‘ଇଭିଏମ୍ ସଂଖ୍ୟାରେ ଅମେଳ ହେଲେ ସବୁ ଭିଭିପିଏଟି ସ୍ଲିପ୍ ଗଣାଯାଉ’
ନୂଆଦିଲ୍ଲୀ,୨୧।୫(ପି.ଟି.): ଇଭିଏମ୍ ବିଶ୍ୱସନୀୟତାର ପ୍ରମାଣ ଲାଗି ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍ର ଇଭିଏମ୍ ସଂଖ୍ୟା ସହ ଭିଭିପିଏଟି ସ୍ଲିପ୍ ଗଣନା କରିବା ଲାଗି ବ୍ୟବସ୍ଥା ହୋଇଛି। ଯଦି ଉଭୟ ସଂଖ୍ୟା ମେଳ ନ ଖାଏ, ତେବେ ଭିଭିପିଏଟି ସଂଖ୍ୟାକୁ କାଏମ…
୨୦୧୬ ସେପ୍ଟେମ୍ବରରେ ହୋଇଥିଲା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍
ନୂଆଦିଲ୍ଲୀ,୨୧।୫: ସେନା ପକ୍ଷରୁ ପ୍ରଥମ ସର୍ଜିକାଲ୍ ଷ୍ଟ୍ରାଇକ୍ ୨୦୧୬ ସେପ୍ଟେମ୍ବର ମାସରେ କରାଯାଇଥିଲା। ଉରି ଗ୍ୟାରିଶନ୍ ଆକ୍ରମଣର ପ୍ରତିଶୋଧ ନେବା ଲାଗି ସେନା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ଜେନେରାଲ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍, ନର୍ଦନ କମାଣ୍ଡ୍ ଲ୍ୟୁଟ୍ନାଣ୍ଟ…
ଏକ୍ଜିଟ୍ ପୋଲ୍କୁ ନେଇ ବିରୋଧୀଙ୍କ ସନ୍ଦେହ
ନୂଆଦିଲ୍ଲୀ,୨୧।୫: ଏନ୍ଡିଏ ସରକାର ଗଠନ କରିବ ବୋଲି ସବୁ ଏକ୍ଜିଟ୍ ପୋଲ୍ (ବୁଥ୍ଫେରନ୍ତା ମତ) ଅନୁମାନ କରିବା ପରେ ଉଭୟ ଶାସକ ଓ ବିରୋଧୀ ଶିବିରରେ ଭିନ୍ନ ଭାବାବେଗ ସ୍ପଷ୍ଟ ହୋଇଛି। ୨୩ ତାରିଖ ଫଳାଫଳ ପାଇଁ ଭାଜପା ମୁଖ୍ୟାଳୟରେ ଜୋରଦାର…
ଜାଣନ୍ତୁ କେଉଁ ଫଳ କେଉଁ ସମୟରେ ଖାଇବା ଉଚିତ
ଫଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଯଦି କାହାର ଦେହ ଖରାପ ହୋଇଯାଏ, ଡାକ୍ତର ତାଙ୍କୁ ଫଳ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଫଳରେ ଅନେକ ପ୍ରକାର ଭିଟାମିନ୍ ଭରି ରହିଥାଏ। ତେବେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଯକୌଣସି ସମୟରେ…
ଘରକୁ ଥଣ୍ଡା ରଖିବାକୁ ହେଲେ…
ରାଦିନେ ଗରମ ବଢ଼ିବା ସହ ତାପମାତ୍ରା ବଢ଼ିଚାଲିଛି। ଏମିତିରେ ଘରେ ରହିବା କଷ୍ଟକର ହୋଇପଡୁଛି। ପ୍ରାୟ ଲୋକ ଏଥିଲାଗି ଘରେ ଏସି ଲଗାଉଛନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଘରେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତୁ ଯାହାର ଭଲ…
ମସଲା କୋଲ୍ଡଡ୍ରିଙ୍କ୍ସ
ଆବଶ୍ୟକ ସାମଗ୍ରୀ – କୋକ୍ ୨ ଗ୍ଲାସ୍, ଚାହାଗୁଣ୍ଡ ୧ ଚାମଚ, ଚାଟ୍ ମସଲା ୧ ଚାମଚ, ଅଳ୍ପ ପରିମାଣରେ ପୋଦିନା, ଲେମ୍ବୁ ୨ ଖଣ୍ଡ, ଭଜା ହୋଇଥିବା ଜିରା ୧ ଚତୁର୍ଥାଂଶ, ଲେମ୍ବୁରସ ଅଧା ଚାମଚ, ଏକ ପାତ୍ର ଆଇସ୍…
