Home Left

୨୦୨୫ ପାଇଁ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ବର୍ଷ ଶେଷବେଳକୁ କୋଟିପତି ହୋଇଯିବେ ଏହି ୭ରାଶି!

ନୂଆଦିଲ୍ଲୀ,୩୧।୫: ବୁଲଗେରୀୟ ରହସ୍ୟମୟୀ ତଥା ଭବିଷ୍ୟବକ୍ତା ବାବା ଭାଙ୍ଗା, ଯିଏ “ବାଲକାନର ନଷ୍ଟ୍ରାଡାମସ” ଭାବେ ପରିଚିତ, ତାଙ୍କ ଭବିଷ୍ୟବାଣୀ ମାଧ୍ୟମରେ ସାରା ବିଶ୍ୱରେ ଲୋକଙ୍କୁ ଆକର୍ଷିତ କରିଛନ୍ତି। ତାଙ୍କର ୨୦୨୫ ପାଇଁ ଭବିଷ୍ୟବାଣୀ ଅନୁଯାୟୀ, ମେଷ, ବୃଷ, ମିଥୁନ, ସିଂହ ଏବଂ…

ମହଙ୍ଗା ପଡିଲା ହେଟ ସ୍ପିଚ ଦେବା, ଆବାସ ଦୋଷୀ ସାବ୍ୟସ୍ତ

ମାଉ,୩୧।୫: ମାଫିଆ ମୁଖତାର ଅନସାରୀଙ୍କ ପୁଅ ଏବଂ ମାଉ ସଦରର ସୁଭସପା ବିଧାୟକ ଅବ୍ବାସ ଅନସାରୀଙ୍କୁ ଘୃଣାପୂର୍ଣ୍ଣ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସେହି ସମୟରେ, କାକା ମନସୁର ଅନସାରୀଙ୍କୁ ଷଡ଼ଯନ୍ତ୍ରରେ ଅଂଶଗ୍ରହଣ କରିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି।…

ଟିଭି ସିରିଆଲକୁ ଫେରିବେ ଭାଜପା ନେତ୍ରୀ ସ୍ମୃତି ଇରାନୀ, ଜାଣନ୍ତୁ କାହିଁକି?

ମୁମ୍ବାଇ,୩୧।୫: ଭାରତୀୟ ଟେଲିଭିଜନର ଆଇକନିକ ଧାରାବାହିକ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ର ଦ୍ୱିତୀୟ ସିଜନ ପାଇଁ ସୁଟିଂ ଆରମ୍ଭ ହୋଇଛି। ଏହି ଧାରାବାହିକରେ ତୁଳସୀ ବିରାଣୀ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ତଥା ପୂର୍ବତନ କେନ୍ଦ୍ରୀୟ…

ଦାରିଙ୍ଗବାଡ଼ିରେ ବର୍ଷା ସାଙ୍ଗକୁ ଅଦିନ କୁହୁଡ଼ି, ଜନଜୀବନ ପ୍ରଭାବିତ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ଦିନ ତମାମ ପାଗ ମେଘୁଆ ସହ ବର୍ଷା ଲାଗିରହିଛି। ସେହିପରି ଦିନ ହେଉକି ରାତି ଦାରିଙ୍ଗବାଡ଼ି ଓ ତାର ଆଖପାଖ ଅଞ୍ଚଳରେ ଘନକୁହୁଡି…

ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର,୩୧ା୫: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ ହୋଇଛି। ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ଉପୁଜିଛି। ଶୀତଳଷଷ୍ଠୀ ଭଳି ଦିନରେ ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତୀ ନକରି ସିଧା…

