ଦିଲ୍ଲୀର ବିଜୟ ପରେ କେଏଲ ରାହୁଲଙ୍କ ସେଲିବ୍ରେସନ ଦେଖି ତାଜୁବ RCB ଖେଳାଳି
ବେଙ୍ଗାଲୁରୁ,୧୧ା୪: ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି। ବିଜୟ ସହିତ ଚଳିତ ଆଇପିଏଲରେ ସେମାନଙ୍କର ଅପରାଜେୟ ଧାରା ଜାରି ରଖିଛି। ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଡିସି…
ଗାଁକୁ ଚାଲ ଅଭିଯାନରେ ସାମିଲ ହେଲେ ଯୁବଗୋଷ୍ଠୀ, ପଚାରି ବୁଝିବେ ଲୋକଙ୍କ ସୁଖଦୁଃଖ
ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଭାଜପା ପକ୍ଷରୁ ବର୍ତ୍ତମାନ ଗାଁକୁ ଚାଲ ଅଭିଯାନ ଚାଲିଛି। ଏହି ଅବସରରେ କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ଭଲମନ୍ଦ କଥା ପଚାରି ବୁଝିବେ। ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରିବେ। ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଅଛି।…
IPL 2025: ମ୍ୟାଚ୍ ମଝିରେ ଭୟଙ୍କର ରାଗିଗଲେ ବିରାଟ କୋହଲି: ଭାଇରାଲ ହେଉଛି ଭିଡିଓ
ବେଙ୍ଗାଲୁରୁ,୧୧।୪: IPL 2025ରେ, RCB ନିଜ ଘରୋଇ ଗ୍ରାଉଣ୍ଡରେ ଏକ ଶୋଚନୀୟ ପରାଜୟ ବରଣ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଉଇକେଟରେ ପରାସ୍ତ କରିଛି। ୧୬୪ ରନର ଟାର୍ଗେଟକୁ ରୋକିବାକୁ ବେଙ୍ଗାଲୁରୁ ଓହ୍ଲାଇଥିଲା ଏବଂ ଜବାବରେ ସେମାନଙ୍କର…
ଜଙ୍ଗଲୀ ବାର୍ହା ଶିକାର କରି ୪ ଅଟକ
ଦେବଗଡ଼,୧୧ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ବଳମ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ନିକଟ ଖସଡ଼ା ଜଙ୍ଗଲରେ ଏକ ବାର୍ହା ଶିକାର କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ବନବିଭାଗ ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି। ଘୁରୁଡୁଖମଣ…
ଯୁବକଙ୍କୁ ନିର୍ମମ ହତ୍ୟା, ୨ ଅଟକ
ବଲାଙ୍ଗୀର,୧୧ା୪(ସୁନୀଲ ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସରଗାଡ଼ ଗାଁରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ଅରୁଣ ସାଏ ପଟେଲ । ତାଙ୍କ ଘର ସରଗାଡ଼ କଲୋନୀପଡ଼ାରେ ବୋଲି ଜଣାପଡ଼ିଛି।…
ରାତାରାତି ବଦଳିଗଲା ଓଡ଼ିଆ ଯୁବକଙ୍କ ଭାଗ୍ୟ: ଜିତିଲେ ୩ କୋଟି ଟଙ୍କା ସହ ମହିନ୍ଦ୍ରା ଥାର୍
ଧର୍ମଶାଳା,୧୧।୪(ଶିବ ପ୍ରାସାଦ ମହାନ୍ତି): କେତେବେଳେ କାହା ଭାଗ୍ୟ ବଦଳିବ କେହି କହିପାରିବେ ନାହିଁ। ମଣିଷ ଅବସର ସମୟରେ ଗେମ ଖେଳିଥାଏ। ଲୋକେ ଅନେକ ସମୟରେ ଗେମ ଖେଳିଥାନ୍ତି। ବର୍ତମାନ ଆଇପିଏଲ ଚାଲିଥିବା ବେଳେ ଅନଲାଇନ ବେଟିଂ ବଜାର ସକ୍ରିୟ ହୋଇଉଠିଛି। ଏଥିରେ…
ଖବର ପ୍ରକାଶ ପରେ ତତ୍ପର ହେଲେ ପ୍ରକଳ୍ପ ପ୍ରଶାସକ: ବ୍ୟବସାୟୀଙ୍କୁ ଶୀଘ୍ର ହାଟ ଯୋଗାଇବାକୁ ଦେଲେ ନିର୍ଦ୍ଦେଶ
ଦାରିଙ୍ଗବାଡ଼ି,୧୧ା୪: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ଜନଜାତି ହାଟ କାମରେ ଆସୁନଥିବା ଶୀର୍ଷକ ଖବର କେବଳ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା…
ଗିରି ଗୋବର୍ଦ୍ଧନ ଜଙ୍ଗଲରେ ନିଆଁ
କୋକସରା,୧୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମକୁ ଲାଗି ରହିଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲରେ ଗୁରୁବାର କୌଣସି କାରଣରୁ ହଠାତ୍ ନିଆଁ ଲାଗି ବ୍ୟାପିଯାଇଥିଲା। ଏହାଦେଖି ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ଆମପାଣି ଫରେଷ୍ଟ ସମେତ…
୬୦୬ରୁ ଅଛନ୍ତି ମାତ୍ର ୧୯୯ ଡାକ୍ତର
ଭବାନୀପାଟଣା,୧୧ା୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗରେ ଏବେ ଅନେକ ପଦବୀ ଖାଲି ପଡିଛି। ଫଳରେ ଜିଲାବାସୀ ଠିକ୍ ସମୟରେ ଆବଶ୍ୟକ ସ୍ବାସ୍ଥ୍ୟସେବା ପାଉ ନ ଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୬୦୬ ଡାକ୍ତର…
ଭୁବନେଶ୍ୱରରେ ଏନକାଉଣ୍ଟର ପରେ ଏନକାଉଣ୍ଟର: କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦକୁ ଗୁଳି
ଭୁବନେଶ୍ୱର,୧୧।୪: ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦ ଆହତ ହୋଇଛନ୍ତି। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରାଧ ୟୁନିଟ୍ ଦ୍ୱାରା ଏହି ଅପରେସନ କରାଯାଇଥିଲା। ସୂତ୍ର ଅନୁଯାୟୀ, ଅଞ୍ଚଳରେ ବେଆଇନ…
ନଦୀକୁ ଖସିପଡ଼ିଲା ହେଲିକପ୍ଟର, ୬ ଜଣଙ୍କ ଜୀବନ ଗଲା
ଓ୍ବାଶିଂଟନ,୧୧ା୪: ଆମେରିକାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଝି ଆକାଶରେ ହେଲିକପ୍ଟର୍ କ୍ରାସ୍ ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଥିଲା ହେଲିକପ୍ଟର। ମୃତକଙ୍କୁ ଉଦ୍ଧାର ପାଇଁ ନଦୀ ଭିତରେ ଉଦ୍ଧାରକାରୀ ଦଳ ରହିଛନ୍ତି।…
ସନସ୍ୟୁର ଏନର୍ଜି ସହ ଜେଏସ୍ଏଲ୍ ସୁପର ଷ୍ଟିଲ୍ର ବୁଝାମଣା
ଭୁବନେଶ୍ୱର,୧୧।୪ (ଅଭୟ ଦାଶ): ଭାରତର ସର୍ବବୃହତ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନ୍ଲେସର ଗାଜିଆବାଦସ୍ଥିତ ସହାୟକ କମ୍ପାନୀ ଜେଏସ୍ଏଲ୍ ସୁପର ଷ୍ଟିଲ୍ ଏବଂ ଶକ୍ତି ଉତ୍ପାଦନକାରୀ କମ୍ପାନୀ ସନସ୍ୟୁର ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ…
Archives


