Home Left

କର୍ଣ୍ଣେଲ ସୋଫିଆ କୁରେଶୀ, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କୁ ଭାଜପା କରିବାକୁ ଚାହୁଁଛି ଦଳୀୟ ପ୍ରଚାରର ମୁହଁ? ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ,୨।୬: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର (ଜୁନ ୧, ୨୦୨୫) କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କୁ ଦଳର ନିର୍ବାଚନ ପ୍ରଚାରର ଚେହେରା ଭାବରେ ବ୍ୟବହାର କରିବାର ଯୋଜନା ସମ୍ପର୍କରେ ରିପୋର୍ଟକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ…

ଟେଷ୍ଟ ପରେ ଆଇପିଏଲରୁ ଅବସର ନେବେ କୋହଲି? ଯଦି ଆଇପିଏଲ ଫାଇନାଲ ଜିତିଗଲେ…

ନୂଆଦିଲ୍‌ଲୀ,୨।୬: ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ ଅବସର ନେଇଗଲେ। ତାଙ୍କର ଏହି ନିଷ୍ପତ୍ତି କେବଳ ପ୍ରଶଂସକଙ୍କୁ ନୁହେଁ ବରଂ କ୍ରିକେଟ ଜଗତକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ତଥାପି, ଏବେ ଲୋକମାନେ ଅନୁଭବ କରୁଛନ୍ତି ଯେ କୋହଲି ଆଇପିଏଲ ଟାଇଟଲ ଜିତିବା…

ବଢି ଚାଲିଛି କରୋନା ସଂକ୍ରମଣ, ପଜିଟିଭ ସଂଖ୍ୟା ୩ ହଜାର ଟପିଲା, ଜାଣନ୍ତୁ କେତେ ଜଣଙ୍କର ହେଲାଣି ମୃତ୍ୟୁ

ନୂଆଦିଲ୍ଲୀ,୨।୬: ସାରା ଦେଶରେ କୋଭିଡ-୧୯ର ସକ୍ରିୟ ମାମଲା ସଂଖ୍ୟା ୩୭୫୮କୁ ବୃଦ୍ଧି ପାଇଛି, ଯେତେବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MoHFW) ରବିବାର (ଜୁନ ୧, ୨୦୨୫)…

ଭାଇରାଲ ପୋଷ୍ଟରୁ ଗିରଫଦାରି: ବଢୁଛି ବିବାଦ

ନୂଆଦିଲ୍ଲୀ, ୨।୬: ପୁଣେ ଆଇନ ବିଶ୍ୱବିଦ୍ୟାଳୟର ୨୨ ବର୍ଷୀୟା ଛାତ୍ରୀ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଶର୍ମିଷ୍ଠା ପନୋଲିଙ୍କୁ ଗତ ଶୁକ୍ରବାର କୋଲକାତା ପୋଲିସ ଗୁରୁଗ୍ରାମରୁ ଗିରଫ କରିଥିଲା। ଭାରତର ‘ଅପରେଶନ ସିନ୍ଦୂର’କୁ ନେଇ ବଲିଉଡ୍‌ର ଏକ ନିର୍ଦ୍ଦିଷ୍ଟ ଧର୍ମର ଅଭିନେତାମାନେ ଚୁପ୍‌…

ଫାଇନାଲରେ ବର୍ଷା ହେଲେ କେଉଁ ଟିମ୍‌ ହାତେଇବ ଟ୍ରଫି, ଜଣାପଡିଲା…

ନୂଆଦିଲ୍ଲୀ,୨।୬: ଜୁନ ୩ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ। ଉଭୟ ଦଳ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟ୍ରଫି ପାଇଁ ମୁକାବିଲା କରିବେ। ଯେଉଁ ଦଳ ଜିତିବ, ଏହା ନିଶ୍ଚିତ ଯେ ଏଥର ଆମେ ଏକ…

ଉତ୍ତରପୂର୍ବାଞ୍ଚଳ ସ୍ଥିତି ସଙ୍ଗିନ

ଗୁଆହାଟୀ,୨ା୬: ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷାଜନିତ ଅଚାନକ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୧ରେ ପହଞ୍ଚତ୍ଥିବାବେଳେ ସ୍ଥିତି ସଙ୍ଗିନ ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ଆସାମ ଓ ଅରୁଣାଚଳପ୍ରଦେଶରେ ୯ ଜଣ ଲେଖାଏ ପ୍ରାଣ…