୧୯ ଘଣ୍ଟା ଅଟକ ପରେ ବିଧାୟକ, ଗ୍ରାମବାସୀଙ୍କୁ ଛାଡିଲା ପୋଲିସ

ସୁନ୍ଦରଗଡ଼/ବଣାଇଁ,୩୧।୫(ଜୟ ନାରାୟଣ ମେଣ୍ଡୁଳି/ପ୍ରଦୀପ ତ୍ରିପାଠୀ): ୧୯ ଘଣ୍ଟା ଅଟକ ପରେ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀଙ୍କୁ ଛାଡ଼ିଲା ପୋଲିସ। ଉପ ଜିଲାପାଳ, ଅତିରିକ୍ତ ଏସ୍‌ପି ଏବଂ ଏସଡିପିଓ ଅଟକ ବିଧାୟକ ଓ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଛାଡ଼ିଲା ପୋଲିସ।…

ଶେଷ ପର୍ଯ୍ୟାୟରେ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ମନ ମୋହୁଛି ମୀନା ବଜାର

ପୁରୁଷୋତ୍ତମପୁର,୩୧ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ଐତିହାସିତ ପଞ୍ଚ ଠାକୁରାଣୀଙ୍କ ଦ୍ବିତୀୟ ବାର୍ଷିକ ଯାତ୍ରାର ଶେଷ ପର୍ଯ୍ୟାୟ ଶନିବାର ୨୫ ଦିନରେ ପହଞ୍ଚିଛି। ମା’ ପଞ୍ଚ ଠାକୁରାଣୀଙ୍କ ଆଶୀର୍ବାଦ ଭିକ୍ଷା ଲାଗି ବଡ଼ବଜାର ଅସ୍ଥାୟୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି…

ଅଫିସ ଯିବା ବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାସ୍ତାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ଅନ୍ୟ ଏକ କାର୍‌ ପଛପଟୁ ଧକ୍କା ଦେବରୁ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ଗଙ୍ଗାଧର ନଗର ନିବାସୀ ଇଞ୍ଜିନିୟର ତୁଷାର…

ଶିଶୁ ଶ୍ରମିକ, ଯୌନ ନିର୍ଯାତନା ରୋକିବା ପାଇଁ ଟାସ୍କ ଫୋର୍ସର ପ୍ରୟାସ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ଶନିବାର ଟାସ୍କ ଫୋର୍ସ କମିଟିର ବୈଠକ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ଆବାହକ ତଥା ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନାର ଅଧିକାରୀ…

ବଜ୍ରପାତରେ ଜଳିଗଲା ଗୁହାଳ: ୩୦ ଛେଳି ଜୀବନ୍ତ ଦଗ୍ଧ

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ କୁମ୍ଭାର ସାହିରେ ବଜ୍ରପାତ ଘଟି କେଶବ ଗୌଡ଼ଙ୍କ ଗୁହାଳ ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେଶବଙ୍କ ଗୁହାଳ ଘରେ ଥିବା ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ…

୯ରୁ ଆନ୍ଦୋଳନକୁ ଓହ୍ଲାଇବେ ବନ କର୍ମଚାରୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ସଂଘ ପକ୍ଷରୁ ୩ ଦଫା ଦାବି ନେଇ ଜୁନ୍‌ ୯ରେ ରାଜ୍ୟର ସମସ୍ତ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ। ତେଣୁ ଆଗାମୀ ଆନ୍ଦୋଳନ କିଭଳି ସଫଳ ହେବ…

ଏଥର RCB ହେବ ଆଇପିଏଲ୍‌ ଚାମ୍ପିୟନ୍‌! ଏହି ରେକର୍ଡ କହୁଛି ସବୁକିଛି, ଷ୍ଟେନ୍‌ କହିଲେ…

ନୂଆଦିଲ୍ଲୀ,୩୧।୫: IPL 2025ର ପ୍ରଥମ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି RCB ଫାଇନାଲରେ ପ୍ରବେଶ କରିଛି। IPL 2025ର ଫାଇନାଲ ୩ ଜୁନରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। IPL ଇତିହାସରେ ଚତୁର୍ଥ ଥର ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri