Home Left

କେଟିଏମ୍‌ ପକ୍ଷରୁ ଷ୍ଟଣ୍ଟ ଶୋ

ଭୁବନେଶ୍ୱର,୩।୭: କେଟିଏମ୍‌ ପକ୍ଷରୁ କଟକ ଏବଂ ଭୁବନେଶ୍ୱରରେ ଆକର୍ଷଣୀୟ ଷ୍ଟଣ୍ଟ ଶୋ’ ଅନୁଷ୍ଠିତ ହୋଇଯାଇଛି। ପେସାଦାର ଷ୍ଟଣ୍ଟ ପ୍ରଦର୍ଶନକାରୀମାନେ ଏଠାରେ ଷ୍ଟଣ୍ଟ ପ୍ରଦର୍ଶନ କରିଛନ୍ତି। ବାଇକପ୍ରେମୀମାନେ ଏଥିରେ ନୂତନ ଭାବେ ଉନ୍ମୋଚିତ ଆର୍‌ସି ୧୨୫ ଏବିଏସ୍‌ ମଡେଲକୁ ଦେଖିବାର ସୁଯୋଗ ପାଇ…

କର୍ନମ ସେକର ହେଲେ ଆଇଓବି ସିଇଓ

ନୂଆଦିଲ୍ଲୀ,୩।୭: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ(ଆଇଓବି)ର ଏମ୍‌ଡି ତଥା ସିଇଓ ଭାବେ କର୍ନମ ସେକରଙ୍କୁ ନିଯୁକ୍ତ କରାଯାଇଛି। ଆର୍‌ .ସୁବ୍ରମଣିୟକୁମାରଙ୍କ ସ୍ଥାନରେ ସେ କାର୍ଯ୍ୟ କରିବେ। ନୂଆ ଦାୟିତ୍ୱରେ କାର୍ଯ୍ୟ କରିବା ପୂର୍ବରୁ ସେ ଚଳିତ ବର୍ଷ ଏପ୍ରିଲରେ ଆଇଓବିର ମୂଖ୍ୟ…

ସୁବ୍ରମଣ୍ୟମଙ୍କ ଦାୟିତ୍ୱ ନେଲା ଜିଲା ପ୍ରଶାସନ

ବାରିପଦା ଅଫିସ,୩।୭: ମୟୂରଭଞ୍ଜ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ସାହାଯ୍ୟ ପାଇବା ଆଶାରେ ଯାଇଥିବା ଦିବ୍ୟାଙ୍ଗ ସୁବ୍ରମଣ୍ୟମ ପାତ୍ରଙ୍କୁ ବାହାର ଜିଲାର ଲୋକ କହି ସୋମବାର ଫେରାଇ ଦିଆଯାଇଥିଲା। ଏଥିରେ ନିରାଶ ହୋଇ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ।…

ସଂଗ୍ରାମୀଙ୍କ ପରିବାର ଲୋକଙ୍କୁ ସ୍ବତନ୍ତ୍ର ପରିଚୟପତ୍ର

ବାସୁଦେବପୁର, ୩।୭ (ଡି.ଏନ.ଏ.): ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦାଠାରେ ଶହୀଦ ମେମୋରିଆଲ ସଂଗ୍ରାମୀ ମହାସଂଘ ପକ୍ଷରୁ ବୁଧବାର ସ୍ବାଧୀନତା ଓ ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଲୋକଙ୍କୁ ମାନପତ୍ର, ସ୍ବତନ୍ତ୍ର ପରିଚୟପତ୍ର ବଣ୍ଟନ କରାଯାଇଛି। ମହାସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସାହିତି୍ୟକ…

ଜାମିନ ମିଳିବା ଲାଗି ଏହି ମନ୍ଦିରରେ କରାଯାଏ ପୂଜା…

ଭାରତ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁ ମାନସିକ ପୂରଣ ପରେ ଠାକୁରଙ୍କ ପାଖରେ ଭୋଗ ଲାଗି କରିଥାନ୍ତି। ତେବେ ଏମିତି ଏକ ମନ୍ଦିର ଅଛି ଯେଉଁଠି…

ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରେ ମୂଳା

ସାଲାଡ୍‌ ହେଉ କି ତରକାରୀ ଅଧିକାଂଶ ଲୋକେ ଏସବୁରେ ମୂଳା ପକାଇବାକୁ ପସନ୍ଦ କରନ୍ତି। ଏହାର ସେବନ ଦ୍ୱାରା କେବଳ ପାଟି ସୁଆଦ ବଢ଼ିଥାଏ ତା’ନୁହେଁ, ବରଂ ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟାରୁ ରକ୍ଷା ମିଳିଥାଏ। ମୂଳାରେ ପଟାସିୟମ୍‌, ଫୋଲେଟ୍‌, ରାବୋଫ୍ଲୋବିନ୍‌, ନାଇସିନ୍‌,…

