Home Left

ଶହେ ଦିନିଆ ରିପୋର୍ଟ କାର୍ଡ ପରେ ଭାଜପାକୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୮।୯: ଭାଜପା ସରକାର ଶହେ ଦିନ ପୂରଣ କରିବା ଅବସରରେ ଏହାର ଏକ ରିପୋର୍ଟ କାର୍ଡ ରବିବାର ପ୍ରଦାନ କରିଛି। ଏହି ରିପୋର୍ଟ କାର୍ଡରେ ମୋଦି ସରକାରଙ୍କ ସଫଳତା ବଖାଣିଛନ୍ତି ମନ୍ତ୍ରୀ। ହେଲେ ଏବେ ଏହାକୁ ନେଇ ବିରୋଧୀ ଭାଜପାକୁ ଟାର୍ଗେଟ…

ସନ୍ଦେହରେ ବ୍ରାଥଓ୍ବେଟଙ୍କ ବୋଲିଂ ଆକ୍ସନ

ଦୁବାଇ,୮।୯(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର କ୍ରେଗ୍‌ ବ୍ରାଥ୍‌ଓ୍ବେଟଙ୍କ ବୋଲିଂ ଆକ୍ସନ ନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି। ଭାରତ ବିପକ୍ଷ ଗତ ଦ୍ୱିତୀୟ ଘରୋଇ ଟେଷ୍ଟ ମ୍ୟାଚ୍‌ରେ ତାଙ୍କ ବୋଲିଂ ଆକ୍ସନ ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତରଫରୁ…

ଚାଲାଣ କାଟି ୨ଟି ରାଜ୍ୟରେ ଆଦାୟ ହେଲାଣି ପ୍ରାୟ ଦେଢ କୋଟି ଟଙ୍କା

ନୂଆଦିଲ୍ଲୀ,୮।୯: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ଏପର୍ଯ୍ୟନ୍ତ ଟ୍ରାଫିକ୍‌ ପୋଲିସ କେବଳ ୨ଟି ରାଜ୍ୟରୁ ପାଖାପାଖି ଦେଢ କୋଟି ଟଙ୍କା ଆଦାୟ କରିଥିବା କୁହାଯାଉଛି। ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ଏହି ନିୟମ ଆଧାରରେ କେବଳ ଦିଲ୍ଲୀ…

କାର୍ଟୁନ କାଫେ

ଏମିତି ଏକ କାଫେ ରହିଛି, ଯାହାର ଭିତରକୁ ପଶିଗଲେ କାର୍ଟୁନ୍‌ ଦୁନିଆରେ ଆପଣ ସମ୍ପୂର୍ଣ୍ଣ ହଜିଯିବେ। ଏପରି କାଫେ ରହିଛି ଜାପାନରେ। ଶିନ୍‌ ଓକୁବୋ ଜିଲାରେ ଥିବା ଏହି କାଫେକୁ ‘ଟୁ ଡି କାଫେ’ କୁହାଯାଉଛି। ଏହି କାଫେରେ ଛୋଟଠାରୁ ବଡ଼…

ଅଙ୍ଗୁଳିର ଲମ୍ବାରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ମନୁଷ୍ୟର ଶାରୀରିକ ଗଠନ ବ୍ୟକ୍ତିତ୍ୱ କଥା କହିଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତେବେ ଅଙ୍ଗୁଳିରୁ କିଭଳି ବ୍ୟକ୍ତିତ୍ୱ କଥା ଜାଣିହୁଏ ଆସନ୍ତୁ ଜାଣିବା। * ଯେଉଁ ବ୍ୟକ୍ତିଙ୍କ ତର୍ଜନି ଅଙ୍ଗୁଳି ମଧ୍ୟମା ଏବଂ ଅନାମିକା ଅଙ୍ଗୁଳି ସହ ସମାନ…

ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ନବୀ ଅବସର ନେବେ

ଚିଟ୍ଟାଗଙ୍ଗ,୮।୯(ପି.ଟି.)- ଆଫଗାନିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏଠାରେ ଚାଲିଥିବା ଘରୋଇ ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ପରେ ସେ ଅବସର ନେବେ। ୩୪ ବର୍ଷୀୟ ଅଭିଜ୍ଞ ଅଲରାଉଣ୍ଡର ନବୀ…

ଦୁଇଟି ଚେହେରା ଥିବା ବ୍ୟକ୍ତି

ଦୁନିଆରେ ଏମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ଅସ୍ତିତ୍ୱ ବେଶ୍‌ ରହସ୍ୟମୟ ହୋଇଥାଏ। ଆଉ ସେହି ରହସ୍ୟକୁ ଭେଦ କରିବା କାହାପକ୍ଷେ ସମ୍ଭପର ହୋଇ ନ ଥାଏ। ଊନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ସେହିଭଳି ଜଣେ ମଣିଷ ଥିଲେ। ଦାବି କରାଯାଉଥିଲା କି…

ଗଣେଶ ପୂଜାରେ ସିଗାରେଟ୍‌ ଟାଣି ଟ୍ରୋଲ୍‌ ହେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଯାହା କଲେ ତାଙ୍କ ପ୍ରଶଂସକଙ୍କ ନଜରକୁ ଆସନ୍ତି। ଏଥର କିନ୍ତୁ ସଲମାନଙ୍କର କିଛି କାମ ତାଙ୍କ ଫ୍ୟାନମାନଙ୍କୁ ଆଦୌ ପସନ୍ଦ ଆସିନାହିଁ। ନିକଟରେ ସଳମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

କ୍ୟାଟ୍ରିନାଙ୍କୁ ଶ୍ରମିକ କହିଲେ ହ୍ରିତିକ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ କ୍ୟାଟ୍ରିନା କୈଫଙ୍କୁ ଅଭିନେତା ହ୍ରିତିକ ରୋଶନ ଶ୍ରମିକ କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସେ କାହିଁକି କ୍ୟାଟ୍ରିନାଙ୍କୁ ଶ୍ରମିକ ବୋଲି କହିଲେ ତା’ର ମଧ୍ୟ ଉତ୍ତର ରଖିଛନ୍ତି। ହ୍ରିତିକ କହିଛନ୍ତି କ୍ୟାଟ୍ରିନା ବୋଲ୍ଡ…

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା ବିତି ଯାଇଥିବାବେଳେ ୪ ନିଖୋଜଙ୍କ ପତ୍ତା ମିଳୁନାହିଁ। ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ସେବା କର୍ମଚାରୀ…

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି, ମୃଦୁ ପାନୀୟ,ଚକୋଲେଟ ଖାଇଲେ ଏପରି ହୋଇଥାଏ। ଏସବୁରେ କାଫେନ୍‌ ନାମକ ରାସାୟନିକ ପଦାର୍ଥ ଅଧିକ…

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ । ଏହା ଡାଇବେଟିସ୍‌ ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଜୁରୀ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?