ଗର୍ଭବତୀ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ : ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ଓଡ଼ଗାଁ,୩୦ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା କୋମଣ୍ଡ ପଞ୍ଚାୟତ ନବରତ୍ନପୁର(ବୁଢ଼ାପଦା)ରେ ଜଣେ ଗର୍ଭବତୀ ମହିଳାଙ୍କ ଅସ୍ବାଭାବିକ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ବନମାଳୀ ବେହେରାଙ୍କ ସ୍ତ୍ରୀ ସୁଷମା(୨୯)ବୋଲି ଜଣାପଡ଼ିଛି। ପରିବାର ଲୋକେ ଅକସ୍ମାତ ଗର୍ଭପାତ କାରଣରୁ ମୃତ୍ୟୁ…
ରାସ୍ତାରୁ କଲେଜ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍ ଟିମ୍ର ଅନୁସନ୍ଧାନ
ଗଞ୍ଜାମ, ୩୦ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ରାସ୍ତା ପଣସପଡ଼ିଆ ସାହୁକାର ପୋଖରୀ ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଛତ୍ରପୁର ଏସ୍ଡିପିଓ ଉତ୍କଳ କେଶରୀ ଦାସ, ଛତ୍ରପୁର…
ଜୁଲାଇ ୬ରେ ଇଣ୍ଡିଆ ଗେଟ୍ରୁ ଆରମ୍ଭ ହେବ ‘ଏକ ବିଧାନ ଏକ ସମ୍ବିଧାନ’ ଅଭିଯାନ
ନୂଆଦିଲ୍ଲୀ,୩୦।୬: ଜୁଲାଇ ୬ରେ ଜନସଂଘ ସଂସ୍ଥାପକ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଇଣ୍ଡିଆ ଗେଟ୍ଠାରୁ ‘ଏକ ବିଧାନ ଏକ ସମ୍ବିଧାନ’ ଅଭିଯାନ ଆରମ୍ଭ ହେବ। ସନ୍ଧ୍ୟା ୫ଟାରେ ଏହା ଆରମ୍ଭ କରାଯିବ। ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା…
ନୌସେନା ଗୋଇନ୍ଦା ବିଭାଗକୁ ସୁଦୃଢ଼ ପାଇଁ ଯୋଜନା କଲା ‘ର’
ନୂଆଦିଲ୍ଲୀ, ୩୦।୬: ଭାରତୀୟ ନୌସେନାର ଗୋଇନ୍ଦା ବିଭାଗକୁ ସୁଦୃଢ଼ କରିବା ପାଇଁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍(ର) ପକ୍ଷରୁ ଯୋଜନା କରାଯାଇଛି। ଏହା ଦ୍ୱାରା ଶତ୍ରୁ ଉପରେ କଡ଼ା ନଜର ରଖାଯାଇ ପାରିବ। ଭାରତ ମହାସାଗରରେ ଚାଇନା ଏବଂ ପାକିସ୍ତାନ ଉପରେ…
ଜେଲରୁ ମୁକୁଳିବା ପରେ ପୋଲିସଙ୍କୁ ମିଠା ବାଣ୍ଟିଲେ ଭାଜପା ବିଧାୟକ
ଇନ୍ଦୋର,୩୦।୬: ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ କର୍ମୀମାନେ ଫୁଲମାଳ ଦେଇ ପାଛୋଟି ନେଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ମଧ୍ୟ ପ୍ରଦେଶର ଇନ୍ଦୋର ସ୍ଥିତ ତାଙ୍କ ବାସଭବନରେ ଭାଜପା କର୍ମୀମାନେ ପୋଲିସଙ୍କୁ ମିଠା…
ନେହରୁବଙ୍ଗଳା ଅଞ୍ଚଳରୁ ଦୁଇଟି ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
ପାରାଦୀପ, ୩୦ା୬(ସ୍ବ.ପ୍ର.) : ପାରାଦୀପସ୍ଥିତ ନେହରୁ ବଙ୍ଗଳା ଅଞ୍ଚଳରୁ ରବିବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରି ନାହିଁ। ମୃତକ ଦ୍ୱୟ ସ୍ଥାନୀୟ ଅଞ୍ଚଳରେ କିଛି ଦିନ ହେବ ବୁଲାବୁଲି କରୁଥିଲେ। ଉଭୟ ମାନସିକ ବିକୃତ…