ବିବାହ ସମୟରେ କନ୍ୟା ମୁଣ୍ଡରେ କାହିଁକି ସିନ୍ଦୁର ଲଗାଇଥାଏ ବର ଜାଣନ୍ତୁ

ହିନ୍ଦୁଧର୍ମରେ ବିବାହ ସମୟରେ କନ୍ୟା ମଥାରେ ବର ସିନ୍ଦୁର ଲଗାଇଥାଏ। କାରଣ ସିନ୍ଦୁରକୁ ବିବାହିତା ମହିଳାଙ୍କ ସୁହାଗର ପ୍ରତୀକ ବୋଲି କୁହାଯାଇଥାଏ। ବିବାହ ବେଦିରେ ସିନ୍ଦୁରଦାନ ବିଧିର ଏକ ଖାସ୍‌ ମହତ୍ତ୍ବ ରହିଛି, ଏହା ପରେ ହିଁ ବିବାହକୁ ପୂର୍ଣ୍ଣ ବୋଲି…

ଈଶ୍ୱରଙ୍କ କଳାକୃତି: ୬୩୫ଟି ଦିଆସିଲି କାଠିରେ ନିର୍ମାଣ କଲେ ତିନି ରଥ, ଉଚ୍ଚତା ୩.୫ ଇଞ୍ଚ

ଭୁବନେଶ୍ୱର,୩।୭(ବ୍ୟୁରୋ): ଗୁରୁବାର ମହାପ୍ରଭୁଙ୍କ ଘୋଷଯାତ୍ରା। ଏହି ନବଦିନାତ୍ମକ ଯାତ୍ରା ପାଇଁ ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ପ୍ରତିଟି ଓଡ଼ିଆ ପ୍ରାଣର ଦେବତା ଜଗନ୍ନାଥଙ୍କର ଏହି ଯାତ୍ରାକୁ ନିଜ କଳାରେ ସ୍ଥାନ ଦେଇଛନ୍ତି ଜଟଣୀ ହାଟବଜାର ଗୋପିନାଥପୁର ଅଞ୍ଚଳର…

ଧାରଣାରେ ନ ବସି ଗାଡ଼ି ଚଳାଇବାରୁ ଆକ୍ରୋଶର ଶିକାର ହେଲେ ‘ଓଲା’ ଚାଳକ: ମହିଳା ଯାତ୍ରୀ ଥିବା ସତ୍ତ୍ୱେ ଗାଡ଼ି ଭଙ୍ଗାରୁଜା, ମାଡ଼ ମାରିବା ଅଭିଯୋଗ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଭିନ୍ନ ଦାବି ନେଇ ଗତ ୬ ଦିନ ଧରି ‘ଓଲା’ ଚାଳକମାନେ ଧାରଣାରେ ବସିଛନ୍ତି। ହେଲେ ଜଣେ ଚାଳକ ଏହାକୁ ସମର୍ଥନ ନ କରି ରୋଜଗାର କରିବା ଆଶାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଏପରି ଏକ…

ମୋତିଲାଲ ଭୋରା ହୋଇପାରନ୍ତି କଂଗ୍ରେସର କାମଚଳା ଅଧ୍ୟକ୍ଷ

ନୂଆଦିଲ୍ଲୀ, ୩।୭: କଂଗ୍ରେସର ଅଧ୍ୟକ୍ଷ ପଦରୁ ବୁଧବାର ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଦଳର ବରିଷ୍ଠ ନେତା ମୋତିଲାଲ ଭୋରା କାମଚଳା ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ପାରନ୍ତି ବୋଲି…

ବୟଫ୍ରେଣ୍ଡଙ୍କ ସହ ସୁଇମିଂ ପୁଲ୍‌ରେ ମଜା ଉଠାଉଛନ୍ତି ସୁସ୍ମିତା

କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଏବଂ ବୟଫ୍ରେଣ୍ଡ ରହମନଙ୍କ ବ୍ରେକ୍‌ଅପ୍‌ ଖବର ଆସିଥିଲା। କିନ୍ତୁ ସୁସ୍ମିତା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଫ୍ୟାନ୍‌ମାନଙ୍କୁ ଏହା ଭୁଲ ବୋଲି ପ୍ରମାଣ ଦେଇଛନ୍ତି। ଏହି ଫଟୋରେ ଦୁହେଁ ଏକ…

କାର୍ତ୍ତିକଙ୍କୁ ମନେ ପକାଉଛନ୍ତି ସୈଫ୍‌ ଲଳନା ସାରା, ରଣବୀର କହିଲେ ‘କିଏ ଭେଟାଇଥିଲା ଭୁଲିବ ନାହିଁ’

ମୁମ୍ବାଇ: ସୈଫ ଲଳନା ସାରା ଓ ଅଭିନେତା କାର୍ତ୍ତିକ୍‌ ଆର୍ୟନ ପରସ୍ପରକୁ ମନେ ପକାଉଛନ୍ତି। ଭାବୁଥିବେ କ’ଣ ପାଇଁ। ତେବେ କଥାଟି ହେଲା ନିକଟରେ ଉଭୟ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌-୨’ର ଶୁଟିଂ ଶେଷ କରିଛନ୍ତି। ନାୟିକା-ନାୟକ ସାଜିଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?