ଖାଦ୍ୟ ପାଇଁ ଯାଉଥିବାବେଳେ ଗୁଳି: ୩୨ ମୃତ

ରାଫାହ,୨ା୬: ଗାଜା ଷ୍ଟ୍ରିପ୍‌ର ଏକ ସହାୟତା କେନ୍ଦ୍ରରୁ ଭୋକିଲା ଲୋକମାନେ ରବିବାର ଖାଦ୍ୟ ସଂଗ୍ରହ କରୁଥିବାବେଳେ ଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ଅନୂ୍ୟନ ୩୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭୦ ଜଣ ଆହତ ହୋଇଛନ୍ତି। ଆମେରିକାର ଏକ ଘରୋଇ ସଂଗଠନ ପକ୍ଷରୁ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୨୨ କ୍ରିଡ଼ାବିତ୍‌ଙ୍କ ଜୀବନ

ଅବୁଜା (ନାଇଜେରିଆ),୧ା୬: ନାଇଜେରିଆର ଉତ୍ତର ଭାଗରେ ଥିବା କାନୋ ପ୍ରଦେଶରେ ଏକ ବସ୍‌ ବ୍ରିଜ୍‌ ତଳକୁ ଖସିପଡ଼ିବାରୁ ୨୨ଜଣ କ୍ରୀଡ଼ାବିତ୍‌ଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଖେଳାଳିମାନେ ଏକ କ୍ରୀଡ଼ା ଉତ୍ସବରେ ଯୋଗଦେଇ ବସ୍‌ ଯୋଗେ ଘରକୁ ଫେରୁଥିବାବେଳେ…

ରୁଷିଆକୁ ବୁଦ୍ଧିରେ ଚକମା ଦେଲା ୟୁକ୍ରେନ୍: କାଠ ଭିତରେ ଲୁଚାଇ ଟ୍ରକରେ ଆଣି ଉଡାଇଦେଲେ ୪୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧।୬: ୟୁକ୍ରେନର ସିକ୍ରେଟ ସର୍ଭିସ ରବିବାର ଏକ ଜଟିଳ ଓ ଅତ୍ୟନ୍ତ ଗୋପନୀୟ ଅପରେଶନ କରି ରୁଷିଆ ଅଞ୍ଚଳରେ ଥିବା ଏକାଧିକ ବିମାନ ଘାଟିରେ ୪୧ଟି ରୁଷିଆ ଯୁଦ୍ଧ ବିମାନକୁ କ୍ଷତିଗ୍ରସ୍ତ କରିଛି। ଦୂରତ୍ୱ ସୀମାବଦ୍ଧତାକୁ ଏଡ଼ାଇବା ପାଇଁ ଏକ ଅଭିନବ…

ଫେରାର ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟ, ଡକାୟତି ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ରହି ଫେରାର ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମାମଲାର ତଦନ୍ତକାରୀ ଅଧିକାରୀ ତଥା ଏସ୍‌ଆଇ ଜୟନାଥ ପ୍ରଧାନ ଗିରଫ…

ପୁଣି ଧମକାଇଲା ପାକିସ୍ତାନ: ଏସିଆ କପ ସ୍ଥାନାନ୍ତର ପାଇଁ କରିବ ଦାବି

ନୂଆଦିଲ୍ଲୀ,୧।୬: ପାକିସ୍ତାନ ହକି ଫେଡେରେସନ (PHF) କହିଛି ଯେ, ଯଦି ତାଙ୍କ ଜାତୀୟ ଦଳ ପାଇଁ ଭିସା ନିଶ୍ଚିତ ନ ହୁଏ, ତେବେ ସେ ଆଗାମୀ ଏସିଆ କପକୁ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିବ। ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ…

ଅନ୍ୟଜାତିରେ କରିଥିଲେ ବିବାହ: ମୃତ୍ୟୁ ପରେ ଅନ୍ତିମ ଦର୍ଶନ କଲେନି ପରିବାର

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ଜାତି ପ୍ରଥାର ଘୃଣ୍ୟରୂପ। ଅନ୍ୟଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ବି ନିଜ ରକ୍ତ ସମ୍ପର୍କୀୟ ପର କଲେ। ଅନ୍ତିମ ଦର୍ଶନ କଲେ ନାହିଁ। ଶବ ସତ୍କାର ପାଇଁ କେହି ଆସିଲେ ନାହିଁ। ଶେଷରେ ସତ୍କାର କଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri