Home Left

ଜଳିଗଲା ୭ ଏକର ଜଙ୍ଗଲ ଜମି

ନିରାକାରପୁର,୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ରାମେଶ୍ୱରଠାରେ ଥିବା ଜଙ୍ଗଲ ଜମିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୭ ଏକର ଜମି ଜଳି ପୋଡ଼ି ପାଉଁଶ ହୋଇଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ସାପ, ଠେକୁଆ ଆଦି କିଛି ଜଙ୍ଗଲୀ…

କ୍ଷୀରରୁ ମିଳୁନି ଉଚିତ୍‌ ମୂଲ୍ୟ

ଚାନ୍ଦବାଲି,୪ା୪(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସିରେ ଥିବା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଆଗରେ ଗୋପାଳକମାନେ କ୍ଷୀର ଢାଳିଛନ୍ତି। ଦୁଗ୍ଧ ଉତ୍ପାଦ କେନ୍ଦ୍ରର କର୍ମଚାରୀମାନେ ଜାଣିଶୁଣି ନିମ୍ନମାନର ଦର୍ଶାଉଛନ୍ତି। ଫଳରେ ଚାଷୀ କ୍ଷୀର ଉଚିତ୍‌ ମୂଲ୍ୟ ପାଉ ନ ଥିବା…

Manoj Kumar Death: ମନୋଜ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି, ଶେୟାର କଲେ କିଛି ପୁରୁଣା ଫଟୋ

ନୂଆଦିଲ୍ଲୀ,୪।୪: ବଲିଉଡ ଅଭିନେତା ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ପରଲୋକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ମନୋଜ କୁମାରଙ୍କ ମୃତ୍ୟୁ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ…

RIP Manoj Kumar: ଏହି ଫିଲ୍ମ ଦେଖି ନିଜ ନାଁ ବଦଳାଇଦେଇଥିଲେ ମନୋଜ କୁମାର, ଅସଲ ନାଁ ଥିଲା…

ମୁମ୍ବାଇ,୪।୪: ପ୍ରସିଦ୍ଧ ଅଭିନେତା ମନୋଜ କୁମାରଙ୍କର ମୁମ୍ବାଇରେ ପରଲୋକ ହୋଇଛି। ସେ ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମନୋଜ କୁମାରଙ୍କ ଶେଷକୃତ୍ୟ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ କରାଯିବ।…

ଏବେ ସୋମବାର ଛାତ୍ରୀଛାତ୍ର ଖାଇବେ ଅଣ୍ଡା

ଭବାନୀପାଟଣା,୪ା୪(ଉତ୍ତମ କୁମାର ଦାଶ): ଭାରତୀୟ ଧର୍ମ ଓ ସଂସ୍କୃତିର ପ୍ରବହମାନ ଧାରାରେ ଶିବ ଉପାସନା ବହୁ ପ୍ରାଚୀନ। ଫଳସ୍ବରୂପ ଗାଁଠାରୁ ସହରଯାଏ ସୋମବାର ଦିନଟିକୁ ମହାପ୍ରଭୁ ଶିବଙ୍କ ବାର ବୋଲି ଲୋକେ ମାନି ଚଳିଆସୁଛନ୍ତି। ଏହି ଦିନ ଅଧିକାଂଶ ପରିବାରରେ ଆମିଷ…

କନଫ୍ୟୁଜ କଲେ ଶରଦ ପାଓ୍ବାର, ରାଜ୍ୟ ସଭାରେ ରହିଲେ ଅନୁପସ୍ଥିତ

ନୂଆଦିଲ୍ଲୀ,୪।୪: ୱକଫ (ସଂଶୋଧନ) ବିଲ ୨୦୨୪ ଉପରେ ଭୋଟିଂ ସମୟରେ, ଶରଦ ପାୱାରଙ୍କ ଦଳ (ରାଷ୍ଟ୍ରବାଦୀ)ର ଦୁଇ ଜଣ ଏମପି ଲୋକ ସଭାରେ ଅନୁପସ୍ଥିତ ଥିଲେ, ଯେତେବେଳେ ଶରଦ ପାୱାର ନିଜେ ରାଜ୍ୟ ସଭାରେ ଅନୁପସ୍ଥିତ ଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ବିଲ…