ପାଟକନାରେ ହାତୀ ଉପଦ୍ରବ: ବନବିଭାଗ ଗାଡ଼ି ଅଟକାଇଲେ ଗ୍ରାମବାସୀ
ବନ୍ତ,୩୦।୬(ସ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ପାଟକନା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗ୍ରାମର କାର୍ତ୍ତିକ ଘଡେଇଙ୍କ କାନ୍ଥକୁ ହାତୀ ଭାଙ୍ଗିଦେଇଛି । ବାଡିରେ ପନିପରିବା ନଷ୍ଟ କରିବା ସହ ଗୋରୁଖାଦ୍ୟ ଖାଇ ନଷ୍ଟ…
ବଲିଉଡ୍ ଛାଡି ପାରନ୍ତି ଦଙ୍ଗଲ ଗର୍ଲ
ମୁମ୍ବାଇ: ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡ୍ରେ ନିଜର ପାରଦର୍ଶିତା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦଙ୍ଗଲ ଗର୍ଲ ଜାଇରା ଓ୍ବାସିମ ବୋଧହୁଏ ବଲିଉଡ୍ ଛାଡିବାକୁ ସ୍ଥିର କରିଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରିଛନ୍ତି…
ବିଦେଶରେ ଥାଇ ସଂସ୍କାର ଭୁଲିନାହାନ୍ତି ପ୍ରିୟଙ୍କା, ଦେଢ଼ଶୁରଙ୍କ ବିବାହ ଉତ୍ସବରେ ପିନ୍ଧିଲେ ଶାଢ଼ି
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ମଧ୍ୟ ସଂସ୍କାର ଭୁଲି ନାହାନ୍ତି। ଏହି ଦେଖୁନାହାନ୍ତି ଦେଢ଼ଶୁର ଅର୍ଥାତ ନିକ୍ଙ୍କ ବଡ଼ଭାଇ ଜୋ ଜୋନ୍ସ ଏବଂ ସଫି ଟର୍ନରଙ୍କ ଦ୍ୱିତୀୟ ବିବାହ ଉତ୍ସବରେ ସେ ଶାଢ଼ି ପିନ୍ଧିବାକୁ ଜମା ବି ଭୁଲି…
ଦୁଇ ଗ୍ରାମବାସୀଙ୍କୁ ଅପହରଣ: ଇନ୍ଫର୍ମର ସନ୍ଦେହରେ ଉଠାଇନେଲେ ମାଓବାଦୀ
ମାଲକାନଗିରି,୩୦।୬(ସ୍ବ.ପ୍ର.): ମାଲକାନଗିରି ଜିଲା କୁକୁରକୁଣ୍ଡର ଦୁଇ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ ଗୁଜା କବାସୀ ଓ ଉଙ୍ଗା କାଲମାଳି। ପୋଲିସ ଇନ୍ଫର୍ମର ସନ୍ଦେହରେ ସେମାନଙ୍କୁ ମାଓବାଦୀ ଉଠାଇ ନେଇଥିବା କୁହାଯାଉଛି।
ପ୍ରବଳ ଗରମ ସହି ନ ପାରି ବିନା ପୋଷାକ ସ୍କୁଟି ଚଳାଇଲେ ଜର୍ମାନୀ ନାଗରିକ: ଭିଡ଼ିଓ ଭାଇରାଲ
ବର୍ଲିନ୍,୩୦।୬: ପ୍ରବଳ ଗରମ ସହି ନ ପାରି ଜଣେ ନର୍ମାନୀ ନାଗରିକ ରାସ୍ତାରେ ବିନା ପୋଷାକରେ ସ୍କୁଟି ଚଳାଉଥିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାଟରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇଥିଲେ ମଧ୍ୟ ତାଙ୍କୁ କିଛି…
କାନ୍ଦିଲେ ମୁଖ୍ୟମନ୍ତ୍ରୀ ବାଘେଲା
ରାୟପୁର,୩୦।୬: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା କାନ୍ଦିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଶନିବାର ସେ ଯେତେବେଳେ ରାଜ୍ୟ କଂଗ୍ରେସର ଦାୟିତ୍ୱ ମୋହନ ମାର୍କମଙ୍କୁ ଅର୍ପଣ କରିଥିଲେ ସେତେବେଳେ କାନ୍ଦି…

