Home Left

ଏମିତି ନ ହେଉ

ସେଦିନ ଥିଲା ସ୍ବାଧୀନତା ଦିବସ। ସବୁଠି ଉତ୍ସାହ ଉଦ୍ଦୀପନାର ମାହୋଲ। ସ୍ଥାନେ ସ୍ଥାନେ ବାଣ ଫୁଟିବା ଆରମ୍ଭ ହୋଇଗଲା। ପରେଡ଼ ଜରିଆରେ ଅତିଥି ମହୋଦୟଙ୍କୁ ପାଛୋଟି ନିଆଗଲା ପତାକା ସ୍ତମ୍ଭ ନିକଟକୁ। ଅତିଥି ମହାଶୟଙ୍କ କରକମଳରେ ପତାକା ଉତ୍ତୋଳନ ହେଲା। ସ୍ବାଧୀନତା…

ଭିଏଟ୍‌ନାମ ବାତ୍ୟାରେ ୧୩ ମୃତ

ହାନୋଇ,୩୦ା୯: ବାତ୍ୟା ବୁଆଲୋଇ ଭିଏଟ୍‌ନାମରେ ଧ୍ୱଂସର ତାଣ୍ଡବ ରଚିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ୪୬ ଜଣ ଆହତ ହୋଇଥିବାବେଳେ ୧୭ ଜଣ ନିଖୋଜ ଥିବା ସେଠାର ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି। ସୋମବାର ଭୋର ସମୟରେ ବାତ୍ୟା…

ୟୁପି ପରେ ମହାରାଷ୍ଟ୍ରକୁ ବ୍ୟାପିଲା ‘ଆଇ ଲଭ୍‌ ମହମ୍ମଦ’ ବିବାଦ

ଅହିଲ୍ୟାନଗର, ୩୦ା୯: ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲା ମିଲିଓ୍ବାଡ଼ା ଅଞ୍ଚଳରେ ‘ଆଇ ଲଭ୍‌ ମହମ୍ମଦ’ ଲେଖାଥିବା ଏକ ରଙ୍ଗୋଲିକୁ ନେଇ ଉତ୍ତେଜନା ଦେଖାଦେଇଛି। ରବିବାର ରାତିରେ କେତେଜଣ ଅଚିହ୍ନା ବ୍ୟକ୍ତି ଏକ ରଙ୍ଗୋଲି ପ୍ରସ୍ତୁତ କରି ସେଥିରେ ଆଇ ଲଭ୍‌ ମହମ୍ମଦ ଲେଖିଥିଲେ।…

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା କାନାଡ଼ା

ନୂଆଦିଲ୍ଲୀ,୩୦ା୯:ଭାରତ ସମେତ ବିଦେଶରେ ହତ୍ୟା, ବଟି ଆଦାୟ, ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ୍‌କୁ କାନାଡା ସରକାର ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି। କାନାଡାର ଜନସୁରକ୍ଷା ମନ୍ତ୍ରୀ ଗାରି ଆନନ୍ଦସଙ୍ଗାରି ସୋମବାର ଏହି ସୂଚନା…

ଆରମ୍ଭ ହେଲା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ମନ୍ଦିର ଅଭିମୁଖେ ମା’

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ)-ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଭବାନୀପାଟଣା ସହରରେ ମହାସମାରୋହରେ ଆରମ୍ଭ ହୋଇଛି। ଜେନାଖାଳରେ ସ୍ବତନ୍ତ୍ର ଗୁପ୍ତ ରୀତିନୀତି ରେ ପୂଜାର୍ଚ୍ଚନା ଓ ବଳୀ ପରେ ଭୋର ୪ଟା ୧୫ରେ ସ୍ଥିରକତ ଲଗ୍ନାନୁଯାୟୀ ମା’ଙ୍କ ଛତର ମନ୍ଦିର ଅଭିମୁଖେ…

