Home Left

ପଣବନ୍ଦୀ ଓଡ଼ିଆ ନାବିକ ସୁଦୀପ ଉଦ୍ଧାର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ଉଦ୍ଧାର କରାଯାଇଛି। ସୁଦୀପଙ୍କ ସହ ସମସ୍ତ ୪ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏ ନେଇ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।…

କ୍ୟାଟରୀନାଙ୍କୁ ନୁହେଁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଉରି ଷ୍ଟାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିକି କୌଶଳ ନିଜ ପର୍ସନାଲ ଲାଇଫ୍‌କୁ ନେଇ ବିଟାଉନରେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ହରଲୀନ ସେଟ୍ଟୀଙ୍କ ସହ ବ୍ରେକ୍‌ ଅପ୍‌ ପରେ କ୍ୟାଟରୀନା ଓ ଭୂମି ପେଦେନକରଙ୍କ ସହ ବିକିଙ୍କ ନଁା ଯୋଡା ହୋଇସାରିଛି। ହେଲେ ଏବେ…

ବିଶ୍ୱର ସବୁଠୁ ଲମ୍ବା ଓ୍ବାଟର ସ୍ଲାଇଡ୍‌ : ୧୧୪୦ ମିଟରକୁ ୪ ମିନିଟ୍‌ରେ କରିବେ ଅତିକ୍ରମ

ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ପାଇଁ ମାଲେସିଆର ଏସ୍‌କେପ୍‌ ଥିମ୍‌ ପାର୍କରେ ୧୧୪୦ ମିଟରର ଏକ ଓ୍ବାଟର ସ୍ଲାଇଡ୍‌ ନିର୍ମାଣ କରାଯାଇଛି। ଯାହା ବିଶ୍ୱର ସବୁଠୁ ଲମ୍ବା ଓ୍ବାଟର ସ୍ଲାଇଡ୍‌। ଏହା ଆସନ୍ତା ଅଗଷ୍ଟରେ ଓପନ୍‌ ହେବ। ଥିମ୍‌ ପାର୍କର ମୁଖ୍ୟ କାର୍ଯ୍ୟ…

ରବିବାର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାରଠାରୁ ଆରମ୍ଭ ହେବ। ଅଲ୍‌ ଇଣ୍ଡିଆ ରେଡିଓରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଆୟୋଜିତ ହୋଇଥାଏ। ମୋଦିଙ୍କ ପ୍ରଥମ ଇନିଂସ୍‌ର ଶେଷ ମନ୍‌ କି…

ଅଚାନକ ଜିଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଯୋଗୀ

ଲକ୍ଷ୍ନୌ,୨୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଅଚାନକ ଭାବେ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ରୋଗୀଙ୍କୁ ଭେଟିବା ସହ ହସ୍ପିଟାଲରେ ଉବଲବ୍ଧ ହେଉଥିବା ସୁବିଧା ଅସୁବିଧା କଥା ମଧ୍ୟ ପଚାରି ବୁଝିଥିଲେ। ଆଗକୁ ବର୍ଷାଦିନ ଆସୁଥିବାରୁ…

ସ୍କୁଟର ଆଣ୍ଟିଙ୍କ ଡାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୪: ୪୦ ୫୦ ବର୍ଷ ବୟସରେ ମହିଳାଙ୍କୁ ସ୍କୁଟି, କାର ବାଇକ୍‌ ଚଲାଉଥିବା ଦେଖିଥିବା ବେଳେ କେବେ ଆପଣ ସ୍କୁଟର ଚଲାଉଥିବା ଦେଖିଛନ୍ତି। କେବଳ ଗାଡ଼ି ଚଳାଇବା ନୁହେଁ ତା ସହ ଡ୍ୟାନ୍ସ ମଧ୍ୟ କରୁଥିବା ଦେଖିଛନ୍ତି କି। ହେଲେ କିଛି…

ଜୁଲାଇ ସୁଦ୍ଧା ନିଲାମ ହେବ ୫ରୁ ୧୦ ଖଣି: ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଆସନ୍ତା ଜୁଲାଇ ସୁଦ୍ଧା ୫ରୁ ୧୦ ଖଣି ନିଲାମ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ୨୦୨୦ ସୁଦ୍ଧା ୨୪ ଖଣି ବନ୍ଦ ହେବାର ଅଛି। ଶିଳ୍ପସଂସ୍ଥାକୁ ଯେପରି କଞ୍ଚାମାଲ ଅଭାବ ନ ପଡ଼ିବ, ସେନେଇ…

ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ମାମଲାର ସୁପ୍ରିମ୍‌କୋର୍ଟରେ ହେବ ବିଚାର

ନୂଆଦିଲ୍ଲୀ,୨୯।୬: ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ହେବ। ୬ ସପ୍ତାହ ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ସୋମବାରଠାରୁ ସର୍ବୋଚ୍ଚ ଅଦାଲତ ସାଧାରଣ ଭାବେ କାର୍ଯ୍ୟ କରିବ। ରାହୁଲ ଗାନ୍ଧୀଙ୍କ ଚୌକିଦାର…

ଓଡ଼ିଶା ଫେରିବେ ଜଗା-କାଳିଆ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଦୁଇଭାଇ ଜଗା, କାଳିଆ ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଶନିବାର ଏଭଳି ସୂଚନା ଦେଇଛନ୍ତି ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ। ଜଗା-କାଳିଆଙ୍କ ଓଡ଼ିଶା ଫେରିବା ସମ୍ପର୍କରେ ଏମ୍‌ସ ପକ୍ଷରୁ…

ଯୋଗୀଙ୍କ ଶାସନରେ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି ଅପରାଧୀ: ପ୍ରିୟଙ୍କା

ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଅପରାଧୀ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି। ରାଜ୍ୟ ସରକାରଙ୍କ ଆଇନ କାନୁନକୁ ସେମାନେ ଭୟ କରୁ ନ ଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌ କରି ପ୍ରକାଶ କରିଛନ୍ତି।…

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ହାସଲ କରିବ ଶ୍ରେଷ୍ଠତ୍ୱ: ଶାହ

ନୂଆଦିଲ୍ଲୀ,୨୯।୬: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ଶ୍ରେଷ୍ଠତ୍ୱ ହାସଲ କରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି। ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଆୟୋଜିତ ହୋଇଥିବା ଏକ ୨ ଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଲୋକଙ୍କ…

ଠକଙ୍କ ତାଲିକାରେ ସନ୍ଦେସରା ବ୍ରଦର୍ସ: ବିଭିନ୍ନ ବ୍ୟାଙ୍କରୁ ଠକି ନେଇଛନ୍ତି ୧୫ ହଜାର କୋଟି

ନୂଆଦିଲ୍ଲୀ,୨୯।୬: ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ତୁଳନାରେ ଅଧିକ ଟଙ୍କାର ଠକେଇ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସନ୍ଦେସରା ବ୍ରଦର୍ସଙ୍କ ଦ୍ୱାରା ଆନ୍ଧ୍ରବ୍ୟାଙ୍କ ସମେତ ଦେଶର ଅନ୍ୟ କେତେକ ବ୍ୟାଙ୍କରୁ ୧୪ ହଜାର ୫ଶହ କୋଟିରୁ ଅଧିକ ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?