ଶୁଖିଲା ପଡ଼ିଛି ତେଲେନ ନଦୀ

କୋଲାବିରା,୪।୪(ଚିନ୍ମୟ କୁମାର ବହିଦାର): ଝାରସୁଗୁଡ଼ା ଜିଲା କୋଲାବିରା ଅଞ୍ଚଳରେ ଅନେକ ଜଳାଶୟ ଏବଂ ନଈନାଳର ପାଣି ଏବର୍ଷ ଯଥେଷ୍ଟ ଆଗରୁ ଶୁଖିଗଲାଣି। ପୂର୍ବ ବର୍ଷ ଏପ୍ରିଲରେ ଯେଉଁ ସ୍ଥିତି ଥିଲା, ଏବର୍ଷ ଜାନୁଆରୀ ପରଠାରୁ ତାହା ଦେଖାଗଲାଣି। ଗ୍ରୀଷ୍ମ ଆରମ୍ଭ ହେଉଣୁ…

ହାତ ଛାଡ଼ି ବୁଲେଟ୍‌ ଚଲାଉଥିଲେ ଯୁବତୀ: ପୋଲିସ କାଟିଲା ଏତିକି ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୪: ସୋସିଆଲ ମିଡିଆରେ ଭାଇରାଲ ହେବାର କ୍ରେଜ ଦିନକୁ ଦିନ ଲୋକଙ୍କ ପାଇଁ ବୋଝ ହୋଇପଡୁଛି। ଅନେକ ଲୋକ ଅଛନ୍ତି ଯେଉଁମାନେ ଭାଇରାଲ ହେବା ପାଇଁ ସବୁ ସୀମା ଅତିକ୍ରମ କରିବାକୁ ପଛାଉନାହାନ୍ତି। ରାସ୍ତାରେ ଅଶ୍ଳୀଳତା ଏବଂ ବିପଦପୂର୍ଣ୍ଣ ଷ୍ଟଣ୍ଟଗୁଡ଼ିକର ଭିଡିଓ…

ଶିକାର ଭାବି ସାଙ୍ଗକୁ ଗୁଳି

ଢେଙ୍କାନାଳ,୪ା୪(ରତନ ନାୟାର): ହିନ୍ଦୋଳ ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ମାନପୁର ଗାଁ ନିକଟରେ ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି କରିଛନ୍ତି ଅନ୍ୟ ଜଣେ ସାଙ୍ଗ। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ମାନପୁର ଗାଁର ୪ ସାଙ୍ଗ…

ବ୍ଲକ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ବିବାଦ ତୁଟୁନି, ଉପଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଜି.ତ୍ରିନାଥଙ୍କ ବିରୋଧରେ ଉପାଧ୍ୟକ୍ଷା ରିନୁ ଦାସଙ୍କ ନେତୃତ୍ୱରେ ୫ ଜଣ ସମିତି ମେମ୍ବର ଏବଂ ୯ ଜଣ…

ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ଜଣେ ଗୁରୁତର

ବଲାଙ୍ଗୀର/ଟିଟିଲାଗଡ଼,୪ା୪(ସୁନୀଲ କୁମାର ମହାନ୍ତି/ଶରତ ମିଶ୍ର): ନବଜାତ ଯାଆଁଳା ଶିଶୁ କନ୍ୟାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି। ଆମ୍ବୁଲାନ୍ସର ଅକ୍ସିଜେନ…

ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୪।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଟଙ୍କପାଣି ବ୍ରିଜ୍‌ ନିକଟ ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ପାଖରେ ଗୁରୁବାର ରାତିରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଆହତ ହୋଇଛନ୍ତି। ସେମାନେ ହେଲେ ବିହାର କଟିଆର ଜିଲାର ମନୀଷ ଯାଦବ ଓ ସୋନୁ ଯାଦବ। ଉଭୟଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri