Home Left

କେନ୍ଦ୍ରୀୟ ବିଦ୍ୟାଳୟ ଟିମ୍‌ର ସ୍ଥାନ ପରିଦର୍ଶନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦ୍ରୀୟ ବିଦ୍ୟାଳୟର ଏକ ଟିମ୍‌ କେନ୍ଦୁଝର ଜିଲା ଆନନ୍ଦପୁରରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଏହି ଟିମ୍‌ରେ କଟକ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ମିଶ୍ର, କେନ୍ଦୁଝର କେନ୍ଦ୍ରୀୟ ବିଦ୍ୟାଳୟର ହେମନ୍ତ କୁମାର ସାହୁ କେନ୍ଦ୍ରୀୟ…

ମୋବାଇଲ ଲୁଟ୍‌ ଉଦ୍ୟମ କରୁଥିବା ଦୁଇ ନାବାଳକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଆନନ୍ଦପୁର,୪। ୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜଛକଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ପକେଟ୍‌ରୁ ଦୁଇ ନାବାଳକ ଜଣେ ଏକ ଦାମୀ ମୋବାଇଲ୍‌ ଲୁଟ୍‌ କରି ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ…

କାନ୍ଥରେ ଆତଙ୍କାବାଦୀଙ୍କ ଯୋଜନା ଦେଖି ଚିନ୍ତାରେ ପୋଲିସ

ମୁମ୍ବାଇ,୪।୬: ନଭି ମୁମ୍ବାଇ ଓରଣର ଏକ ବ୍ରିଜ୍‌ର କାନ୍ଥରୁ ଆତଙ୍କବାଦୀଙ୍କ ସହ ଜଡିତ ଥିବା ଏକ ବାର୍ତ୍ତା ପୋଲିସକୁ ମିଳିଛି। ଏହି ବାର୍ତ୍ତାରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଓ ଅବୁ ବକର ଅଲ ବାଗଦାଦିଙ୍କ ନଁା ଲେଖା ହେବା ସହ ସହରର…

ମହାରାଷ୍ଟ୍ର କଂଗ୍ରେସକୁ ଝଟ୍‌କା: ବିଧାୟକ ପଦରୁ ଇସ୍ତଫା ଦେଲେ ରାଧାକୃଷ୍ଣ ପାଟିଲ

ମୁମ୍ବାଇ,୬।୪: ଲୋକ ସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସକୁ ପୁଣି ଥରେ ଲାଗିଛି ଏକ ବଡ ଝଟକା। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସମୟରେ ସେ କହିଛନ୍ତି, ଲୋକ ସଭା…

ତିଆନାନ୍‌ମେନ୍‌ ନରସଂହାରକୁ ପୂରିଲା ୩୦ ବର୍ଷ

ବେଜିଂ,୪।୬: ଚାଇନାର ରାଜଧାନୀ ବେଜିଂର ତିଆନାନ୍‌ମେନ୍‌ ଛକ ନରସଂହାରକୁ ମଙ୍ଗଳବାର ୩୦ ବର୍ଷ ପୂରଣ ହୋଇଛି। ୧୯୮୯ ଜୁନ୍‌ ୪ରେ ଏଠାରେ ସମବେତ ଛାତ୍ର କମ୍ୟୁନିଷ୍ଟ ଶାସକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଦେଶରେ ଗଣତନ୍ତ ଶାସନ ପାଇଁ ଦାବୀ ହୋଇଥିଲା।…

କଏଦୀ ପେଟ୍ରୋଲ ପମ୍ପ୍‌ରେ କରିବେ କାମ

ପଟିଆଲା,୪।୬: ପଞ୍ଜାବରେ କଏଦୀଙ୍କୁ ପେଟ୍ରୋଲ ପମ୍ପ୍‌ରେ କାମ କରିବାର ସୁଯୋଗ ଦିଆଯିବ। ସ୍ଥାନୀୟ କେନ୍ଦ୍ରୀୟ ଜେଲ୍‌ରଟ୍ରେନିଂ ସ୍କୁଲ ସମ୍ମୁଖରେ ଥିବା ଥାପ୍ପର ବିଶ୍ୱବିଦ୍ୟାଳୟ ନିକଟରେ ଏହି ପେଟ୍ରୋଲ ପମ୍ପ୍‌ ସ୍ଥାପନ କରାଯିବ। ୭୫ ପ୍ରତିଶତ ଜେଲ୍‌ ଦଣ୍ଡ ଭୋଗୀଥିବା କଏଦୀଙ୍କୁ ଏଠାରେ…

