Home Left

POK ରୁ ବଡ଼ ଖବର, ଖାଦ୍ୟ ମହଜୁଦ ରଖିବା ପାଇଁ ଜନତାଙ୍କୁ ନିର୍ଦ୍ଦେଶ ଦେଲେ ଶେହବାଜ, ହେବ କି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୨।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଉତ୍ତେଜନା ଦେଖିବାକୁ ମିଳିିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ପୂରା ଦେଶ ଏକଠି ଭାରତ ସରକାରଙ୍କୁ ଅନୁରୋଧ…

ହଷ୍ଟେଲରେ ୮ ବର୍ଷୀୟ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ନନ୍ଦପୁର/ଲମତାପୁଟ,୨ା୫(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ)-କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧୀନ ଲମତାପୁଟ ବ୍ଲକ ଅଞ୍ଚଳର ଏକ ହଷ୍ଟେଲରେ ଜଣେ ୮ ବର୍ଷୀୟ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ କାହାରିକୁ କିଛି ନ ଜଣାଇ ଘଟଣାର…

ବହୁ ଉପକାରୀ ସପୁରୀ

ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ ମିଳିଥାଏ। ଏହି ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ ବୋଲି ବିଶେଷଜ୍ଞମାନେ ମତ…

Long Term Visaକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ, ଅଡୁଆରେ ପଡ଼ିପାରନ୍ତି ପାକ ନାଗରିକ

ନୂଆଦିଲ୍ଲୀ,୨।୫: ପାକିସ୍ତାନୀ ନାଗରିକଙ୍କ ପାଇଁ Long Term Visa ନୀତି ସମ୍ପର୍କରେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ ପାକିସ୍ତାନୀ ନାଗରିକ ଯେଉଁମାନେ ଦୀର୍ଘକାଳୀନ ଭିଜା ଅର୍ଥାତ LTV ଧାରଣ କରିଛନ୍ତି ଏବଂ ଯେଉଁମାନେ ଭାରତୀୟ…

ପାକିସ୍ତାନ ପୂର୍ବରୁ ବାଂଲାଦେଶ ଉପରେ ହେଲା ବଡ଼ ଆକ୍ସନ, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨।୫: IPL 2025 ପରେ, ଟିମ ଇଣ୍ଡିଆ ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟସ୍ତ ରହିବ। ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ପଡିବ, ଯେଉଁଠାରେ ଏକ ଟେଷ୍ଟ ସିରିଜ ଖେଳାଯିବ। ଏହା ପରେ, ବାଂଲାଦେଶ ଗସ୍ତର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ODI ଏବଂ…

ବିଳିବିଳୋଉଛି ପାକିସ୍ତାନ: ଭାରତର ଓ୍ବେବ୍‌ସାଇଟ୍‌କୁ ପାକ୍‌ ହ୍ୟାକରଙ୍କ ଟାର୍ଗେଟ, ଜବାବ ଦେଉଛି ଗୁଇନ୍ଦା….

ନୂଆଦିଲ୍ଲୀ,୨।୫: ପାକିସ୍ତାନ ସମର୍ଥିତ ହ୍ୟାକର ଗ୍ରୁପ୍‌ଗୁଡ଼ିକ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ସାଇବର ମୋର୍ଚ୍ଚା ଖୋଲିବାକୁ ବିଫଳ ପ୍ରୟାସରେ ଲିପ୍ତ ଅଛନ୍ତି। ଗୁଇନ୍ଦା ସଂସ୍ଥାଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରୁ କାର୍ଯ୍ୟ କରୁଥିବା ““Cyber Group HOAX1337” ” ଏବଂ…

ଲୋଡର ବକେୟା ପାଉଣା ଦାବି କଲେ ଆଦିବାସୀ

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଗନ୍ଧମାର୍ଦ୍ଦନ ଲୋଡିଂ ଏବଂ କୋଅପରେଟିଭ ସୋସାଇଟି ଉପରେ ନିର୍ଭରଶୀଳ ଆଦିବାସୀମାନଙ୍କୁ ଅଣଦେଖା ଓ ହତାଦର କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି। ଗନ୍ଧମାର୍ଦ୍ଦନ ଖଣି ପରିବେଷ୍ଟିତ କ୍ଷତିଗ୍ରସ୍ତ ଦଅଁଳା, ଶୁଆକାଠି,…

କାଙ୍ଗାଳ ହେବାକୁ ଯାଉଛି ପାକିସ୍ତାନ! ପାକିସ୍ତାନ ଏୟାରଲାଇନ୍ସ କମ୍ପାନୀ PIAର ୬୦ ପ୍ରତିଶତ ଅଂଶ ବିକ୍ରି କରିବାକୁ ପ୍ରସ୍ତୁତ ହେଲେଣି ସରକାର

ଇସଲାମାବାଦ,୨।୫: ଆର୍ଥିକ ସଙ୍କଟରୁ ଟିକିଏ ମୁକୁଳିବା ପାଇଁ, ପାକିସ୍ତାନ ଏବେ ଏହାର ସରକାରୀ ସମ୍ପତ୍ତି ଏବଂ ବିମାନ କମ୍ପାନୀଗୁଡ଼ିକୁ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି, ଯାହା ପାକିସ୍ତାନ ସରକାରଙ୍କ ଶହବାଜ ସରିଫଙ୍କ ପାଇଁ ବିବାଦର କାରଣ ପାଲଟିଛି। ସୂଚନା ଅନୁଯାୟୀ, ଶହବାଜ…

କୋଲେଷ୍ଟରଲ କମକରାଏ କାଜୁ

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ… –…

ଭାରତକୁ ଆମେରିକା ଦେଲା ଏମିତି ହତିଆର, ଧ୍ୱସଂ ହୋଇଯିବ ଇସଲାମବାଦ, ଚିନ୍ତାରେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ, ୨।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଆମେରିକା ଭାରତକୁ ୧୩୧ ନିୟୁତ ଡଲାର ମୂଲ୍ୟର ସାମରିକ ସାମଗ୍ରୀ ଓ ଲଜିଷ୍ଟିକ ସମର୍ଥନ…

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ (ଅର୍ଥନୈତିକ ଶାଖା) ପକ୍ଷରୁ ଚାଲିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ର ସମେତ ୪ଜଣଙ୍କୁ…

ବବଲ୍‌ ଘରର ଗାଁ

ଜାପାନ ହେଉଛି ଭୂମିକମ୍ପ ପ୍ରଭାବିତ ଅଞ୍ଚଳ। ଏଠାରେ ଭୂମିକମ୍ପ କେବେ ବି କେତେବେଳେ ବି ଆସିଯାଏ। ଆଉ ଧୂଳିସାତ୍‌ କରିଦିଏ ସବୁକିଛି। ଆଖିଆଗରେ ଭାଙ୍ଗିଯାଏ ଘର, ଚାଲିଯାଏ ନିଜ ଲୋକଙ୍କ ଜୀବନ। ନିଜକୁ ସମ୍ଭାଳି ଯେବେ ମଣିଷ ଅଣ୍ଟା ସଳଖେ, ଠିକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri