ଜଙ୍ଗଲ ନିଆଁ ପାଇଁ ବିପଦରେ ବନ୍ୟପ୍ରାଣୀ
ଭଞ୍ଜନଗର,୧୦ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ରବିବାର ମଧ୍ୟାହ୍ନରେ ଆସିଥିବା ସାଟେଲାଇଟ୍ ତଥ୍ୟରୁ କେନ୍ଦ୍ରୀୟ ବନାଞ୍ଚଳର ୨ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। କିନ୍ତୁ ଧରିତ୍ରୀ ପ୍ରତିନିଧି ରବିବାର ଗାଲେରି ଓ ମୁଜାଗଡ଼ ରେଞ୍ଜ ଅଞ୍ଚଳ…
୨ ଦିନ ହେଲା ଜଳୁଛି ଜଙ୍ଗଲ:ବଢୁଛି ନିଆଁର ପ୍ରକୋପ
ବଣାଇଁ,୧୦ା୩(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଏବଂ ରାଉରକେଲା ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୨ ଦିନ ହେଲା ନିଆଁ ଲାଗିଛି। ବନବିଭାଗ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ବିଫଳ ହୋଇଛନ୍ତି। ରବିବାର ନିଆଁର ପ୍ରକୋପ ବଢ଼ିଯାଇଛି। ବଣାଇଁ…
ଏହି ମହିଳାଙ୍କ ପାଦ ଛୁଇଁ ସମସ୍ତଙ୍କ ହୃଦୟ ଜିତିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ
ଦୁବାଇ,୧୦।୩: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ୪ ଉଇକେଟରେ ଜିତିଛି। ଏହା ସହିତ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି ଏବଂ ୨୦୧୩ ପରେ, ଭାରତ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫିର ରାଜା ପାଲଟିଛି।…
ଭାରତ ଜିତିବା ପରେ ଛୁଟିଲା ଅଭିନନ୍ଦନର ସୁଅ: ଜାଣନ୍ତୁ କିଏ କ’ଣ କହିଲେ
ନୂଆଦିଲ୍ଲୀ,୧୦ା୩: ଭାରତୀୟ ଦଳ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି। ଏହି ଉପଲବ୍ଧି ପରେ ଭାରତୀୟ ଦଳ ନିକଟକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। ଅଭିନନ୍ଦନକାରୀଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ମାର୍ଚ୍ଚ ୧୯ରୁ ଲାଗୁ ହେବ YouTubeର ନୂଆ ନିୟମ:କଣ୍ଟେଣ୍ଟ କ୍ରିଏଟର୍ର୍ସ ହୋଇଯାନ୍ତୁ ସାବଧାନ, ନଚେତ୍ ଆକାଉଣ୍ଟ ହୋଇଯିବ ବ୍ଲକ
ନୂଆଦିଲ୍ଲୀ,୧୦।୩:YouTube ଅନଲାଇନ ଜୁଆ ବିଷୟବସ୍ତୁ ବିରୋଧରେ ନିୟମ କଠୋର କରିଛି। କମ୍ପାନୀର ନୂତନ ନିୟମ ୧୯ ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଛି। ଏହା ପରେ, ଯେଉଁ କ୍ରିଏଟରମାନେ ଅଣପ୍ରମାଣିତ ଜୁଆ ଆପ ଏବଂ ୱେବସାଇଟ୍ଗୁଡ଼ିକୁ ପ୍ରୋତ୍ସାହିତ କରିବେ, ସେମାନଙ୍କ ଆକାଉଣ୍ଟଗୁଡ଼ିକୁ ବ୍ଲକ…
ଚହଲଙ୍କୁ ମିଳିଗଲା ନୂଆ ଗର୍ଲଫ୍ରେଣ୍ଡ: ମିଷ୍ଟ୍ରି ଗର୍ଲଙ୍କ ସହ ଦେଖିଲେ ଫାଇନାଲ୍ ମ୍ୟାଚ୍, ଜାଣନ୍ତୁ ସେ କିଏ
