Home Left

୧୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲିଗୁଡ଼ା,୨୧।୭(ଡି.ଏନ୍‌.ଏ.): ଫୁଲବାଣୀ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଜିଲା ଚିକିତ୍ସାଳୟକୁ ନିଆଯାଉଥିବା ସମୟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ରବିବାର ସକାଳେ ଆମ୍ବୁଲାନ୍ସଟି ରୋଗୀ ନେଇ ଯାଉଥିବା ସମୟରେ କ.ନୂଆଗାଁ…

ଆମେରିକାରେ ହିନ୍ଦୁ ପୂଜାରୀଙ୍କ ଉପରକୁ ଆକ୍ରମଣ

ନ୍ୟୁୟର୍କ, ୨୧।୭: ନ୍ୟୁୟର୍କର ଫ୍ଲୋରା ପାର୍କରେ ଜଣେ ହିନ୍ଦୁ ପୂଜାରୀଙ୍କ ଉପରେ ଆକ୍ରମଣ ହୋଇଛି। ସ୍ବାମୀ ହରିଶ ଚନ୍ଦ୍ର ପୁରୀ(୫୨) ଶିମ ମନ୍ଦିରରେ ପୂଜା ସାରି ଫେରୁଥିବାବେଳେ ଜଣେ ବ୍ୟକ୍ତି ପଛରୁ ତାଙ୍କୁ ଆକମଣ କରିଥିଲେ। ପୋଲିସ ଘଟଣାରେ ସର୍ଜୟୋ ଗୌବିଓ…

ସୋନଭଦ୍ରା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଯୋଗୀ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ରାଜନୀତି ହୋଇଛି ଉଷ୍ମ। ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସୋନଭଦ୍ରା ଗସ୍ତ କରିଥିଲେ। ସେଠାରେ ସେ…

ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଘୋଷିତଧାଓ୍ବନ, ଶାହଙ୍କ ପ୍ରତ୍ୟାବର୍ତ୍ତନ : ଚହର ନୂଆ ମୁହଁ, ୩ ଫର୍ମାଟରେ ନେତୃତ୍ୱ ବଜାୟ ରଖିଲେ କୋହଲି

ମୁମ୍ବାଇ,୨୧।୭(ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ୩ଟି ଯାକ ଫର୍ମାଟ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦଙ୍କ ଅଧ୍ୟକ୍ଷତାରେ ରବିବାର ବୈଠକରେ ବସି ଚୟନ କମିଟି ଏହି ଦଳ ଘୋଷଣା କରିଛି। ସିନିୟର ଓପନର ଶିଖର…

ହୋଟେଲରେ ଯୋଗ କଲେ କର୍ନାଟକ ଭାଜପା ବିଧାୟକ

ବେଙ୍ଗାଲୁରୁ,୨୧।୭: କର୍ନାଟକର କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରରେ ସଙ୍କଟ ଦେଖା ଦେଇଥିବା ବେଳେ ସୋମବାର ବିଧାନସଭାରେ ଅସ୍ଥା ଭୋଟର ଯୋଜନା ରହିଛି। ହେଲେ ଇତି ମଧ୍ୟରେ କର୍ନାଟକର ଭାଜପା ବିଧାୟକମାନେ ରାମଦା ହୋଟେଲରେ ଚିନ୍ତାମୁକ୍ତ ହେବା ପାଇଁ ରବିବାର ଯୋଗ…

ଏମ୍‌ପି ରାମଚନ୍ଦ୍ର ପାଶଓ୍ବାନଙ୍କ ପରଲୋକ

ନୂଆଦିଲ୍ଲୀ, ୨୧।୭: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାଶ ପାଶଓ୍ବାନଙ୍କ ଭାଇ ରାମଚନ୍ଦ୍ରଙ୍କ ରବିବାର ପରଲୋକ ଘଟିଛି। ଜୁଲାଇ ୧୨ରେ ହୃଦ୍‌ଘାତ ଯୋଗୁ ତାଙ୍କୁ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ଥିଲେ।…

