Home Left

ବଢ଼ୁଛି କାଇଁଚ ରାଖୀ ଚାହିଦା

କେନ୍ଦ୍ରାପଡା ଅଫିସ, ୧୨ା୮ : ଆଉ ମାତ୍ର ୪ ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ରାଖୀ। ଏହାକୁ ଦୃଷ୍ଟିରେ ରଖି ପରିବେଶ ଅନୁକୂଳ କାଇଁଚରେ ନିର୍ମିତ ରାଖୀ ବଜାରକୁ ଆସିଛି। ଓରମାସର କେନ୍ଦ୍ରାପଡା ଜିଲା ଶାଖା…

ବିଛାଖଣ୍ଡି ପଥର ଖାଦାନରେ ମାରାଥନ ଚଢାଉ : ୩ କ୍ରଶର ସିଲ୍‌, ୧୯କୁ ନୋଟିସ

ଧର୍ମଶାଳା/ଜେନାପୁର,୧୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଧର୍ମଶାଳା ତହସିଲ ପକ୍ଷରୁ ମାରାଥନ ଚଢାଉ କରାଯାଇଛି। ଶନିବାର ଚଢାଉବେଳେ ଏକ ହିଟାଚି ମେଶିନ, ହାଇଓା୍ବ ଓ କ୍ରମ୍ପେସର ଜବତ କରାଯାଇଥିଲା।…

ବ୍ରାହ୍ମଣୀ ନଦୀବନ୍ଧ : ବର୍ଷାରେ ଉଭୟ ପାର୍ଶ୍ୱରେରେନ୍‌ କର୍ଟ ସୃଷ୍ଟି

ବରୀ,୧୨।୮(ସ୍ବ.ପ୍ର.)- ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱ ବନ୍ଧରେ ଗତ ବୁଧବାର ଲଗାଣ ବର୍ଷାରେ ଶହେରୁ ଊର୍ଦ୍ଧ୍ୱ ରେନ୍‌ କର୍ଟ ସୃଷ୍ଟି ହୋଇଛି। ବର୍ଷା ଯୋର୍ଗୁ ଏବେ ନଦୀରେ ଜଳ ପତନ ସାମାନ୍ୟତମ ବୃଦ୍ଧି ପାଇଥିବାରୁ ବନ୍ୟା ସମୟରେ ରେନ୍‌କର୍ଟ ସ୍ଥାନରେ ଘାଇ…

ଭାରିଯାନ କବ୍‌ଜାରେ ୫ନଂ.(କ) ଜାତୀୟ ରାଜପଥ : ନିୟମ ବାହାରେ କ୍ଷମତାଶାଳୀଙ୍କ ଗାଡ଼ି

ପାରାଦୀପ,୧୨ା୮(ସ୍ବ.ପ୍ର.): ପାରାଦୀପ ଚଣ୍ଡିଖୋଲ ୫ନଂ.(କ) ଜାତୀୟ ରାଜପଥରେ ଶୃଙ୍ଖଳିତ ଭାବେ ଭାରିଯାନ ଚଳାଚଳ ନିମେନ୍ତ ପ୍ରଶାସନ ଓ ଜେସିସି (ଜଏଣ୍ଟ କୋଅର୍ଡିନେଶନ କମିଟି) ମଧ୍ୟରେ ଆଲୋଚନା ହୋଇ ନିର୍ଦ୍ଦିଷ୍ଟ ନିୟମ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଟ୍ରକ୍‌ ରାସ୍ତାର ବାମ ପାର୍ଶ୍ୱରେ…

ଯୁଦ୍ଧପ୍ରିୟ ନୁହେଁ, ଦେଶଭକ୍ତ

ଲସ୍‌ ଆଞ୍ଜେଲ୍ସ୍‌ : ମୁଁ ଯୁଦ୍ଧପ୍ରିୟ ନୁହେଁ, ବରଂ ଜଣେ ସଚ୍ଚୋଟ ଦେଶଭକ୍ତ ବୋଲି ଆମେରିକାର ଲସ୍‌ ଆଞ୍ଜେଲ୍ସ୍‌ରେ ଭାରତୀୟ ସିନେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କହିଛନ୍ତି। ପ୍ରିୟଙ୍କା ପାକିସ୍ତାନ ବିପକ୍ଷରେ ଅଣୁଯୁଦ୍ଧକୁ ପ୍ରୋତ୍ସାହନ କରୁଥିବା ପାକିସ୍ତାନ ମହିଳା ପ୍ରଶଂସକ ଅଭିଯୋଗ…