ଦୁବାଇ,୧୦।୩: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ଦୁବାଇରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ମ୍ୟାଚ ଦେଖିବାକୁ ଆସିଥିଲେ। ଚହଲ ବର୍ତ୍ତମାନ ଭାରତୀୟ…
ସମବାୟରେ ପରଦେଶୀ ନିଯୁକ୍ତି
ଦକ୍ଷିଣ ଆଫ୍ରିକା ନିକଟ ଭାରତ ମହାସାଗରରେ ମରିସସ୍ ଦେଶ କେତେକ ଛୋଟ ଛୋଟ ଦ୍ୱୀପକୁ ନେଇ ଗଠିତ। ୭ ସେପ୍ଟେମ୍ବର ୨୦୨୪ ମସିହା ସୁଦ୍ଧା ମରିସସ୍ର ଜନସଂଖ୍ୟା ୧୬,୭୦,୬୩୦ ଥିଲା। ଉକ୍ତ ଦ୍ୱୀପପୁଞ୍ଜ ଫରାସୀମାନଙ୍କ ଦ୍ୱାରା ୧୭୧୫ ମସିହାରୁ ୧୮୧୦ ମସିହା…
ମାଲାମାଲ୍ ହେଲା ଟିମ୍ଇଣ୍ଡିଆ: ଜାଣନ୍ତୁ କାହାକୁ କେତେ କ’ଣ ମିଳିଲା
ଦୁବାଇ,୧୦।୩: ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଇତିହାସରେ ଏହା ତୃତୀୟ ଥର ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତକୁ ୨୫୨ ରନର ଟାର୍ଗେଟ ମିଳିଥିଲା, ଯାହାକୁ…
Video: ଚାମ୍ପିୟନ୍ ଭାରତକୁ ଟ୍ରଫି ଦେଲେ ଜୟ ଶାହା, ଦେଖନ୍ତୁ ଭିଡିଓ
ଦୁବାଇ,୯।୩: ରବିବାର ଅନୁଷ୍ଠିତ ଆକର୍ଷଣୀୟ ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ରେକର୍ଡ ତୃତୀୟ ICC ଚାମ୍ପୟନ୍ସ ଟ୍ରଫି ଟାଇଟଲ ହାସଲ କରିଛି ଭାରତ। ଏଥିସହ ଭାରତ ଇତିହାସ ରଚି ନିଜ ନାମ ଲିପିବଦ୍ଧ କରିଛି। ଏହି ବିଜୟ…
ଶାମିଙ୍କ ଅଲୋଡ଼ା ରେକର୍ଡ
ଦୁବାଇ,୯ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଟୁର୍ନାମେଣ୍ଟରେ ଭାରତ ପାଇଁ ମିଳିତ ସର୍ବାଧିକ ଉଇକେଟ ନେଇଥିବା ଶାମି ନ୍ୟୁଜିଲାଣ୍ଡର ବ୍ୟାଟରଙ୍କ ବିପକ୍ଷରେ ଉଇକେଟ ନେବାରେ…
Video: ତୃତୀୟ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ଖୁସିର ଅନୁଷ୍କା ଶର୍ମାଙ୍କୁ ଆଲିଙ୍ଗନ କଲେ ବିରାଟ କୋହଲି
ଦୁବାଇ, ୯।୩: ରବିବାର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ୱିକେଟରେ ରୋମାଞ୍ଚକର ବିଜୟ ପରେ ଭାରତ ରେକର୍ଡ ତୃତୀୟ ଆଇସିସି ଚାମ୍ପିଅନ୍ସ ଟ୍ରଫି ଉଠାଇ ଇତିହାସ ରଚିଛି। ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ବିଶ୍ୱ କ୍ରିକେଟରେ ସେମାନଙ୍କର ପ୍ରାଧାନ୍ୟକୁ…
ଦୀପକଙ୍କୁ ଉଦୀୟମାନ ସାଇବର ସୁରକ୍ଷା ଉଦ୍ୟୋଗୀ ସମ୍ମାନ
ନୂଆଦିଲ୍ଲୀ,୯।୩: ଦେଶର ପ୍ରମୁଖ ଷ୍ଟାର୍ଟଅପ ତଥା ସାଇବର ସୁରକ୍ଷା ସମାଧାନ ସଂସ୍ଥା ଥ୍ରେଟସିସ୍ ଟେକ୍ନୋଲୋଜିଜର ପ୍ରତିଷ୍ଠାତା ତଥା ସିଇଓ ଦୀପକ କୁମାର ନାଥଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ମିଳିଛି। ଏପରିକି ସାଇବର ସୁରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ…
Archives


