପଣଙ୍କୁ ବହୁତ ରୋଜଗାର କରାଇପାରେ? ହଁ, ଆମେ ଅଧିକାଂଶ ସମୟରେ ଏଫ୍ଡିକୁ ଏକ ସୁରକ୍ଷିତ କିନ୍ତୁ କମ ରିଟର୍ନ ଦେଉଥିବା ନିବେଶ ବୋଲି ଭାବୁଛୁ।…
ଗଣେଶ ଭସାଣି ହେଲା କାଳ: ନାଚିଲା ବେଳେ ଟଳିପଡ଼ିଲେ ଯୁବକ
ରାୟଗଡ଼ା,(ଆଶିଷ ରଞ୍ଜନ ପଣ୍ଡା): ଗଣେଶ ଭସାଣି ବେଳେ ଏକ ଅଘଟଣ ସାମ୍ନାକୁ ଆସିଛି। ଡିଜେ ତାଳେ ତାଳେ ନାଚୁଥିବା ବେଳେ ଜଣେ ଯୁବକ ଟଳିପଡ଼ିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯୁବକ ଜଣକ ହେଲେ ରାୟଗଡ଼ା ସହର ରାମକୃଷ୍ଣ ନଗରର ବାସିନ୍ଦା ଚନ୍ଦ୍ର…
ଏଣିକି ଘରେ ବଶି FM ରେଡିଓରେ ଶୁଣିବେ ଭୁବନେଶ୍ୱର ଟ୍ରାଫିକ ସମ୍ବନ୍ଧୀୟ ସୂଚନା
ଭୁବନେଶ୍ୱର,୬।୯:ଏଣିକି FM ରେଡିଓରେ ଶୁଣିବେ ଭୁବନେଶ୍ୱର ଟ୍ରାଫିକ ସମ୍ବନ୍ଧୀୟ ସୂଚନା। ଟ୍ରାଫିକ ସ୍ଥିତି ନେଇ ଅପଡେଟ ଦେବ କମିସନରେଟ ପୋଲିସ। ସମସ୍ତ FM ଚ୍ୟାନେଲ ଶହ ଆଲୋଚନା କରିଛି କମିସନରେଟ ପୋଲିସ। ଟ୍ରାଫିକ ପୋଲିସ ସହ ସେମାନେ ମିଶିକି କାମ କରିବେ।…
ଶାଳୀଙ୍କ ହାତ ଧରି ଡିଜେ ଗୀତରେ ନାଚୁଥିଲେ ଭିଣୋଇ, ଶଳାଙ୍କ ମୁଣ୍ଡକୁ ଚଢିଗଲା ରାଗ, ତା’ ପରେ…
ମିର୍ଜାପୁର,୬।୯: ଖୁସିର ମାହୋଲ ଭୟଙ୍କର ହୋଇଗଲା ହଠାତ୍ ଯେତେବେଳେ ଜଣେ ଶଳା ତାଙ୍କ ଭିଣୋଇଙ୍କୁ ହିଁ ହତ୍ୟା କରିଦେଲେ। ଶାଳୀଙ୍କ ହାତ ଧରିବା କାରଣରୁ ନିଜ ଭିଣୋଇଙ୍କୁ ହତ୍ୟା କଲେ ଶଳା। ଗୋଟିଏ ବିବାହ ଉତ୍ସବରେ ବରଯାତ୍ରୀରେ ଯିବା ସମୟରେ ଝିଅଘର…
କୁଲାଡ ହାଇସ୍କୁଲ ପାଳିବ ସୁବର୍ଣ୍ଣ ଜୟନ୍ତୀ: ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ବିଶ୍ବ ପ୍ରସିଦ୍ଧ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କବିସମ୍ରାଟ ବିଦ୍ୟାପୀଠ) ଅକ୍ଟୋବର ମାସରେ ତାର ସୁବର୍ଣ୍ଣ ଜୟନ୍ତୀ ପାଳିବ। ତେଣୁ ଏ ନେଇ…
ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି : ଜାଣନ୍ତୁ …
ପୁରୀ,୬।୯: ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳନ ହେବ। ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ। ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ କରାଯିବ। ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ…
ଭିଜିଲାନ୍ସ ଜାଲରେ ପୋଲିସ SI: ଲାଞ୍ଚନେଲାବେଳେ ମାଡି ବସିଲା
ବାଙ୍କୀ,୬।୯(ଶୁଭେନ୍ଦୁ ମହାପାତ୍ର): ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପୋଲିସ SI। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିନେଲା ଭିଜିଲାନ୍ସ ଟିମ୍। ବାଙ୍କୀ ଥାନା ସୁବର୍ଣ୍ଣପୁର ପୋଲିସ ବିଟ୍ର SI ପ୍ରସନ୍ନ ମାହାଳି ଧରାପଡ଼ିଛନ୍ତି। ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି…