ଗୋଟିଏ ମେସେଜ୍‌ ୪୪ ଜଣ ସାଥୀଙ୍କୁ ଏକାଠି କଲା

ରତଲାମ,୨୧।୭: ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟସ୍‌ ଆପ୍‌ ମଧ୍ୟ ଅନେକ ସମୟରେ ଦୂରରେ ଥିବା ବନ୍ଧୁଙ୍କୁ ଏକାଠି କରିବାରେ ସାହାଯ୍ୟ କରୁଛି। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଭୋପାଳର ୪୪ ଜଣ ବନ୍ଧୁ।…

ଆମେରିକାରେ ଇମ୍ରାନଙ୍କୁ ସ୍ବାଗତ କରିବାକୁ କେହି ଆସିଲେନି: ମେଟ୍ରୋ ଟ୍ରେନରେ କଲେ ଯାତ୍ରା

ଓ୍ବାଶିଂଟନ୍‌, ୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତିନିଦିବସୀୟ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଆସି ନ ଥିଲେ। ଶେଷରେ ତାଙ୍କ…

ବାଲିମେଳାରେ କାର୍‌ଗିଲ ବିଜୟ ଦିବସ: ଚିତାପରି ଗ୍ରାମଠାରୁ ବାଲିମେଳା ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ମିନି ମାରାଥନ

କୋରୁକୋଣ୍ଡା,୨୧।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳାରେ ସୀମା ସୁରକ୍ଷା ବାହିନୀ ୧୪୪ ବାଟାଲିୟନ ପକ୍ଷରୁ ରବିବାର ସକାଳେ କାର୍‌ଗିଲ ବିଜୟ ଦିବସ ପାଳନ କରାଯାଇଛି। ଚିତାପରି-୩ ଗ୍ରାମ ନିକଟରୁ ସୁରକ୍ଷା ବାହିନୀର ସମସ୍ତ ଯବାନଙ୍କ ସହ ବାଲିମେଳା ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ସଧାରଣ…

ଲାଲ୍‌ ହେଲା ଟମାଟୋ

ନୂଆଦିଲ୍ଲୀ,୨୧।୭: ବର୍ଷାଋତୁରେ ଟମାଟୋ ଦର ସାଧାରଣତଃ ୨୦-୩୦ ଟଙ୍କା ମଧ୍ୟରେ ରହିଥାଏ। ତେବେ ଦେଶର କେତେକ ରାଜ୍ୟରେ ବନ୍ୟା ଯୋଗୁ ଦିଲ୍ଲୀରେ ଟମାଟୋ ପୁଣି ଲାଲ୍‌ ହୋଇଛି। ଏହାର ଦର କିଲୋପିଛା ୮୦ ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହରେ ଏହାର ଦାମ୍‌…

ମେନି ପାକ୍ୱିୟୋଙ୍କୁ ଡବ୍ଲ୍ୟୁବିଏ ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ

ଲସ ଭେଗାସ,୨୧।୭(ଏଏଫପି)-ଫିଲିପାଇନ୍ସ ବକ୍ସିଂ କିମ୍ବଦନ୍ତୀ ମେନି ପାକ୍ୱିୟୋ ଡବ୍ଲ୍ୟୁବିଏ (ବିଶ୍ୱ ବକ୍ସିଂ ଆସୋସିଏଶନ) ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ଶନିବାର ଏଠାରେ ଖେଳାଯାଇଥିବା ମୁକାବିଲାରେ ସେ ସ୍ପିଲ୍ଟ ଡିସିଶନ୍‌ ମାଧ୍ୟମରେ ଡବ୍ଲ୍ୟୁବିଏ ସୁପର ଚାମ୍ପିୟନ ତଥା ଆମେରିକାର ପେସାଦାର ବକ୍ସର…

ଭିଡ଼ ହିଂସା ପୁଣି ନେଲା ୪ ଜୀବନ: ଡାହାଣି ସନ୍ଦେହରେ ହତ୍ୟା

ରାଞ୍ଚି,୨୧।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ରବିବାର ଭୋର୍‌ ୩ଟାରେ ଝାଡ଼ଖଣ୍ଡର ଗୁମଲାରେ ୪ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। କିଛି ଲୋକ ଏକାଠି ହୋଇ ଏଭଳି କାଣ୍ଡ ଭିଆଇଛନ୍ତି। ଡାହାଣୀ ସନ୍ଦେହରେ ୪ ଜଣଙ୍କୁ ଗଳା କାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?