Home Left

ଭାଜପାରେ ଯୋଗ ଦେଲେ ଏଏପି ନେତା କପିଲ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଆମ ଆଦମୀ ପାର୍ଟି(ଏଏପି) ନେତା କପିଲ ମିଶ୍ରା ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଭାଜପା ନେତା ମନୋଜ ତିଓ୍ବାରୀ ଓ ବିଜୟ ଗୋଏଲଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ପୂର୍ବରୁ ଏଏପିର ଏହି…

ରାଉରକେଲା ଏନ୍‌ଆଇଟି କ୍ୱାଟର୍ସରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ରାଉରକେଲା ଅଫିସ, ୧୭।୮: ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(ଏନ୍‌ଆଇଟି) କ୍ୱାଟର୍ସରୁ ଶନିବାର ଏକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର ଆର୍‌. ଜୟବାଲାନ(୪୫) ଓ ସ୍ତ୍ରୀ ମାଳିନୀ। ଜୟ ବାଲାନ ଲାଇଫ ସାଇନ୍ସରେ ବୈଜ୍ଞାନିକ ଭାବେ…

୨୪ ଘଣ୍ଟାରେ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ସିରିଆ ବିଦ୍ରୋହୀ: ରୁଷିଆ

ମସ୍କୋ,୧୭।୮: ଗତ ୨୪ ଘଣ୍ଟା ମଧ୍ୟରେ ସିରିଆ ବିଦ୍ରୋହୀ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏନେଇ ଶନିବାର ରୁଷିଆ ସୈନ୍ୟ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ହାମା, ଇଦ୍‌ଲିବ୍‌, ଆଲେପ୍ପୋ, ଲଟାକିଆ ଆଦି ପ୍ରଦେଶରେ ବିଦ୍ରୋହୀ ଏପରି କରିଥିବା କୁହାଯାଉଛି।…

ଗୁଡ଼ି ସୂତାରେ କଟି ୧୨ଶହରୁ ଊର୍ଦ୍ଧ୍ୱ ପକ୍ଷୀ ଆହତ; ୧୫୦ ମୃତ

ନୂଆଦିଲ୍ଲୀ,୧୭।୮: ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ଅବସରରେ ରାଜଧାନୀବାସୀ ଖୁବ୍‌ ମଜାରେ ଗୁଡି ଉଡାଇଥିଲେ। ହେଲେ ଏହାର ପରିଣାମ ଭୋଗିବାକୁ ପଡିଛି ନିରିହ ପକ୍ଷୀମାନଙ୍କୁ। କାରଣ ଗୁଡି ସୂତାରେ କଟିଯାଇ ୧୪ରୁ ୧୬ ତାରିଖ (୩ଦିନ) ମଧ୍ୟରେ ପାଖାପାଖି ୧୨୫୦…

ପିକ୍‌ନିକ୍‌ ପାଇଁ ଯାଉଥିଲେ: ଗାଡ଼ି କାଚ ଭାଙ୍ଗି ସୁନା ଅଳଙ୍କାର, ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ନିରାକାରପୁର, ୧୭।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନୂଆ ଜଗନ୍ନାଥ ସଡ଼କର ଏକ ଇଟା କମ୍ପାନୀ ନିକଟରେ ଶନିବାର ଭୋର ସମୟରେ ଏକ ପିକ୍‌ନିକ୍‌ ଗାଡ଼ି କାର ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଓ…

ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ, ୧୭।୮: ଗଞ୍ଜାମ ଜିଲା ଗେଟବଜାର ନିକଟ ପାୟଲ ସିନେମା ହଲ ସମ୍ମୁଖରେ ଥିବା ଏକ ପୋଖରୀରୁ ଶନିବାର ସକାଳେ ୨ ଦିନ ହେବ କେଉଁଆଡ଼େ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗେଟବଜ଼ାର ଗୋଲାପଲ୍ଲୀ…

ସ୍ବାଧୀନତାର ୭୨ ବର୍ଷ ପରେ ବି ସରେୟା ଗାଁ ବାସିନ୍ଦା କୌଣସି ବିବାଦରେ ମାଡ଼ି ନାହାଁନ୍ତି ଥାନା

ପାଟନା,୧୭।୮: ଲୋକଙ୍କ ମଧ୍ୟରେ ବେଳେବେଳେ ଉପୁଜୁଥିବା ବିବାଦର ସମାଧାନ ପାଇଁ ଆଇନର ଆଶ୍ରୟ ନିଆଯାଇଥାଏ। ଏଥିଲାଗି ଥାନାରେ ମାମଲା ରୁଜୁ କରାଯାଇଥାଏ। ତେବେ ବିହାରର କୈମୁର ଜିଲାରେ ଥିବା ସରେୟା ଗାଁ ବାସିନ୍ଦା ସ୍ବାଧୀନତାର ୭୨ ବର୍ଷ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟପାଳ ବିଶ୍ୱଭୂଷଣ

ଅମରାବତୀ,୧୭।୮: ଚଳିତ ବର୍ଷ ବନ୍ୟାରେ ଆନ୍ଧ୍ର ପ୍ରଦେଶର ଅଧିକାଂଶ ଜିଲା ଜଳମଗ୍ନ ହୋଇଥିବା ବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶନିବାର ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆକଶମାର୍ଗରୁ ବନ୍ୟା ପରିସ୍ଥିତିର ସର୍ବେକ୍ଷଣ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ…

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ଲେଖାହେଲା ପୁସ୍ତକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ଆଉ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଘର କରି ରହିଛି। ଅଭିନୟରେ ପାରଦର୍ଶିତା ଥିବା ଶ୍ରୀଦେବୀଙ୍କୁ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ବୋଲି କୁହାଯାଏ। କାରଣ ୮୦ ଦଶକରେ ସେ…

କର୍ନାଟକ ରାଜନୀତିରେ ଚର୍ଚ୍ଚା: କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ କିଣିଲେ ୧୧ କୋଟିର କାର

ବେଙ୍ଗାଲୁରୁ,୧୭।୮: କର୍ନାଟକ ରାଜନୀତିରେ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଏମ.ଟି.ବି ରାଗରାଜଙ୍କୁ ନେଇ ଚର୍ଚ୍ଚା ହେଉଛି। ଅଯୋଗ୍ୟ ଘୋଷିତ ହୋଇଥିବା ୧୪ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ନାଗରାଜଙ୍କ ନାମ ରହିଛି। ନାଗରାଜ…

ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ପୁଣି ଥରେ ଏମ୍ସ ଯାଇପାରନ୍ତି ଶାହ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏବେ ସେ ଲାଇଫ୍‌ ସପୋର୍ଟରେ ଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଜେଟଲୀ…

ଜମ୍ମୁର ୪ ଜିଲାରେ ଆରମ୍ଭ ହେଲା ମୋବାଇଲ ସେବା

ଶ୍ରୀନଗର,୧୭।୮: ପାଖାପାଖି ୨ ସପ୍ତାହ ପରେ ଜମ୍ମୁର ୪ ଜିଲାରେ ଶନିବାର ମୋବାଇଲ ସେବା ଆରମ୍ଭ କରାଯାଇଛି। ଏଥିରେ କେବଳ ୨ଜି ମୋବାଇଲ ଓ ଇଣ୍ଟରନେଟ୍‌ ସେବା କାର୍ଯ୍ୟକାରୀ ହେବ। ସମ୍ବା, କଠୁଆ, ରିଆସି ଓ ଉଦ୍ଧମପୁର ଜିଲାରେ ଏହି ମୋବାଇଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?