ସହଜ ଉପାୟରେ ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ କିଓ୍ବି ସ୍କିନ ଟୋନର: ଯାହା ତ୍ୱଚାକୁ କରିବ ଉଜ୍ଜ୍ୱଳ
କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ତେବେ ଖାଲି ଖାଇବାକୁ ଏହା ସ୍ବାଦିଷ୍ଠ ଲାଗିଥାଏ ନ ଥାଏ, ବରଂ ତ୍ୱଚା ପାଇଁ ବରଦାନ…
ଧଳାବାଘ ସମ୍ରାଟ ହାଡ଼ଜନିତ ରୋଗରେ ଆକ୍ରାନ୍ତ
ବାରଙ୍ଗ,୩୦ା୬(ଡି.ଏନ୍.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ଧଳାମହାବଳ ବାଘ ସମ୍ରାଟକୁ ଏବେ ଆଉ ଦର୍ଶକ ଦେଖିପାରିବେ ନାହିଁ। ଅସୁସ୍ଥ ଥିବା କାରଣରୁ ତାକୁ କିଛିଦିନ ପାଇଁ ବିଶ୍ରାମ ଦିଆଯିବ। ଏନକ୍ଲୋଜରର ପଛପଟ ବ୍ୟାକକ୍ରଲରେ ତାକୁ ରଖାଯିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟରେ…
କଟକ ଶିଶୁଭବନରେ ନବଜାତକଙ୍କୁ ଚିକିତ୍ସାରେ ଅବହେଳା: ବାପାଙ୍କ ଫେସ୍ବୁକ ପୋଷ୍ଟ ପରେ ସ୍ଥିତି ବଦଳିଲା
କଟକ ଅଫିସ,୩୦ା୬: ପୁଣି ଚର୍ଚ୍ଚାର ପରିସରକୁ ଆସିଛି କଟକ ଶିଶୁଭବନ। ୨ଦିନ ତଳେ ଜନ୍ମ ହୋଇଥିବା ଏକ ନବଜାତ ଶିଶୁପୁତ୍ରଙ୍କ ଚିକିତ୍ସାରେ ଅବହେଳା କରାଯାଉଥିଲା। ଡାକ୍ତର, କର୍ମଚାରୀଙ୍କୁ ଯେତେ ଗୁହାରି କଲେ ମଧ୍ୟ କେହି କିଛି ଶୁଣି ନ ଥିଲେ। ଶେଷରେ…
ଆଉ ଠକିପାରିବେନି ଅଧ୍ୟାପକ: ୭ଘଣ୍ଟା କଲେଜରେ ରହିବେ, ୫ ଘଣ୍ଟା ପାଠ ପଢ଼ାଇବେ; ଉପସ୍ଥାନ ୭୫%ରୁ କମିଲେ ପରୀକ୍ଷା ମନା
ଭୁବନେଶ୍ୱର,୩୦ା୬(ବ୍ୟୁରୋ): କଲେଜରେ ଛାତ୍ରୀଛାତ୍ର ଓ ଅଧ୍ୟାପକମାନଙ୍କ ଭଲ ଉପସ୍ଥାନ ଓ ପାଠପଢ଼ାକୁ ଗୁରୁତ୍ୱ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜ ଛାତ୍ରୀଛାତ୍ରମାନଙ୍କ ପାଇଁ ଶ୍ରେଣୀରେ ୭୫% ଉପସ୍ଥାନ ବାଧ୍ୟତାମୂଳକ। ନଚେତ୍ ପରୀକ୍ଷା ଦେବାରୁ ବଞ୍ଚତ୍ତ ହେବେ। ସେହିପରି ଅଧ୍ୟାପକଙ୍କର ଓ୍ବାର୍କିଂ ଆଓ୍ବାର…
ଓଡ଼ିଆ ଆଇପିଏସ୍ ଅଫିସର ତାମିଲନାଡୁ ଡିଜିପି
ଭୁବନେଶ୍ୱର, ୩୦ା୬(ବ୍ୟୁରୋ): ଓଡ଼ିଆ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀ ତାମିଲନାଡୁର ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ହୋଇଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ନିଯୁକ୍ତି ଦେଇଥିବାନେଇ ଔପଚାରିକଭାବେ ଘୋଷଣା କରାଯାଇଛି। ପୂର୍ବରୁ ସେ ଚେନ୍ନାଇର ପୋଲିସ କମିଶନର ଭାବେ କାର୍ଯ୍ୟ…
ରଥଯାତ୍ରାକୁ ଆଉ ୪ଦିନ ବାକି: ଅଶାନ୍ତ ହେଲା ପୁରୀ ସହର; ତେଜରାତି ଦୋକାନୀଙ୍କୁ ଗୁଳିମାଡ଼
ପୁରୀ ଅଫିସ,୩୦ା୬: ରଥଯାତ୍ରାକୁ ଆଉ ମାତ୍ର ୪ଦିନ ବାକି ଥିବାବେଳେ ଅଶାନ୍ତ ହୋଇପଡ଼ିିଛି ପୁରୀ ସହର। ଗୋଟିଏ ପଟେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଉଥିବା କହୁଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିିବାରେ ଲାଗିଛି। ଧୀରେ…
ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍
ନୂଆଦିଲ୍ଲୀ,୩୦ା୬(ଆଇଏଏନ୍ଏସ୍): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କରିଥିବା ଖବର ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି। ଚାର୍ଜଶିଟ୍ରେ ମୃତ ପେହଲୁଙ୍କ ନାଁ ଥିବା କୁହାଯାଉଥିବାବେଳେ…
୩୧ ନିୟୁତ ପାଉଣ୍ଡ ଧରି ଦୁବାଇ ଯୁବରାଣୀ ଫେରାର
ଲଣ୍ଡନ,୩୦ା୬(ଆଇଏଏନ୍ଏସ୍): ବିବାହ ବିଚ୍ଛେଦ ପରେ ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରଶିଦ୍ ଅଲ୍ ମକତୁମ୍ଙ୍କ ଷଷ୍ଠ ସ୍ତ୍ରୀ ଯୁବରାଣୀ ହାୟା ବିଣ୍ଟ୍ ଅଲ୍ ହୁସେନ୍ ୩୧ ନିୟୁତ ପାଉଣ୍ଡ ଓ ନିଜର ଦୁଇ ପିଲାଙ୍କୁ ଧରି ୟୁନାଇଟେଡ ଆରବ ଏମିରେଟ୍ସ…
ମାର୍କ ଟୁଲିଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ
ଲଣ୍ଡନ,୩୦ା୬(ପି.ଟି.):ବିଶିଷ୍ଟ ବ୍ରିଟେନ ଖବରଦାତା ସାର୍ ମାର୍କ ଟୁଲିଙ୍କୁ ବ୍ରିଟିଶ-ଭାରତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ‘ଜୀବନବ୍ୟାପୀ ସଫଳତା ପୁରସ୍କାର’ ମିଳିଛି। ଟୁଲି ବିବିସିର ପୂର୍ବତନ ବ୍ୟୁରୋ ଚିଫ୍ ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ଭାରତରେ ରହି ସେ ତାଙ୍କ କର୍ମ ସୁଚାରୁ…
ଶ୍ରୀନୀଳମାଧବ ଜୀଉଙ୍କ ପରିତ୍ୟକ୍ତ ଚନ୍ଦନ ପୋଖରୀ: ସମ୍ପନ୍ନ ହୋଇପାରିଲାନି ପୁନରୁଦ୍ଧାର କାର୍ଯ୍ୟ
ଖଣ୍ଡପଡା,୩୦।୬(ସ୍ବ.ପ୍ର.)-ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ପଡିରହିଥିବା ଶ୍ରୀ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀ ପୁନରୁଦ୍ଧାର ହୋଇପାରିଲା ନାହିଁ। ପୋଖରୀ ପୁନରୁଦ୍ଧାର ଦାୟିତ୍ୱ ନୀଳମାଧବ ବିଦ୍ୟାପୀଠର ୬ ପୁରାତନ ବନ୍ଧୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ କରି ପାରିଲେ ନାହିଁ।…
ମାଲୟାଲମ୍ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍ଙ୍କ ପରଲୋକ
ଥ୍ରିସୁର(କେରଳ),୩୦ା୬(ପି.ଟି.): ଜନପ୍ରିୟ ମାଲୟାଲମ୍ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୯ବର୍ଷ ହୋଇଥିଲା। ସେ କିଛିଦିନ ହେଲା କ୍ୟାନ୍ସର ପୀଡିତ ହୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ ପରିବାର ପକ୍ଷରୁ କୁହାଯାଇଛି। କିମ୍ବଦନ୍ତୀ ନିର୍ଦ୍ଦେଶକ ହରିହରନ୍ଙ୍କ ସହିତ ସେ…
କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲା : ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା
ଚଣ୍ଡିଗଡ଼, ୩୦ା୬ (ପି.ଟି.): ହରିୟାଣା କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲାରେ ଶନିବାର ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର କୌଶଲ୍ଙ୍କ ସ୍ତ୍ରୀ ରୋଶ୍ନୀ ଓ ତାଙ୍କ ଚାକର ନରେଶ ଅଛନ୍ତି । ରୋଶ୍ନୀ ଓ ନରେଶ…

