ନିମାପଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି :୭ ଦିନରେ ୧ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
ନିମାପଡ଼ା, ୯।୬(ଡି.ଏନ୍.ଏ.)-ପ୍ରଳୟଙ୍କରୀ ବାତ୍ୟା ପରେ ନିମାପଡ଼ା ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୭ଦିନ ମଧ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ନିମାପଡ଼ା ଓ ଚାରିଛକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫଳରେ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି। ଏଥିରେ ଆକ୍ରାନ୍ତ…
ମେଦବୃଦ୍ଧି ସମସ୍ୟା ଦୂର କରେ ଥଣ୍ଡା କ୍ଷୀର
କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ, ତାହା ସମସ୍ତଙ୍କୁ ଜଣା। ବିଶେଷକରି ଉଷୁମ କ୍ଷୀର ପିଇବାକୁ ସମସ୍ତେ ଭଲପାଆନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ସ୍ବାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ। ଥଣ୍ଡା କ୍ଷୀର…
ଯୁକ୍ତ୨ ବିଜ୍ଞାନରେ ଶୂନ ଫଳାଫଳ କରିଥିବା ୯ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ୯ା୬(ବ୍ୟୁରୋ)- ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୯ କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଗୁଡ଼ିକ ହେଲା ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ମଣ୍ଡଳସ୍ଥିତ ଶ୍ରୀଜଗନ୍ନାଥ ଦେବ ହାଇସ୍କୁଲ, ଅନୁଗୋଳ…
ମ୍ଲାଡେନୋଭିଚ୍ଙ୍କୁ ଦ୍ୱିତୀୟ ଫ୍ରେଞ୍ଚ୍ ଓପନ ଟାଇଟଲ
ପ୍ୟାରିସ, ୯ା୬- ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିଚ୍ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍ ମହିଳା ଡବଲ୍ସ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ଫାଇନାଲରେ ସେ ଏବଂ ହଙ୍ଗେରୀର ତାଙ୍କ ପାର୍ଟନର ଟିମିଆ ବାବୋସ ୬-୨, ୬-୩ ସେଟ୍ରେ ଚାଇନିଜ୍ ଅଣସିଡ୍ ଯୋଡ଼ି…
ଏସସିଓରେ ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍ଙ୍କୁ ଭେଟିବେ ମୋଦି
ନୂଆଦିଲ୍ଲୀ, ୯।୬: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍ଙ୍କୁ ପ୍ରଥମଥର ପାଇଁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିିର୍ଗିିଜିସ୍ତାନର ରାଜଧାନୀ ବିଶକେକଠାରେ ଆୟୋଜିତ ହେବାକୁ ଥିବା ସାଂଘାଇ କୋଅପରେସନ ଅର୍ଗାନାଇଜେସନ (ଏସସିଓ)ର ବୈଠକରେ ଉଭୟ ନେତା ସାକ୍ଷାତ…
ପଶ୍ଚିମବଙ୍ଗ ହିଂସା: ମୋଦିଙ୍କୁ ରିପୋର୍ଟ ଦେବେ ରାଜ୍ୟପାଳ
କୋଲକାତା, ୯।୬: ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ହିଂସା ଥମିବାର ନାଁ ନେଉନି। ରାଜ୍ୟରେ ପ୍ରତିଦିନ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କେଉଁଠି ନା କେଉଁଠି ଗଣ୍ଡଗୋଳ ଲାଗିବାର ଖବର ଆସୁଛି। ଗଣ୍ଡଗୋଳରେ ଉଭୟ ଭାଜପା ଏବଂ ଟିଏମସିର ବହୁ…
ରୁଟିରେ ଘିଅ ଲଗାଇ ଖାଇଲେ ମିଳେ ଏସବୁ ଲାଭ
ଅଧିକାଂଶ ଲୋକେ ତେଲିଆ ଖାଦ୍ୟ ଖାଇବାକୁ ପସନ୍ଦ କରି ଥାଆନ୍ତି। ହେଲେ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଡାକ୍ତର କୁହନ୍ତି। ଆଉ କେତେଜଣ ରୁଟିରେ ରିଫାଇନ୍ ତେଲ ଲଗାଇ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ ଏହା ଶରୀର ପାଇଁ…
ଶରୀରର ଓଜନ କମ୍ କରିବାର ଅଭିନବ ପ୍ରୟାସ
ଶରୀରର ଓଜନ କମ୍ କରିବାକୁ କିଏ କେତେ ପ୍ରକାରର ଉପାୟ ଆପଣାଇ ଥାଆନ୍ତି। ହେଲେ ଲଣ୍ଡନରେ ରହୁଥିବା ଏଲେକ୍ସ ବୋଗାତିରିଓ୍ବ ନିଜ ଶରୀରର ଓଜନ କମ୍ କରିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରନ୍ତି ତାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ…
ଧୋନୀ ଜଣେ ଦେଶଭକ୍ତ: ଗିରିରାଜ
ଲଣ୍ଡନ,୯।୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗ୍ଲୋଭ୍ସ ନେଇ ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ଆର୍ମି ପ୍ରତୀକ ବଳିଦାନ ବ୍ୟାଜ ପରିଧାନ କରିବା ପରେ ଏନେଇ ଏବେ ବିବାଦ ଦେଖାଦେଇଛି। ଏନେଇ…
ଏମିତି ଗାଁ ଯେଉଁଠି ଖେଳନା ନୁହେଁ ସାପ ସହିତ ଖେଳନ୍ତି ଛୋଟପିଲା….
ସାଧାରଣତଃ ସାପକୁ ସଭିଏଁ ଭୟ କରିଥାନ୍ତି। ତେବେ ଛୋଟପିଲା ଖେଳନାରେ ନ ଖେଳି ସାପ ସହିତ ଖେଳିବା ଶୁଣିଲେ ଯେ କେହି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଉତ୍ତରପ୍ରଦେଶ କାନପୁର ଅଞ୍ଚଳରେ ରହିଛି ଏକ ଗାଁ। ଏଠାରେ ସାପୁଆ କେଳା ସମ୍ପ୍ରଦାୟ ବାସ…
ସ୍ବତନ୍ତ୍ର କ୍ଲବରେ ରୋହିତ-ଧାଓ୍ବନ
ଲଣ୍ଡନ,୯ା୬: ଭାରତୀୟ କ୍ରିକେଟ ଦଳର ଓପ୍ନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶିଖର ଧାଓ୍ବନ ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଯୋଡ଼ି ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ମ୍ୟାଚ୍ରେ ୧୨୭ ରନ୍ର ଭାଗୀଦାରି କରିଛନ୍ତି। ଆଇସିସି ଟୁର୍ନାମେଣ୍ଟରେ…
କାଳବୈଶାଖୀ ଉଡ଼ାଇ ନେଲା ଛପର:ପଲିଥିନ୍ ତଳେ ବିତୁଛି ଜୀବନ
ଉମରକୋଟ, ୯।୬(ଡି.ଏନ୍.ଏ.):କାଳବୈଶାଖୀ ଉଡ଼ାଇ ନେଲା ଘର ଛପର। ପଲିଥିନ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ଚାରିପ୍ରାଣୀ। ପୂର୍ବରୁ ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏଯାବତ୍ ମିଳିନାହିଁ। ଏବେ ପଲିଥିନ୍ ଛପର ଘର ହିଁ ଆମ ସାହାରା ବୋଲି…

