Home Left

ଅଶାନ୍ତ ହେଲା ବେଲୁଚିସ୍ତାନ, ଭୟଙ୍କର ବିସ୍ଫୋରଣରେ ୨୦ ଆହତ

କରାଚି,୧୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଏହି ସମୟରେ, ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରୁ ଏକ ବୋମା ବିସ୍ଫୋରଣ ଖବର ଆସିଛି। କୁହାଯାଉଛି ଯେ ବୋମା ବିସ୍ଫୋରଣରେ ଅତି କମରେ ୪ଜଣଙ୍କର ମୃତ୍ୟୁ ହୋଇଛି, ଏହାସହ ୨୦ଜଣ…

ପାକିସ୍ତାନ ଟାର୍ଗେଟ୍‌ରେ ଥିଲା ସ୍ବର୍ଣ୍ଣ ମନ୍ଦିର: ସବୁ ଯୋଜନା ପଣ୍ଡ, ହେଲା ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୯।୫: ଭାରତ ଅପରେଶନ ସିନ୍ଦୁର ମାଧ୍ୟମରେ ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀମାନଙ୍କୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ତଥାପି ତାର କାର୍ଯ୍ୟକଳାପ ବନ୍ଦ କରି ନ ଥିଲା। ପାକିସ୍ତାନ ୭ ଏବଂ ୮ ମେ ରାତିରେ ଦେଶର ଅନେକ ସହର ଉପରେ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଖାରୁ ଫୁଲ

କଖାରୁ ଫୁଲରେ ଭିଟାମିନ୍‌ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କଖାରୁ ଫୁଲରେ ଭିଟାମିନ୍‌ ‘ସି’ ରହିଛି, ଯାହା ମଧ୍ୟ ଶରୀର ପାଇଁ ଉପକାରୀ। ଏଥିରେ ଥିବା…

VIDEO: ସବୁ ସୀମା ଟପିଗଲେ ଶାହିଦ ଆଫ୍ରିଦି: ସମସ୍ତଙ୍କ ସାମ୍ନାରେ ମୁନିରଙ୍କ ସହ କଲେ ଏମିତି କାମ

ଇସଲାମାବାଦ୍‌,୧୯।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯଦି ପାକିସ୍ତାନରେ ସବୁଠାରୁ ଅଧିକ ଦୁଃଖିତ କେହି ଅଛନ୍ତି, ତେବେ ସେ ହେଉଛନ୍ତି ପୂର୍ବତନ କ୍ରିକେଟର୍‌ ଶାହିଦ ଆଫ୍ରିଦି। ନିରନ୍ତର ମିଛ ଏବଂ ଅପପ୍ରଚାର କରୁଥିବା ଆଫ୍ରିଦିଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି।…

ଭାରତର ସୁଦର୍ଶନ ଚକ୍ର ଏସ୍‌-୪୦୦

ଚଳିତ ମାସ ୭ ତାରିଖ ସକାଳୁ ଉଠୁ ଉଠୁ ସମସ୍ତଙ୍କ ମୁଖରେ ଗୋଟିଏ ଚାଞ୍ଚଲ୍ୟକର ଖବର ଯେ ଭାରତ ପହଲଗାମ୍‌ ଆତଙ୍କବାଦୀ ଅମାନବୀୟ ହତ୍ୟାକାଣ୍ଡର ଦଣ୍ଡ ଦେବା ପାଇଁ ପାକିସ୍ତାନସ୍ଥିତ ୯ ଗୋଟି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ…

ବୋର୍ଡ ଲଗାଇବାକୁ କାଟିଦେଲେ ୧୦ବର୍ଷର ଗଛ

ଭୁବନେଶ୍ୱର,୧୯ା୫(ବନ୍ଦନା ସେଠୀ): ଅତି ଜରୁରୀ ଥିଲେ ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଇବାର ନିୟମ ରହିଛି। ସେହିପରି କୌଣସି ଗଛ କାଟିବା ପୂର୍ବରୁ ଡିଏଫ୍‌ଓଙ୍କଠାରୁ ଅନୁମତି ନେବାର ବିଧି ରହିଛି। ମାତ୍ର ଖୋଦ୍‌ ରାଜଧାନୀରେ ପୁଣି ସରକାରୀ କାର୍ଯ୍ୟରେ ଖୁଲମ୍‌ଖୁଲା…