ଟ୍ରକ୍‌ ଚେସିସ୍‌ରେ ୬ଫୁଟ ଲମ୍ବା ଅଜଗର ସାପ 

ରାୟଗଡ଼ା,୨୯।୯(ଆଶିଷ ରଞ୍ଜନ ପଣ୍ଡା): ଏକ ୬ ଫୁଟ ଲମ୍ବ ଅଜଗର ସାପ ଟ୍ରକ ଭିତରୁ ଉଦ୍ଧାର ହୋଇଛି। ସାପଟିର ଓଜନ ପ୍ରାୟ ୩୦ କେଜି ପାଖାପାଖି ରହିଥିବା ନେଇ କୁହାଯାଉଛି। ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ…

ତାରାତାରିଣୀ, ଦକ୍ଷିଣକାଳୀଙ୍କ ପୀଠରେ ମହାଷ୍ଟମୀ: ମହାଗୌରୀ, ମହାକାଳୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୯ା୯( ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ସୋମବାର ମହାଷ୍ଟମୀ ପୂଜା ଚାଲିଛି। ଏହାକୁ ଦେଖିବା ସହ ଆର୍ଶିବାଦ ଭିକ୍ଷାଲାଗି ଜିଲା ତଥା ଜିଲାବାହାରୁ ବହୁ ଭକ୍ତଙ୍କ ଭିଡ ଲାଗିଛ। ମା’ଙ୍କ ସକାଳ ସ୍ନାନ ପରେ…

ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ମହୋତ୍ସବ ଆରମ୍ଭ

ଦିଗପହଣ୍ଡି,୨୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଶାରଦୀୟ ମହୋତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ମହାସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି ସୋମବାର ଶୁଭାରମ୍ଭ ହୋଇଛି। ଏଥିପାଇଁ ସହର ଉତ୍ସବ ମୁଖର ହୋଇଛି। ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟ…

୬୬ ବର୍ଷରେ ରିଷିଡ଼ା ସାର୍ବଜନନୀ ଦୁର୍ଗାପୂଜା

ରିଷିଡ଼ା,୨୯ା୯ (ସୁଶାନ୍ତ ମଲ୍ଲିକ: କର୍ଲାମୁଣ୍ଡା ବ୍ଲକ୍‌ର ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ଫାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ ପ୍ରୋତ୍ସାହନରେ ଗ୍ରାମର ଗୌନ୍ତିଆ ଓ ଗାଁ ମୁଖିଆମାନେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ସେତେବେଳେ…

ରାତି ପାହିଲେ ମା’ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଭବାନୀପାଟଣା ସହର ଚଳ ଚଞ୍ଚଳ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): ରାତି ପାହିଲେ ଅର୍ଥାତ ମଙ୍ଗଳବାର ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣା ସହରରେ ମହାସମାରୋହରେ ପାଳନ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସମେତ ସମଗ୍ର କଳାହାଣ୍ଡି ଜିଲା। ଏଥିରେ ଲକ୍ଷାଧିକ ଭକ୍ତ ସାମିଲ…

ଉପନିର୍ବାଚନ ପାଇଁ ପ୍ରଶାସନର ତତ୍ପରତା: ପ୍ରଶାସନ ଓ ରାଜନୈତିକ ଦଳ ସହ କମିଶନରଙ୍କ ଆଲୋଚନା

ନୂଆପଡ଼ା,୨୯ା୯ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲା ପ୍ରଶାସନ ତପତ୍ରତା ପ୍ରକାଶ କରିଛି। ରବିବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଇଲେକ୍ଟୋରାଲ ରୋଲ ଅବଜର୍ଭର ସଚିନ ରାମଚନ୍ଦ୍ର ଯାଦବ ନୂଆପଡ଼ା ଗସ୍ତ କରି ଜିଲାପାଳ, ଏସ୍‌ପି, ପ୍ରଶାସନିକ ଅଧିକାରୀ, ବିଭିନ୍ନ…

ଆର୍‌ଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ଉତ୍ସବ ପାଳିତ

ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ଭଞ୍ଜନଗର ଶାଖା ପକ୍ଷରୁ ରବିବାର ଏବଂ କୁଲାଡ ଶାଖା ପକ୍ଷରୁ ସୋମବାର ଆରଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ଉତ୍ସବ ପାଳନ ହୋଇଛି। ଏହି ଦୁଇ କାର୍ଯ୍ୟକ୍ରମରେ ସଂଘରେ ଯୋଗ ଦେଇଥିବା ଶତାଧିକ ସଭ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?