ରୋହିତଙ୍କ ଛକାରେ ଦର୍ଶକ ଆହତ
ବର୍ମିଂହାମ,୩।୭- ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ୨୮ ରନ୍ରେ ବିଜୟୀ ହୋଇଛି। ଏହି ଇନିଂସ ଅବସରରେ ରୋହିତ ୫ ଛକା ଓ ୭ ଚୌକା ଲଗାଇଥିଲେ। ତାଙ୍କର ଗୋଟିଏ ଛକା ଦ୍ୱାରା…
ପଶ୍ଚିମବଙ୍ଗ ନାମ ହେବନି ବାଂଲା: ଦାବିକୁ ମୋଦି ସରକାର କଲେ ଅଗ୍ରାହ୍ୟ
ନୂଆଦିଲ୍ଲୀ,୩।୭: ପଶ୍ଚିମବଙ୍ଗ ନାମକୁ ବାଂଲା କରିବା ପାଇଁ କରାଯାଇଥିବା ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଗ୍ରାହ୍ୟ କରିଛନ୍ତି। ବୁଧବାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟର ନାମ ପରିବର୍ତ୍ତନ…
ଚଳନ୍ତା ଟ୍ରେନ୍ରୁ ଖସିପଡିଲେ ୩ ଯାତ୍ରୀ
ମୁମ୍ବାଇ, ୩।୭: ମୁମ୍ବାଇ ଲୋକାଲ୍ ଟ୍ରେନରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ଟେନରୁ ଖସି ପଡି ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟେନଟି ଠିକ୍ ସମୟରେ ପ୍ଲାଟଫର୍ମ ଛାଡିଥିଲା।…
ମନ୍ଦିର ଭଙ୍ଗାରୁଜା ଘଟଣା: ଦିଲ୍ଲୀ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ ଶାହ
ନୂଆଦିଲ୍ଲୀ, ୩।୭: ଦିଲ୍ଲୀର ହୌଜକାଜି ଅଞ୍ଜଳରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସା ଏବଂ ମନ୍ଦିର ଭଙ୍ଗାରୁଜା ଘଟଣାରେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ରିପୋର୍ଟ ତଲବ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହ। ଏହି ଘଟଣାରେ ପୋଲିସ ପକ୍ଷରୁ…
ନୁସ୍ରତଙ୍କ ଗ୍ରାଣ୍ଡ ପାର୍ଟି ପାଇଁ ଚାଲିଛି ପ୍ରସ୍ତୁତି, ଏମିତି ରହିଛି ମେନୁ…
ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍ସି ଏମ୍ପି ନୁସରତ ଜହାଁଙ୍କ ଗ୍ରାଣ୍ଡ ଓ୍ବେଡିଂ ରିସେପ୍ଶନ ପାର୍ଟି ୪ ଜୁଲାଇ ଅର୍ଥାତ ଗୁରୁବାର ଅନୁଷ୍ଠିତ ହେବ। କଲିକତାର ଆଇଟିସି ରୟାଲ ହୋଟେଲରେ ହେବାକୁ ଥିବା ଏହି ଗ୍ରାଣ୍ଡ ପାର୍ଟିରେ ଅତିଥି ଭାବେ ଫିଲ୍ମଜଗତର କିଛି…
ସୁପ୍ରିମ୍କୋର୍ଟଙ୍କ ରାୟ ଆଗରେ ନୋଇଁଲେ ଟ୍ରମ୍ପ୍: ୨୦୨୦ ଜନଗଣନାରେ ରହିବନି ନାଗରିକତା ପ୍ରଶ୍ନ
ଓ୍ବାଶିଂଟନ,୩।୭: ଆମେରିକା ସୁପ୍ରିମ୍କୋର୍ଟଙ୍କ ରାୟ ଆଗରେ ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍ ନୋଇଁବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଏଣିକି ୨୦୨୦ରେ ଆମେରିକାରେ ହେବାକୁଥିବା ଜନଗଣନାରେ ନାଗରିକତା ପ୍ରଶ୍ନକୁ ବାଦ୍ ଦିଆଯିବ। ୧୯୫୦ ଜନଗଣନା ପରେ ପ୍ରଥମଥର ପାଇଁ ଟ୍ରମ୍ପ୍ ସରକାର ୨୦୨୦ ଜନଗଣନାରେ…
