Home Left

ଓଡ଼ଗାଁ ତହସିଲ ହରିଡ଼ାବନ୍ଧ ଗ୍ରାମରେ ଅଗ୍ନିକାଣ୍ଡ: ୮ ବଖରା ପୋଡିଗଲା, ୨ ବଳଦ ଜୀବନ୍ତ ଦଗ୍ଧ

ଓଡ଼ଗାଁ,୨ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ହରିଡ଼ାବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରଙ୍କ ୮ ବଖରା ଜଳିଯାଇଛି ା ରାତିସାରା ବର୍ଷା ହେଉଥିବା ବେଳେ ବିଦ୍ୟୁତ୍‌ ଶର୍ଟସର୍କିଟରୁ ଗୁହାଳ ଘରେ ନିଆଁ ଲାଗି ଚାରିଆଡ଼କୁ…

ଆଫଗାନୀସ୍ତାନରୁ ଆମେରିକା ସୈନ୍ୟ ହଟିବେ;ଗୋଇନ୍ଦା ବିଭାଗ ପୂର୍ବ ଭଳି ଜାରି ରଖିବ କାର୍ଯ୍ୟ: ଟ୍ରମ୍ପ୍‌

ଓ୍ବାଶିଂଟନ,୨।୭: ତାଲିବାନ୍‌ ଏବଂ ଆମେରିକା ମଧ୍ୟରେ ଶାନ୍ତି ପ୍ରୟାସ ଜାରି ରହିଛି। ଏହା ଅନ୍ତର୍ଗତ ଆମେରିକା ଆଫଗାନୀସ୍ତାନରୁ ସୈନ୍ୟ ହଟାଇବା ପାଇଁ ଯୋଜନା କରିଛି। ତେବେ ଆମେରିକା ଗୋଇନ୍ଦା ବିଭାଗ ପୂର୍ବଭଳି ଆଫଗାନୀସ୍ତାନରେ କାର୍ଯ୍ୟ ଜାରି ରଖିବ ବୋଲି ରାଷ୍ଟ୍ରପ୍ରତି ଡୋନାଲ୍ଡ…

ଲୟୋଲା ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦ୍ୱାୟିତ୍ୱବାନ ନାଗରିକ ହେବାକୁ ପରାମର୍ଶ

ଭୁବନେଶ୍ୱର, ୨।୭(ବ୍ୟୁରୋ) ଲୟୋଲା ସ୍କୁଲ ପକ୍ଷରୁ ସୋମବାର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ ମେଡାଲ ଓ ସାର୍ଟିଫିକେଟ୍‌ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।…

ବିଧାନସଭାରେ ଉଠିଲା କଟକ ସିଟି ହସ୍ପିଟାଲ ସମସ୍ୟା

କଟକ ଅଫିସ, ୨।୭: ସୋମବାର ବିଧାନସଭା ଅଧିବେଶନ କାଳରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କଟକ ସିଟି ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀ ଅଭାବ ସମସ୍ୟା ଉଠାଇଥିଲେ। ଖାଲି ପଡିଥିବା ପଦବୀ କେବେ ପୂରଣ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟିକରଣ…

ପାକିସ୍ତାନରେ ଭାଇରାଲ ହେଉଛି ସିଦ୍ଧୁଙ୍କ ନକଲି ଫଟୋ

ଇସ୍‌ଲାମାବାଦ,୨।୭: କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କର ଏକ ନକଲି ଫଟୋ ଏବେ ପାକିସ୍ତାନରେ ଭାଇରାଲ ହେବାରେ ଲାଗିଛି। ସବୁବେଳେ ଚର୍ଚ୍ଚାରେ ଥିବା ସିଦ୍ଧୁ ଏବେ ଏକ ଭିନ୍ନ ପଗଡି…

ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ’

ଭୁବନେଶ୍ୱର,୨।୭(ବ୍ୟୁରୋ): ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଓଡ଼ିଶାକୁ ଧ୍ୱଂସବିଧ୍ୱସ୍ତ କରିଦେଇଥିଲେ ମଧ୍ୟ ରାଜ୍ୟ ବହୁଶୀଘ୍ର ଏହି ପ୍ରାକୃତିକ ବିପର୍ଯ୍ୟୟ ଜନିତ ସ୍ଥିତିରୁ ନିଜକୁ ବାହାର କରିପାରିଛି। ମାତ୍ର ୨ମାସ ମଧ୍ୟରେ ଓଡ଼ିଶା ନିଜକୁ ପୁନଃପ୍ରତିଷ୍ଠା କରି ଆସନ୍ତା ଜୁଲାଇ ୪ରୁ ୧୨ ତାରିଖ…

