Home Left

ଦିଗପହଣ୍ଡିକୁ ମ୍ୟୁନିସିପାଲଟି ଘୋଷଣା ପାଇଁ ରାଜ୍ୟ ସରକାରଙ୍କଠାରେ ଦାବି: ତୁରନ୍ତ ଘୋଷଣା କରା ନ ଗଲେ…

ଦିଗପହଣ୍ଡି,୧୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ବହୁ ପୁରାତନ ସହର ଦିଗପହଣ୍ଡି ଏନଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲଟି ଘୋଷଣା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। ଗୁରୁବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ…

ଝିଅଙ୍କ ପ୍ରେମିକଙ୍କୁ ଭଲପାଇ ବସିଲେ ମହିଳା, ଫେରାର ହୋଇଯିବାକୁ କରିଥିଲେ ବଡ଼ ପ୍ଲାନ; ହେଲେ…

ମୁମ୍ବାଇ,୧୧।୯: ହସଖୁସିରେ ଜୀବନ ଚାଲିଥିଲା। ହେଲେ ଝିଅଙ୍କ ପ୍ରେମିକଙ୍କୁ ହୃଦୟ ଦେଇ ବସିଲେ ମହିଳା। ଏହାପରେ ଫେରାର ହୋଇଯିବାକୁ ଯୋଜନା ବି କଲେ। ହେଲେ ଆଉ କିଛି ଘଟିଗଲା। ସହରର ଗୋରେଗାଁ ଅଞ୍ଚଳରୁ ଏଭଳି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି।…

ଦୃଷ୍ଟିବାଧିତ ଭାରତୀୟ ମହିଳା ଟି୨୦ ବିଶ୍ୱକପ୍‌ ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର,୧୧ା୯: ଆସନ୍ତା ନଭେମ୍ବର ୧୧ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଦୃଷ୍ଟିବାଧିତ ମହିଳା ଟି୨୦ ବିଶ୍ୱକପ୍‌ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାରୁ ୪ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଯମୁନା…

ଖଇର କାଠ ଚାଲାଣ କରିବା ପଡ଼ିଲା ମହଙ୍ଗା: ଧରାପଡ଼ିଲେ ଗାଡ଼ି ଡ୍ରାଇଭର

ପଦ୍ମପୁର,୧୧ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ରେଞ୍ଜ ଅନ୍ତର୍ଗତ ଗାଇସିଲେଟ ଥାନା କୁଦୁଲା ଗ୍ରାମରେ ଏକ ଖଇରକାଠ ବୋଝେଇ ପିକଅଫ ଗାଡ଼ି (ଓଆର୍‌୦୮ଡି୫୨୧୧)କୁ ପଦ୍ମପୁର ବନ ବିଭାଗ ଟିମ୍‌ ଜବତ କରିଛି। ଏହି ଘଟଣାରେ ଗାଇସିଲେଟ ଥାନା ଅନ୍ତର୍ଗତ କଠଉମାଲ ଗ୍ରାମର ଡ୍ରାଇଭର ବେଲମତି…

ସାକ୍ଷୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଏସ.ଆଇ ଜୟନାଥ ପ୍ରଧାନ ଗୁରୁବାର ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମର ଦୁର୍ଦ୍ଦାନ୍ତ ଯୁବକ ଜୟ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୧୬/୨୫ ଅନୁଯାୟୀ ଜାମିନ…

ଦୈନିକ ବଢୁଥିଲା ସୁନା ରେଟ୍, ଆଜି ହଠାତ୍ ଏତିକି ଟଙ୍କା କମିଗଲା

ମୁମ୍ବାଇ,୧୧ା୯: ଗୁରୁବାର ସୁନା ଦରରେ ଆଶ୍ଚର୍ଯ୍ୟଜନକ ହ୍ରାସ ହୋଇଛି। ପୂର୍ବରୁ ନିରନ୍ତର ବୃଦ୍ଧି ପାଉଥିବା ସୁନାର ମୂଲ୍ୟ ପ୍ରାୟ ୪୦୦ ଟଙ୍କା ଶସ୍ତା ହୋଇଛି, ତଥାପି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ୧.୦୯ ଲକ୍ଷ ଟଙ୍କା ଉପରେ ରହିଛି।…

ଚାଷ ଜମିରୁ ଫେରୁଥିଲେ, ହଠାତ୍‌ ମାରିଲା ବିଜୁଳି, ତା’ପରେ …

ଅମରପାଲି,୧୧/୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ଗ୍ରାମରେ ବଜ୍ରାଘାତରେ ଗୁରୁବାର ସନ୍ଧ୍ୟାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ଜଟେସିଂହା ଗ୍ରାମର ରସାନନ୍ଦ ସାହୁ(୫୫) ବୋଲି ଜଣାପଡିଛି। ସୂଚନା ଅନୁସାରେ ରସାନନ୍ଦ ବୁଧୁବାର…

ବିଲରେ କାମ କରି ସାଙ୍ଗହୋଇ ଫେରୁଥିଲେ: ଘଟିଲା ବଜ୍ରପାତ, ଆଉ ତା’ପରେ…

ବୋଡ଼େନ,୧୧ା୯(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକ ଡୁଡୁକାମୁଣ୍ଡା ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଡୁଡୁକାମୁଣ୍ଡା ଗ୍ରାମର ପରଶୁ ସତ୍‌ନାମୀ (୪୨)। ସୂଚନା ଅନୁଯାୟୀ ପରଶୁଙ୍କ ସହ ଅନନ୍ତ…

ଶୀଘ୍ର ଧନୀ ହେବାକୁ ଚାହାନ୍ତି କି? ଜାଣନ୍ତୁ ପ୍ରତି ମାସରେ ଦରମାର କେତେ ଅଂଶ SIPରେ ଲଗାଇବା ଦ୍ୱାରା…

ନୂଆଦିଲ୍ଲୀ,୧୧।୯: ପ୍ରତି ମାସରେ ଦରମା ମିଳିବା ମାତ୍ରେ ଖର୍ଚ୍ଚର ତାଲିକା ଲମ୍ବା ହୋଇଯାଏ, ଘର ଭଡ଼ା, EMI, ବିଲ ଏବଂ ଶପିଂ। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଯେ ଆଗାମୀ କିଛି ବର୍ଷରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସରେ କେବଳ କିଛି ହଜାର…

ମରଣଯନ୍ତା ପାଲଟିଛି ରାସ୍ତା, ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ଗଞ୍ଜାମ,୧୧।୯ (ବିଦ୍ୟାଧର ସାହୁ ): ବାରଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ । ସହରକୁ ସଂଯୋଗ ବିଭିନ୍ନ ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ସାନ ବଜାର ରାଉଳ ସାହି, ଷ୍ଟେଟ ବ୍ୟାଙ୍କ ଗଳି, ଭାରତୀ ବିଦ୍ୟାପୀଠ…

୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ କୋର୍ଟଚାଲାଣ

ଖଇରା,୧୧ା୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଅବକାରୀ ପୋଲିସ ପକ୍ଷରୁ ମାର୍କୋଣା ଷ୍ଟେଶନ ନିକଟରେ ଚଢ଼ାଉ କରାଯାଇ ୨୧୦ ଗ୍ରାମ ବ୍ରାଉନସୁଗାର ଚଢ଼ାଉ କରାଯିବା ସହ ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଦ୍ବୟ…

ହଠାତ ପଡ଼ିଲା କାମ, ବଦଳାଇବାକୁ ଚାହାନ୍ତି ଟ୍ରେନ୍‌ ଟିକେଟରେ ପାସେଞ୍ଜରଙ୍କ ନାମ? ଜାଣନ୍ତୁ ରେଳବାଇର ନିୟମ…

ନୂଆଦିଲ୍ଲୀ,୧୧।୯: ଅନେକ ସମୟରେ ଆମେ ଟ୍ରେନ ଟିକେଟ ବୁକ କରିଥାଉ କିନ୍ତୁ ହଠାତ ଯାତ୍ରା ବାତିଲ କରିବାକୁ ପଡ଼ିଥାଏ। ଏପରି ସମୟରେ ଟିକେଟ ବାତିଲ କରିବା ବଦଳରେ ଯଦି ଆପଣ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ଯାତ୍ରା କରାଇବାକୁ ଚାହାନ୍ତି, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?