ନାଲ୍କୋ ପ୍ଲାଣ୍ଟରେ ଦୁର୍ଘଟଣା, ୪ ଗୁରୁତର
ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ସ୍ଥିତ ନାଲ୍କୋ ପ୍ଲାଣ୍ଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟି ୪ କର୍ମଚାରୀ ଗୁରୁତର ହୋଇଛନ୍ତି। ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ୍ ଓଭରରୁ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରାଯିବା ସହ ଗୁରୁତର କର୍ମଚାରୀଙ୍କୁ ନାଲ୍କୋ…
ଦେଖିବାକୁ ମିଳିପାରେ ଖିଲାଡି ବୟଙ୍କ ଆଉ ଏକ ଟ୍ୟାଲେଣ୍ଟ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟଙ୍କର ରହିଛି ଭିନ୍ନ ଭିନ୍ନ ଟ୍ୟାଲେଣ୍ଟ। ସିରିୟସ, କମେଡି ସିନ୍ ସହ ଷ୍ଟଣ୍ଟ କରି ମଧ୍ୟ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଏହି ନାୟକଙ୍କୁ ଏବେ ଭିନ୍ନ ଅବତାରରେ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ଫିଲ୍ମ…
ଝାଡ଼ଖଣ୍ଡରେ ଭାଜପା ନେତାଙ୍କ ସମେତ ସ୍ତ୍ରୀ ଓ ପୁଅଙ୍କୁ ଗୁଳିକରି ହତ୍ୟା
ରାଞ୍ଚି,୨୩।୭: ଝାଡ଼ଖଣ୍ଡରେ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସ୍ଥାନୀୟ ଖୁଣ୍ଟି ଅଞ୍ଚଳର ହେଥାଗୋଓ୍ବାରେ ଏହା ଘଟିଛି। କିଛି ଅଜଣା ଲୋକ ଭାଜପା ନେତା ମାଗୋ ମୁଣ୍ଡାଙ୍କ ଘର ନିକଟକୁ ଆସି ଏଭଳିକାଣ୍ଡ ଭିଆଇଥିବା ପୋଲିସ କହିଛି। ସେମାନେ ମାଗୋଙ୍କ…
ନଜର ଆସିଲା ଶ୍ରଦ୍ଧା-ପ୍ରଭାସଙ୍କ ରୋମାନ୍ସ
ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ଓ ସାଉଥ୍ ଷ୍ଟାର ପ୍ରଭାସଙ୍କର ରୋମାଣ୍ଟିକ ଅନ୍ଦାଜ ଏବେ ସାମ୍ନାକୁ ଆସିଛି। ଅଗଷ୍ଟ ୩୦ରେ ରିଲିଜ୍ ହେବାକୁ ଥିବା ବଲିଉଡ୍ ମୁଭି ‘ସାହୋ’ରେ ଉଭୟ ନଜର ଆସିବେ। ହେଲେ ଏବେ ଏହାର ଏକ ପୋଷ୍ଟର…
ସ୍ବଚ୍ଛତା ଅଭିଯାନ: ଇନ୍ଦୋରରେ ଆରମ୍ଭ ହେଲା ବାସନକୁସନ ବ୍ୟାଙ୍କ
ଇନ୍ଦୋର,୨୩।୭: ସ୍ବଚ୍ଛ ସହର ଭାବେ ଲଗାତାର ୪ର୍ଥ ଥର ପାଇଁ ଏକ ନମ୍ବର ସ୍ଥାନରେ ରହିଥିବା ଇନ୍ଦୋର ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ସହରରେ ଏକ ବାସନକୁସନ ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି।…
ଟ୍ରମ୍ପ୍ଙ୍କ କଥା ଯଦି ସତ ହୁଏ ତେବେ ମୋଦି ଦେଶକୁ ଦେଇଛନ୍ତି ଧୋକା: ରାହୁଲ
ନୂଆଦିଲ୍ଲୀ,୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମନ୍ତବ୍ୟ ନେଇ ଏବେ ଭାରତରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଏନେଇ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ଯଦି ଟ୍ରମ୍ପ୍ଙ୍କ…
ବିଦ୍ୟାଳୟ ସମ୍ମୁଖରୁ ଛାତ୍ର ଅପହରଣ ଘଟଣା: ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା
ବାହାନଗା, ୨୩।୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଶଙ୍କରପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ଗତ ସୋମବାର ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହେବାପରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ଅପହରଣ କରି ନିଆଯାଇଥିଲା। ଏହି ଘଟଣାକୁ ନେଇ ମଙ୍ଗଳବାର ବିଦ୍ୟାଳୟ…
ବିଭିନ୍ନ ଦାବିନେଇ ଭାରତ ଗ୍ୟାସ ଡିପୋ ସମ୍ମୁଖରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଖୋର୍ଦ୍ଧା ଅଫିସ,୨୩।୭: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଭାରତ ଗ୍ୟାସ ଡିପୋ ସମ୍ମୁଖରେ ମଙ୍ଗଳବାର ଠିକା ଶ୍ରମିକଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ୧୭ ଜଣ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ଠିକା ଶ୍ରମିକ ନିୟମ ଅନୁସାରେ ସମାନ କାମକୁ ସମାନ…
ଇସ୍ରୋକୁ ଅଭିନନ୍ଦନ ଜଣାଇଲା ଭାରତୀୟ କ୍ରିକେଟ ଦଳ
ନୂଆଦିଲ୍ଲୀ,୨୩।୭: ଭାରତୀୟ ସ୍ପେସ ଇତିହାସରେ ଯୋଡି ହୋଇଛି ସ୍ବର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନର ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୨କୁ ସଫଳତାର ସହ…
ଖୋର୍ଦ୍ଧା ତହସିଲ ଅଞ୍ଚଳର ବେଆଇନ ପଥରଖଣି, କ୍ରଶର ଉପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ
ଖୋର୍ଦ୍ଧା ଅଫିସ,୨୩।୭: ଖୋର୍ଦ୍ଧା ତହସିଲ ଅଞ୍ଚଳର ବିଭିନ୍ନ ବେଆଇନ ପଥର ଖଣି ଓ କ୍ରଶର ଉପରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ପକ୍ଷରୁ ମଙ୍ଗଳବାର ଚଢ଼ାଉ ଜାରିରହିଛି। ଏକକାଳୀନ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ୩ଟି ଟିମ୍ ଚଢ଼ାଉ ଜାରି ରଖିଥିବାବେଳେ ଶ୍ରମିକମାନେ କାର୍ଯ୍ୟବନ୍ଦକରି ଖଣି ଓ…
ଶୌଚାଳୟରେ ତିଆରି ହେଉଥିବା ଖାଦ୍ୟ ଖାଉଛନ୍ତି କୋମଳମତି ଶିଶୁ
ଭୋପାଳ,୨୩।୭: ମଧ୍ୟ ପ୍ରଦେଶର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢୁଥିବା କୋମଳ ମତି ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଯେମିତି କାହାର ନଜର ନାହିଁ। କାରଣ ଶୌଚାଳୟରେ ଖାଦ୍ୟ ପ୍ରସ୍ତୁତ କରି ଏମାନଙ୍କୁ ଖାଇବାକୁ ଦିଆଯାଉଛି। ଶିବପୁରୀ ଜିଲା କରୈରା ବିକାଶଖଣ୍ଡର ଶିଲାନଗର…
ନାମର ସରନେମ୍ ସ୍ଥାନରେ ରହିବ ଗାଁ ନାମ: ଖାପ୍ ପଞ୍ଚାୟତ ନେଲା ନିଷ୍ପତ୍ତି
ଜିନ୍ଦ୍,୨୩।୭: ନାମରେ ରହିବନି ଜାତି ଅବା ଧର୍ମର କୌଣସି ସଙ୍କେତ। ସଭିଏଁ ମଣିଷ ଏବଂ ମାନବ ଧର୍ମ ସର୍ବଶ୍ରେଷ୍ଠ। ଏନେଇ ହରିୟାଣାର ଖାପ୍ ପଞ୍ଚାୟତ ପକ୍ଷରୁ ନାମର ସରନେମ୍ ସ୍ଥାନରେ ଗାଁ ନାମ ରଖିବାକୁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଜିନ୍ଦ୍ ଜିଲାର…