ଅଗଷ୍ଟ ୩ରୁ ‘ମେଟଲ୍‌ ମିଟ୍‌-୨୦୧୯’

ଭୁବନେଶ୍ୱର,୨।୭(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ ପୁଣିଥରେ ଫେରୁଛି ଓଡିଶାର ପ୍ରଥମ ଏବଂ ଏକମାତ୍ର କୁଇଜ୍‌ ମହାକୁମ୍ଭ ‘ମେଟଲ୍‌ ମିଟ୍‌- ୨୦୧୯’। ଅଗଷ୍ଟ ୩ ଓ ୪ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ…

ଜେଲ୍‌ରୁ ମୁକୁଳିବା ପାଇଁ ୨ ମିତ୍ର ରାଷ୍ଟ୍ରର ସହଯୋଗ ଲୋଡୁଛନ୍ତି ଶରିଫ: ଇମ୍ରାନ

ଇସ୍‌ଲାମାବାଦ୍‌,୨।୭: ଜେଲ୍‌ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମୁକୁଳିବା ପାଇଁ ୨ମିତ୍ର ରାଷ୍ଟ୍ରର ସହଯୋଗ ଲୋଡିଥିବା ନେଇ କହିଛନ୍ତି ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଗଣମାଧ୍ୟମ ସହ କଥା ହେବା ସମୟରେ ଇମ୍ରାନ ୨ ଦେଶର…

କ୍ରିକେଟ ପରେ ଏବେ ଏହି ଖେଳରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ବ୍ରାଭୋ

ଚେନ୍ନାଇ, ୨।୭: ଓ୍ବେଷ୍ଟଇଣ୍ଡିଜ ଦଳର ଅଲରାଉଣ୍ଡର ଓ୍ବେନ ବ୍ରାଭୋ କ୍ରିକେଟ ଜଗତରୁ ଅବସର ନେଇସାରିଛନ୍ତି। ଏବେ ସେ କ୍ରିକେଟ ଛାଡି ଶୁଟିଂରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ବ୍ରାଭୋ। ଏବେ ଚେନ୍ନାଇରେ ଛୁଟି କାଟୁଥିବା ବ୍ରାଭୋ ସେଠାରେ ଥିବା ଏକ ଶୁଟିଂ ରେଞ୍ଜରେ…

ମରାମତି ହେଲା ରଥ ବ୍ରେକ୍‌

ପୁରୀ ଅଫିସ,୨।୭: ଶହ ଶହ ଭକ୍ତ ବଡ଼ଦାଣ୍ଡରେ ରଥ ଟାଣିଥାନ୍ତି। ରଥ କେତେବେଳେ କେଉଁଆଡେ ମାଡ଼ିିଯିବ ତାହାର କିଛି ଠିକ୍‌ ଠିକଣା ନ ଥାଏ। ତେଣୁ ରଥକୁ ଅଟକାଇବା ଲାଗି ବ୍ରେକ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।ମହାପ୍ରଭୁଙ୍କର ତିନିରଥରେ ତିନୋଟି ବ୍ରେକ୍‌ ରହିଥାଏ।…

ଘରକୁ ଫେରିଲେ ଟିଆର୍‌ଏସ୍‌ କର୍ମୀଙ୍କ ମାଡରେ ଆହତ ହୋଇଥିବା ବନ ଅଧିକାରୀ ଅନିଥା

ହାଇଦ୍ରାବାଦ,୨।୭: ତେଲେଙ୍ଗାନାର କୋମରାମ ଭିମ ଆସିଫାବାଦରେ ଗତ ଜୁନ୍‌ ୨୯ରେ ଟିଆର୍‌ଏସ୍‌ କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ଗୁରୁତର ଭାବେ ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବନ ଅଧିକାରୀ ସି ଅନିଥା ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୨୯ରେ…

ରଥର ରକ୍ଷକ ସାଜନ୍ତି ଦେବଦେବୀ

ପୁରୀ ଅଫିସ,୨।୭: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିିଛି ଶ୍ରୀକ୍ଷେତ୍ର। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଜନ୍ମବେଦୀକୁ ଯିବେ ମହାପ୍ରଭୁ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ତିନିରଥରେ ପାର୍ଶ୍ୱ ଦେବଦେବୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?