EPFOରେ ହେଲା ୫ ବଡ଼ ପରିବର୍ତ୍ତନ: ସଞ୍ଚୟକୁ କରିବ ପ୍ରଭାବିତ

ନୂଆଦିଲ୍ଳୀ,୧୯।୫: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ୨୦୨୫ରେ ଅନେକ ବଡ଼ ପରିବର୍ତ୍ତନ କରିଛି। ଏହାର ଲକ୍ଷ୍ୟ ପ୍ରକ୍ରିୟାଗୁଡ଼ିକୁ ସହଜ, ଡିଜିଟାଲ ଏବଂ ସ୍ବଚ୍ଛ କରିବା। ଏହି ପରିବର୍ତ୍ତନଗୁଡ଼ିକ କେବଳ କର୍ମଚାରୀମାନଙ୍କ ପାଇଁ ସୁବିଧାଜନକ ନୁହେଁ। କିନ୍ତୁ ଏହା ସେମାନଙ୍କର ସଞ୍ଚୟ…

ତାଣ୍ଡବ ରଚିବ ବର୍ଷା ସହ ଝଡ଼, ୪ ଦିନ ପାଗରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୧୯।୫: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଅନୁମାନ କରାଯାଇଛି। ଆସନ୍ତା ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ…

ଫିଟୁଛି ଗୁମର, ୟୁଟ୍ୟୁବର ଜ୍ୟୋତିଙ୍କର ଚାଇନା ସହ ରହିଛି କି ସମ୍ପର୍କ? ପୋଲିସ କହିଲା…

ନୂଆଦିଲ୍ଲୀ,୧୯।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ହିସାର ପୋଲିସ କହିଛି ଯେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ପିଆଇଓ) ତାଙ୍କୁ ଭାରତ ବିରୁଦ୍ଧରେ ପ୍ରସ୍ତୁତ କରୁଥିଲା ଯାହା ଦ୍ୱାରା ତାଙ୍କୁ ସଠିକ ସମୟରେ ବ୍ୟବହାର…

ପାକିସ୍ତାନର ପୋଲ୍‌ ଖୋଲିବାକୁ ଚାହୁଁନାହାନ୍ତି ୟୁସୁଫ ପଠାନ: ସଂସଦୀୟ ଦଳ ସହିତ ଯିବାକୁ କଲେ ମନା

ନୂଆଦିଲ୍ଲୀ,୧୯।୫: ପାକିସ୍ତାନର ପୋଲ୍‌ ଖୋଲିବା ପାଇଁ ଭାରତ ଅନେକ ଦେଶକୁ ଏମ୍‌ପିଙ୍କ ଏକ ପ୍ରତିନିଧିମଣ୍ଡଳ ପଠାଇବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ନେତାମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ସରକାର ତୃଣମୂଳ କଂଗ୍ରେସ…

ପାକିସ୍ତାନ ମନ୍ତ୍ରୀଙ୍କ ସହ ରହିଛି ଶଶି ଥରୁରଙ୍କ ସମ୍ପର୍କ! ପାକ୍‌ ଖବରଦାତା କହିଲେ…

ଇସଲାମାବାଦ/ନୂଆଦିଲ୍ଲୀ,୧୯।୫: ଅପରେଶନ ସିନ୍ଦୂର ପରେ, ଭାରତ ସାରା ବିଶ୍ୱରେ ନିଜର ମତାମତ ଉପସ୍ଥାପନ କରିବା ପାଇଁ ସର୍ବଦଳୀୟ ଦଳ ଗଠନ କରିଛି। ଏଥିରେ କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ଦଳ ଚାଲିଛି। ଏହି ପ୍ରସଙ୍ଗଟି ଭାରତ ଏବଂ ପାକିସ୍ତାନରେ…

ଭାରତର ଆକ୍ସନରେ ବାଂଲାଦେଶରେ ହଇଚଇ: ରାସ୍ତାରେ ଧାଡି ଲାଗିଛି

ଢାକା,୧୯।୫: ବାଂଲାଦେଶର ୟୁନୁସ ସରକାର ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ ନେଉଛନ୍ତି। ଦୀର୍ଘ ସମୟ ଧରି ବାଣିଜ୍ୟ ସହାୟତା ପାଇଁ ଭାରତ ଉପରେ ନିର୍ଭରଶୀଳ ବାଂଲାଦେଶ ଏବେ ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରୁଛି। ବାଂଲାଦେଶକୁ ଶିକ୍ଷା ଦେବା ପାଇଁ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri