Home Left

ବୋଲ୍ଟଙ୍କ ହେଲ୍‌ମେଟ୍‌ରେ ଅଟକିଲା ବଲ , କ୍ୟାଚ୍‌ ପାଇଁ ଗୋଡ଼ାଇଲେ ଫିଲ୍ଡର

ଗାଲେ,୧୭।୮- ଏଠାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ କୌତୂହଳପୂର୍ଣ୍ଣ ଘଟଣା ଘଟିଛି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରୁଥିବାବେଳେ ୮୨ତମ ଓଭରରେ ଘରୋଇ ଅଫ୍‌ ସ୍ପିନର ଲସିଥ ଏମ୍‌ବୁଡେନିୟାଙ୍କ ବଲକୁ ଟ୍ରେଣ୍ଟ ବୋଲ୍ଟ…

ଭେଣ୍ଟିଲେଟରରୁ ଇସିଏମ୍‌ଓକୁ ଗଲେ ଜେଟଲୀ

ନୂଆଦିଲ୍ଲୀ,୧୭।୮: ରାଜଧାନୀ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଭେଣ୍ଟିଲେଟରରୁ ଇସିଏମ୍‌ଓ ବା Extracorporeal membrane oxygenation (ECMO)କୁ ସ୍ଥାନାନ୍ତର ହୋଇଛନ୍ତି। ସାଧାରଣତଃ ହୃଦଘାତ ସମସ୍ୟା ବା ଫୁସ୍‌ଫୁସ୍‌…

ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପପୁ ପମ୍‌ପମ୍‌

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପଡ଼ିଛନ୍ତି। ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବାକୁ ଯାଉଥିବା ପପୁଙ୍କର ଆଗାମୀ ସିନେମା…

ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କିଲେ ସ୍ବାମୀ, ଲେଖିଲେ ଏମିତି କିଛି କଥା

ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ମନାଇବା ପାଇଁ ନିଜ ଶରୀରରେ ଟାଟୁ ଆଙ୍କି ସେଥିରେ ଏମିତି କିଛି ଲେଖିଛନ୍ତି, ଯାହା ଜାଣି ଆପଣ ବି କହିବେ ସ୍ବାମୀଙ୍କୁ ସେ କ୍ଷମା କରିଦିଅନ୍ତୁ। କାରଣ ସ୍ତ୍ରୀ-ସ୍ବାମୀ ସମ୍ପର୍କ ସାତ ଜନ୍ମର। ସ୍ବାମୀ ଜଣଙ୍କ କାହିଁକି,…

ଯେଉଁ ଜୀବ ଶୁଅନ୍ତି ୨୪ ରୁ ୨୨ ଘଣ୍ଟା

ନିଦ ସମସ୍ତଙ୍କ ଲାଗି ନିହାତି ଆବଶ୍ୟକ। ବିନା ଖାଦ୍ୟରେ କେହି ଅଧିକ ସମୟ ବଞ୍ଚିପାରିବ, ମାତ୍ର ଶୋଇବା ବିନା ନୁହେଁ। ବିଜ୍ଞାନ ଅନୁଯାୟୀ ଜଣେ ମଣିଷ ୮ ଘଣ୍ଟା ଶୋଇବା ନିହାତି ଜରୁରୀ। ଏଥିରୁ କମ୍‌ ସମୟ ଶୋଇବା ଦ୍ୱାରା ସ୍ବାସ୍ଥ୍ୟଗତ…

ସର୍ଭେ କରୁଥିବା ବେଳେ ପଙ୍ଗାମ ନଦୀକୁ ଖସିଲେ ଜଣେ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୧୭।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଙ୍ଗାମ ନଦୀ ପୋଲ ସର୍ଭେ କରିବାକୁ ଯାଇଥିବା ବେଳେ ନଦୀକୁ ଜଣେ କର୍ମଚାରୀ ଖସି ପଡ଼ିଛନ୍ତି। ସେ ହେଲେ ସୌଭାଗ୍ୟ ମହାରଣା। ସୌଭାଗ୍ୟ ନିଖୋଜ ଥିବା ବେଳେ ଘଟଣାସ୍ଥଳରେ ମାଥିଲି ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି…

ହୀରାକୁଦର ୫ଟି ଗେଟ୍‌ ବନ୍ଦ

ସମ୍ବଲପୁର, ୧୭।୮(ବ୍ୟୁରୋ): ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ିଯାଇଛି। ଏ ନେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ହୀରାକୁଦର ୧୦ରୁ ୫ଟି ଗେଟ ବନ୍ଦ…

ଘର ଖାଲି କରିବାକୁ ଚନ୍ଦ୍ରାବାବୁଙ୍କୁ ଦିଆଗଲା ନୋଟିସ୍‌

ହାଇଦ୍ରାବାଦ,୧୭।୮: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ଘର ଖାଲି କରିବାକୁ ନୋଟିସ୍‌ ଦିଆଯାଇଛି। ତାଡେପାଲି ଗାଁର ଡେପୁଟି ତହସିଲଦାର ଏହି ନୋଟିସ ଦେଇଛନ୍ତି। ତେବେ ତାଡେପାଲିଠାରେ ଥିବା ତାଙ୍କ ଘରେ ବନ୍ୟା ପାଣି ପଶିଯିବା ଆଶଙ୍କା କରି ଏହି ନୋଟିସ…

ଶାହଙ୍କୁ ଭେଟିଲେ ଯୋଗୀ: ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ନୂଆଦିଲ୍ଲୀ,୧୭।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ତାଙ୍କ ସହିତ ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ମଧ୍ୟ ଶାହଙ୍କୁ ସାକ୍ଷାତ୍‌ କରିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ସମ୍ଭାବନା ଥିବା କୁହାଯାଉଛି। ଯୋଗୀ ପୂର୍ବତନ…

ବଲାଙ୍ଗୀର ଜିଲାର ବନ୍ୟାଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ, ସ୍ବତନ୍ତ୍ର ସହାୟତା ପାଇଁ ପ୍ରତିଶ୍ରୁତି

ବଲାଙ୍ଗୀର ଅଫିସ, ୧୬।୮: ବଲାଙ୍ଗୀର ଜିଲାର ବନ୍ୟାଞ୍ଚଳ ପରିଦର୍ଶନକରି ଶନିବାର ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଜିଲାର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ଜନପ୍ରତିନିଧି ଦାବି…

ଦୀପିକାଙ୍କ ଫଟୋ ଦେଖି କ’ଣ କହୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଓ ରଣବୀର ସିଂ ବିବାହ କରିବା ପରେ ଅଧିକାଂଶ ସମୟ ରହୁଛନ୍ତି ଚର୍ଚ୍ଚାରେ। ଉଭୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ଥିବା ବେଳେ ଅନେକ ସମୟରେ ଦୀପିକାଙ୍କର କିଛି କ୍ୟୁଟ ଫଟୋ ମଧ୍ୟ ଦେଖିବାକୁ…

ବନ୍ୟାରେ ଅନ୍ତିମ ସଂସ୍କାର ପାଇଁ ବାହାରିଲେ ପରିବାର ସଦସ୍ୟ: ଦୌଡ଼ି ଆସି ବିଧାୟକ ଦେଲେ କାନ୍ଧ

ଭୋପାଳ,୧୭।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ସ୍ଥାନୀୟ ରୟୋପୁରରେ ପାର୍ବତୀ ନଦୀରେ ବନ୍ୟା ଜଳ ଆସିଛି। ଫଳରେ ମାଧୋପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଠାରେ ଥିବା ପାଲି ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?