୪ ରାଜ୍ୟରେ ବନ୍ୟା ନେଲାଣି ୧୬୦ ଜୀବନ

ଥିରୁଭାନନ୍ଥପୁରମ୍‌ / ବେଙ୍ଗାଲୁରୁ,୧୨ା୮(ପି.ଟି.): ଲାଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ଭୟଙ୍କର ହୋଇପଡ଼ିଛି। କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ଗମ୍ଭୀର ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୪୦ ଟପିଛି। କେରଳରେ ଅଗଷ୍ଟ ୮ରୁ ଅଦ୍ୟାବଧି ଏହି ବନ୍ୟାରେ ୬୪ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି।…

ବେଜିଂରେ ଜୟଶଙ୍କର

ନୂଆଦିଲ୍ଲୀ, ୧୨ା୮: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଚାଇନା ଗସ୍ତ କରିବା ସହ ବେଜିଂରେ ପହଞ୍ଚିଛନ୍ତି। ସେଠାରେ ସେ ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ୍‌ ୟି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ…

ସଂଘର୍ଷରେ ୪୦ ନିହତ

ଦୁବାଇ,୧୨ା୮(ଏଏଫ୍‌ପି): ୟେମେନ୍‌ର ଆଡେନ୍‌ ସହରରେ ସରକାର ସପକ୍ଷବାଦୀ ବାହିନୀ ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୪୦ ଜଣ ନିହତ ହୋଇଥିବାବେଳେ ୨୬୦ ଜଣ ଆହତ ହୋଇଛନ୍ତି। ୮ ତାରିଖରୁ ଉକ୍ତ ସହରରେ ଉତ୍ତେଜନା ଓ ହିଂସାକାଣ୍ଡ ଲାଗି ରହିଛି। ଇଦ୍‌…

ଜମ୍ମୁ-କଶ୍ମୀର: କେନ୍ଦ୍ର ଅଧୀନରେ ରହିବ ପୋଲିସ

ନୂଆଦିଲ୍ଲୀ,୧୨ା୮: ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ପୋଲିସ ଓ ଆଇନଶୃଙ୍ଖଳା ଉପରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ। ଅନ୍ୟପକ୍ଷରେ ଜମିଜମା ଉପରେ ଅଧିକାର ଜମ୍ମୁ-କଶ୍ମୀର ନିର୍ବାଚିତ ସରକାରଙ୍କର ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି। ରାଷ୍ଟ୍ରପତି ରାମନାଥ…

ଭାରତୀୟ ଯୁବ ଦଳ ଜିତିଲା ତ୍ରି-ରାଷ୍ଟ୍ରୀୟ ସିରିଜ

ଲଣ୍ଡନ, ୧୨।୮- ଭାରତୀୟ ଯୁବ କ୍ରିକେଟ୍‌ ଦଳ ୧୯ ବର୍ଷରୁ କମ୍‌ ତ୍ରି-ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ହୋଭ୍‌ସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଯୁବ ଦଳ ୬ ଉଇକେଟ୍‌ରେ ବାଂଲାଦେଶ ଯୁବ କ୍ରିକେଟ୍‌ ଦଳକୁ ପରାସ୍ତ…

‘ପାକ୍‌ ସେନା ଏଲ୍‌ଓସି ମୁହାଁ’

ଲକ୍ଷ୍ନୌ, ୧୨ା୮(ଆଇଏଏନ୍‌ଏସ୍‌): ପାକିସ୍ତାନୀ ସେନା ଅସ୍ତ୍ରଶସ୍ତ୍ର ସହ ଶନିବାର ରାତିରୁ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅଭିମୁଖେ ଅଗ୍ରସର ହେଉଥିବା ଦେଖାଯାଇଛି। ପାକିସ୍ତାନର ଖବରଦାତା ହମିଦ୍‌ ମିର୍‌ ଏହି ସୂଚନା ଦେଇଛନ୍ତି। ସେନା ପ୍ରେରଣ ସମ୍ପର୍କରେ ସେ ପାକ୍‌ ଅଧିକୃତ କଶ୍ମୀରର କେତେଜଣ…

ଅବେଳରେ କଂଗ୍ରେସକୁ ସୋନିଆ ସାହା

ନୂଆଦିଲ୍ଲୀ,୧୨ା୮: ଚଳିତବର୍ଷ ଶେଷ ଭାଗରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ୱ ନିଜ ହାତକୁ ନେଇଛନ୍ତି। ଖରାପ ସମୟରେ ଦଳର ମୁଖ୍ୟ ତ୍ରାଣକର୍ତ୍ତ୍ରୀ ଭାବେ ସେ ପୁଣିଥରେ ନିଜର ପରିଚୟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?