ଗୁରୁବାର ରଥଯାତ୍ରା: ବାଲୁକାକଳାରେ ଭକ୍ତ ଦାସିଆଙ୍କୁ ମନେପକାଇଲେ ଶିଳ୍ପୀ ସୁଦର୍ଶନ
ଭୁବନେଶ୍ୱର,୩।୭(ବ୍ୟୁରୋ): ଗୁରୁବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଉପଲକ୍ଷେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭକ୍ତ ଦାସିଆ ବାଉରୀଙ୍କ କଥାକୁ ମନେପକାଇଦେଇଛନ୍ତି। ପ୍ରତ୍ୟେକଟି ଓଡ଼ିଆ ପ୍ରାଣର ଦେବତାଙ୍କ ଭକ୍ତ ପ୍ରତି ଶ୍ରଦ୍ଧା ଭାବକୁ ସେ ନିଜର…
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାଇକୋର୍ଟ ବିଚାରପତି: ପରିବାରବାଦ, ଜାତିବାଦକୁ ନେଇ ଜଜ୍ଙ୍କୁ ଦିଆଯାଉଛି ନିଯୁକ୍ତି
ଲକ୍ଷ୍ନୌ, ୩।୭: ଜଜ୍ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆହ୍ଲାବାଦ୍ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରଙ୍ଗନାଥ ପାଣ୍ଡେ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜଜ୍ଙ୍କ ନିଯୁକ୍ତି ନେଇ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ନାହିଁ ଏବଂ ପ୍ରଚଳିତ…
ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ
ବରଗଡ଼ ଅଫିସ୍,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ ବିବାହ କରିଥିବା ସ୍ବାମୀ ତାଙ୍କୁ ଛାଡ଼ି ପଳାଇଛନ୍ତି। ପ୍ରତାରଣା ଦେଇ ଖସି ପଳାଇଥିବା ସ୍ବାମୀଙ୍କୁ…
ଆକାଉଣ୍ଟ ହ୍ୟାକ୍ କରି ଆକାଶ ମୋଟର୍ସର ନିର୍ଦ୍ଦେଶକଙ୍କଠାରୁ ନେଇଗଲେ ୧୮ଲକ୍ଷ
ବରଗଡ଼ ଅଫିସ୍,୩।୭: ବରଗଡ଼ସ୍ଥିତ ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍କରି ଦୁର୍ବୃତ୍ତମାନେ ୧୮ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ, ଆକାଶଙ୍କର ବ୍ୟାଙ୍କ…
ପରିବେଶ ସୁରକ୍ଷା ପାଇଁ ମଣିପୁର ସରକାରଙ୍କୁ ଶହେ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୩।୭: ପରିବେଶ ସୁରକ୍ଷା ପାଇଁ ସୁପ୍ରିମ୍କୋର୍ଟ ମଣିପୁର ସରକାରଙ୍କୁ ଶହେ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଂରକ୍ଷଣ ଏବଂ ପୁନର୍ସ୍ଥାପନା କୋଷରେ ଏହା ଜମା କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥଙ୍କୁ…
ଗର୍ଭାବସ୍ଥାରେ ରକ୍ତହୀନତା ଦେଖାଦେଲେ ଖାଆନ୍ତୁ ଏହିସବୁ ଫଳ
ବିଶେଷକରି ଗର୍ଭାବସ୍ଥାରେ ମହିଳାମାନେ ରକ୍ତହୀନତା ବା ଆନେମିଆ ରୋଗର ଶିକାର ହୋଇଥାନ୍ତି। ଯାହା ଉଭୟ ମାଆ ଏବଂ ପିଲା ପ୍ରତି ବିପଦ ସୃଷ୍ଟି କରିଥାଏ। ଏଥିରୁ ମୁକ୍ତି ପାଇଁ କେତେକ ଫଳ ବେଶ୍ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଆସନ୍ତୁ…