ବିବାହ ଉପରେ ଭରସା ନାହିଁ: ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ବିବାହକୁ ନେଇ ସବୁବେଳେ କିଛି ନା କିଛି ଖବର ଆସୁଛି ସାମ୍ନାକୁ। ନିକଟରେ ‘ଭାରତ’ ଫିଲ୍ମର ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିବା ସଲମାନ ପୁଣି ଥରେ ତାଙ୍କ ବିବାହକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ସବୁବେଳେ ଗଣମାଧ୍ୟମ…

ଅକ୍ସଫୋର୍ଡ ୟୁନିଭର୍ସିଟିରେ ଲାଗିବ ରୋବୋ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ

ଲଣ୍ଡନ, ୪।୬: ବୈଜ୍ଞାନିକମାନେ ଏବେ ଏମିତି ରୋବୋ ତିଆରି କରିଛନ୍ତି ଯେଉଁ ରୋବୋ ଚିତ୍ର ଆଙ୍କି ପାରିବ ଏହି ରୋବୋର ନାଁ ଦିଆଯାଇଛି ଆଇଡା (Ai-Da)। ରୋବୋଟିକୁ ଏକ ସୁନ୍ଦର ଯୁବତୀର ରୂପ ଦିଆଯାଇଛି। ଏହା ତା’ର ରୋବୋଟିକ୍‌ ହାତ ଓ…

ଜାପାନୀ ଜ୍ୱର ୪୦ ବର୍ଷରେ ନେଇଛି ୧୦ ହଜାର ଜୀବନ: ବାହାରିଲା ଔଷଧ

ପାନିପଥ,୪।୬: ଗତ ୪୦ବର୍ଷ ମଧ୍ୟରେ ଜାପାନୀ ଜ୍ୱର ବା ଜାପାନୀ ଇନସେଫ୍ଲାଇଟିସ୍‌ ଦେଶରେ ୧୦ ହଜାରଲୋକଙ୍କ ଜୀବନ ନେଇଛି। ସମ୍ପ୍ରତି ହରିୟାଣା ମାନେସରସ୍ଥିତ ବ୍ରେନ୍‌ ରିସର୍ଚ୍ଚ ସେଣ୍ଟରର ୧୪ ବୈଜ୍ଞାନିକ ଏବଂ ଶହେରୁ ଅଧିକ ଗବେଷକ ଦୀର୍ଘ ୧୫ ବର୍ଷ ଗବେଷଣା…

ତାତି କମିଲା: ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ହ୍ରାସ ପାଇଛି। ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀଜନିତ ବର୍ଷା ଲାଗିରହିଛି। ଆସନ୍ତା ୭ ତାରିଖ ଯାଏ ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା…

ଗଛକଟା ହେଲା କାଳ: ୟୁକାଲିପ୍‌ଟସ କାଟିବା ସମୟରେ ବ୍ୟକ୍ତଙ୍କ ଜୀବନଗଲା

ତାଳଚେର,୪।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ସୌଭାଗ୍ୟ ନଗରରେ ଗଛ କାଟିବା ସମୟରେ ମଙ୍ଗଳବାର ଗଛପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶ୍ରୀକାନ୍ତ ବେହେରା(୩୦)। ଶ୍ରୀକାନ୍ତ ସୌଭାଗ୍ୟ ନଗରର ଦୁର୍ଯ୍ୟୋଧନ ବେହେରାଙ୍କ ଗଛ କାଟିବାକୁ ଯାଇଥିଲେ। ଏକ ୟୁକାଲିପ୍‌ଟସ…

ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ଧାରଣା

ସରଣ୍ଡା,୪।୬(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ପୂରିବାକୁ ବସିଲାଣି। ହେଲେ ଧାନ କିଣାବିକାରେ ସୁଧାର ଆସୁନାହିଁ। ମଣ୍ଡିକୁ ଧାନ ଆସୁଛି, ମାତ୍ର ତାହା ଠିକ୍‌ ଭାବେ ଉଠୁ ନାହିଁ। ବିକ୍ରି ହୋଇ ନ ପାରି ବହୁପରିମାଣର ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?