ଦୋକାନୀଙ୍କଠୁ ସୁନାଚେନ୍ ଝାମ୍ପିନେଇ ମାରିଥିଲେ ଚମ୍ପଟ, ଆଜି ପଡ଼ିଲେ ଧରା
ନିରାକାରପୁର, ୨୪।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ପୋଲିସ ସୋମବାର ୨ ଚେନ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ମଧ୍ୟ ଚେନକୁ ଜବତ କରିଛି। ଲୁଟେରା ଦ୍ୱୟହେଲେ ଜଙ୍କିଆଥାନା ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଓଳସିଂ ପରିଡାସାହିର ଶୁକଦେବ…
କାନାଡା ସରକାର ନେଲେ ବଡ଼ ନିଷ୍ପତି: ପ୍ରଭାବିତ ହେବ ଭାରତ
ନୂଆଦିଲ୍ଲୀ,୨୪।୨:କାନାଡା ଏହାର ଆପ୍ରବାସ ନିୟମାବଳୀରେ ବଡ଼ ପରିବର୍ତ୍ତନ କରିଛି। ଜାନୁଆରୀ ୩୧ରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଇମିଗ୍ରେଶନ ଆଣ୍ଡ ରିଫ୍ୟୁଜି ପ୍ରୋଟେକ୍ସନ ରେଗୁଲେଶନ ଅଧିକାରୀମାନଙ୍କୁ ଅସ୍ଥାୟୀ ଆବାସିକ ଦସ୍ତାବିଜ୍ ଯଥା ଇଲେକ୍ଟ୍ରୋନିକ୍ ଟ୍ରାଭେଲ ଅଥରାଇଜେଶନ ଏବଂ ଟେମ୍ପରାରି ରେସିଡେଣ୍ଟ ଭିଜା ରଦ୍ଦ…
ପୌର ପରିଷଦ ବୈଠକକୁ ଆସିଲେନି ୧୪ ବିଭାଗର ଅଧିକାରୀ: ଶାସକ ଭାଜପା ନେତାଙ୍କ ଚାପ ଚର୍ଚ୍ଚା
ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ପୌର ପରିଷଦର କାଉନସିଲ ବୈଠକ ସୋମବାର ରହିଥିଲା। ନିର୍ଦ୍ଧାରିତ ସମୟରେ ବୈଠକକୁ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲଙ୍କ ସମେତ ସମସ୍ତ କାଉନସିଲରବୃନ୍ଦ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପହଞ୍ଚିଥିଲେ। କିନ୍ତୁ ଉକ୍ତ ବୈଠକରେ…
କ୍ରିକେଟ୍ ଇତିହାସରେ ପ୍ରଥମ: ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏମିତି କାରନାମା କଲେ ରାଚିନ ରବିନ୍ଦ୍ର
ରାଉଲପିଣ୍ଡି,୨୪।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ରାଚିନ ରବିନ୍ଦ୍ର ଇତିହାସ ରଚିଛନ୍ତି। ସେ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଡେବ୍ୟୁ ମ୍ୟାଚ୍ରେ ଶତକ ମାରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ରବିନ୍ଦ୍ର ୧୧୨…
ଜଙ୍ଗଲରେ ମୟୂର ଶିକାର: ଜଣଙ୍କୁ ମାଡ଼ିବସିଲା ବନବିଭାଗ
ବଣାଇଁ,୨୪ା୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜର ରୁଷିମଠ ସଂରକ୍ଷିତ ଜଙ୍ଗଲରେ ସୋମବାର ମୟୂର ଶିକାର କରୁଥିବା ସମ୍ପର୍କରେ ଖବର ପାଇ ବନ ବିଭାଗ ଚଢାଉ କରିଥିଲା। ତାମଡା ରେଞ୍ଜ କଣ୍ଟାପାଲି ବିଟର କର୍ମଚାରୀଙ୍କ ସମେତ ବନ ବିଭାଗ ଫ୍ଳାଇଙ୍ଗ…
କଂଗ୍ରେସ ଛାଡ଼ିବେ କି ଶଶି ଥରୁର: ଦେଲେ ବଡ଼ ସଙ୍କେତ
ନୂଆଦିଲ୍ଲୀ,୨୪।୨: ବରିଷ୍ଠ କଂଗ୍ରେସ ନେତା ତଥା ତିରୁଭାନନ୍ତପୁରମ ଏମ୍ପି ଶଶି ଥରୁରଙ୍କ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (LDF) ସରକାରର ପ୍ରଶଂସା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିଛି। ନିକଟରେ ଏକ ସ୍ତମ୍ଭରେ ସେ କେରଳରେ ବ୍ୟବସାୟ ଏବଂ ଉଦ୍ୟୋଗକୁ ସହଜ କରିବା…
‘ପ୍ରଥମେ ଖେଳିବା ଶିଖନ୍ତୁ, ତା’ପରେ…’ ଶୋଏବଙ୍କ ପରେ ପାକିସ୍ତାନ ଦଳକୁ ଏମିତି କହିଲେ ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୨୪।୨: ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚରେ ଭାରତ ପାକିସ୍ତାନକୁ ୬ ଉଇକେଟ୍ରେ ପରାସ୍ତ କରିଛି। ଏହା ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ଲଗାତାର ଦ୍ୱିତୀୟ ବିଜୟ ଥିଲା। ବିରାଟ କୋହଲିଙ୍କ ୫୧ତମ ଦିନିକିଆ ଶତକ ଯୋଗୁ ଭାରତ ଚାମ୍ପିଅନ୍ସ…
ଶତକ ହାସଲ ପରେ ବି ନିଜ ଦୁର୍ବଳତା ବିଷୟରେ ଖୋଲି କହିଦେଲେ ବିରାଟ କୋହଲି
ଦୁବାଇ,୨୪।୨: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅପରାଜିତ ଶତକ ହାସଲ କରି ଭାରତ ବିଜୟରେ ପ୍ରମୁଖ ହିରୋ ସାଜିଥିଲେ। ଏହି ମ୍ୟାଚ୍ରେ ବିରାଟ ୧୧୧ଟି ବଲ୍ର ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ କରିଥିଲେ। ତାଙ୍କ…
୨୦୦ ବର୍ଷରୁ ଏହି ଗାଁରେ ନିର୍ମାଣ ହୋଇନି ୨ ମହଲା କୋଠା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଦେଶର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟା ଗାଁରେ ବାସ କରନ୍ତି। ଦେଶରେ ପ୍ରାୟ ୭ ଲକ୍ଷ ଗାଁ ଅଛି। ଆଜିର ଆଧୁନିକ ଯୁଗରେ, ଅଧିକାଂଶ ଗାଁରେ କଂକ୍ରିଟ ଏବଂ ବଡ଼ ବଡ଼ ବିଲ୍ଡିଂ ଦେଖିବାକୁ ମିଳେ। କିନ୍ତୁ ରାଜସ୍ଥାନର ଯୋଧପୁରରୁ ୩୦…
ଓଲଟିଲା ଟ୍ରାକ୍ଟର: ୨ ଗୁରୁତର
ପାଟଣା,୨୪।୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ମୀରିଖୋଜି ପଞ୍ଚାୟତ ଅସନ ବାହାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛକ ନିକଟରେ ସୋମବାର ଏକ ମହେନ୍ଦ୍ରା ଟ୍ରାକ୍ଟର ଓଲଟିପଡିଛି। ଫଳରେ ଡ୍ରାଇଭର ଏବଂ ଅନ୍ୟ ଜଣେ ତଳେ ଚାପି ହୋଇଯାଇଛନ୍ତି। ଡ୍ରାଇଭରଙ୍କ ପରିଚୟ…
‘ଆଇସିସି ପ୍ଲିଜ୍ ଭାରତ-ପାକିସ୍ତାନକୁ ଅଲଗା ଅଲଗା ଦଳରେ ରଖନ୍ତୁ’ ଦୁବାଇରେ ପରାଜୟ ପରେ ଜଣେ ପ୍ରଶଂସକଙ୍କ ନିବେଦନ
ନୂଆଦିଲ୍ଲୀ,୨୪।୨: ଭାରତ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ପରାଜୟ ପରେ ପାକିସ୍ତାନୀ ପ୍ରଶଂସକମାନେ ବହୁତ ନିରାଶ ହୋଇଛନ୍ତି। କେତେକ ଟିଭି ଭାଙ୍ଗି ଦେଉଛନ୍ତି ତ ଆଉ କେତେକ ସୋସିଆଲ ମିଡିଆ ମାଧ୍ୟମରେ ନିଜର ନିରାଶା ପ୍ରକାଶ କରୁଛନ୍ତି। ଏବେ ଜଣେ ପାକିସ୍ତାନୀ ଖବରଦାତା…
ଅଧିକାରୀଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶ: ସମସ୍ୟାର ତ୍ୱରିତ ସମାଧାନ କରନ୍ତୁ…
ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ଭେଡେନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଗୋୟଲ…
Archives