ବାହାଘର ପାର୍ଟି ଓ ବିବାହ ଲାଗି ଡିଜାଇନ ଚୁଡ଼ି
ମହିଳାଙ୍କ ଚୁଡ଼ିର ଖନ୍ଖନ୍ ଶଦ୍ଦ କାହାର ବା ଧ୍ୟାନ ଆକର୍ଷଣ ନ କରେ! ଖାଲି ସେତିକି ନୁହେଁ, ଏହା ମହିଳାଙ୍କ ଷୋଳ ଶିଙ୍ଗାର ସହ ସମାନ। ଯଦି କୌଣସି ଫଙ୍କ୍ଶନ ଯିବାର ଥାଏ,ନିଜର ଲୁକ୍ସକୁ ନେଇ ଚିନ୍ତିତ ରହୁଛନ୍ତି,ତେବେ ଏଠାରେ ଆପଣଙ୍କୁ…
ଗୃହିଣୀଙ୍କ ପାଇଁ …
ବିରିୟାନୀ କିମ୍ବା ପଲାଉ କରିବା ସମୟରେ ପିଆଜ ଜଲ୍ଦି ଫ୍ରାଏ ହେବା ଲାଗି ସେଥିରେ ଅଳ୍ପ ପରିମାଣରେ ଚିନି ପକାନ୍ତୁ, ଦେଖିବେ ପିଆଜ ଶୀଘ୍ର ଫ୍ରାଏ ହେବା ସହ କ୍ରିସ୍ପି ହୋଇଥାଏ। ଅଦାକୁ ଛୁରି ସାହାଯ୍ୟରେ ଚୋପା ଛଡ଼ାଇବା ଲାଗି ସମୟ…
ଯଦି ସ୍ତ୍ରୀ-ସ୍ବାମୀ ଉଭୟ କର୍ମଜୀବୀ: ତେବେ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନଦେବାକୁ ପଡ଼ିଥାଏ, ଜାଣନ୍ତୁ ସେ ସମ୍ପର୍କରେ…
ସେଦିନ ସୁନୀତା ମନ ମାରି ବସିଥାଏ। ଗତ କିଛିଦିନ ହେବ ଠିକ୍ ସମୟରେ ଅଫିସ୍ ଯାଇପାରୁନି। ସକାଳୁ ସକାଳୁ ସ୍ବାମୀ ତାଙ୍କ କାମରେ ବାହାରି ଯାଉଛନ୍ତି। କାମ କିପରି ହେବ ତାକୁ ନେଇ ସେ ଟେନ୍ସନରେ ପଡ଼ିଯାଇଛି। ଏହି ସମୟରେ କଲିଂ…
ଆମ୍ବ ଦେବ ସୁନ୍ଦର ତ୍ୱଚା: ଏଥିରେପ୍ରସ୍ତୁତ ଫେସ୍ପ୍ୟାକ୍ ଆପଣଙ୍କୁ ସୁନ୍ଦର, ସଫା ଦେଖାଯିବାରେ କରିବ ସାହାଯ୍ୟ
ଖରାଦିନ ଆରମ୍ଭ ହେଉ ହେଉ ଫଳ ରାଜା ଆମ୍ବ ଆସିଯାଏ। ଆମ୍ବରେ ପ୍ରସ୍ତୁତ ଫେସ୍ପ୍ୟାକ୍ ଆପଣଙ୍କୁ ସୁନ୍ଦର ଏବଂ ସଫା ଦେଖାଯିବାରେ ସାହାଯ୍ୟକରେ। ତେବେ ଆସନ୍ତୁ, ଜାଣିବେ ଆମ୍ବରେ ପ୍ରସ୍ତୁତ ଫେସ୍ପ୍ୟାକ୍ ସମ୍ପର୍କରେ …. ଆମ୍ବ ଦହି ଫେସ୍ପ୍ୟାକ୍ ଯଦି ଆପଣଙ୍କ…
ବନ୍ଦ ମନ୍ଦିର କୋଠରିରେ ୧୦ ଘଣ୍ଟା ମା’, ଝିଅ: ତାଲା ଭାଙ୍ଗି ଉଦ୍ଧାର କଲା ପୋଲିସ
ପୁରୀ ଅଫିସ,୨୧।୫: ପୁରୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୧୦ଘଣ୍ଟା ଧରି ଏକ ମନ୍ଦିରର ବନ୍ଦ କୋଠରିରେ ରହିବା ପରେ ସୋମବାର ସକାଳେ ମୁକୁଳିଛନ୍ତି ମା’ ଓ ଝିଅ। ଅଜାଣତରେ ପୂଜକଙ୍କ ଭୁଲ ଯୋଗୁ ସେମାନଙ୍କୁ ଭୋଗିବାକୁ ପଡ଼ିଛି…
ହରିୟାଣାରୁ ଓଡ଼ିଆ ଆଦିବାସୀ ମହିଳା ଉଦ୍ଧାର ଦଲାଲ ଚାଲାଣ କରିଥିବା ସନ୍ଦେହ
ଭୁବନେଶ୍ୱର, ୨୧।୫(ବ୍ୟୁରୋ)- ହରିୟାଣାର ସୋହାନାସ୍ଥିତ ଟାକ୍ସି ଷ୍ଟାଣ୍ଡ୍ରେ ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଭାରତ ବିକାଶ ପରିଷଦର ସଦସ୍ୟମାନେ ଉଦ୍ଧାର କରିଛନ୍ତି। ମହିଳାଜଣକ ବୟସ ପ୍ରାୟ ୩୫ ବର୍ଷ ହେବ ଓ ସେ ଓଡିଆରେ କଥା ହେଉଥିବାରୁ…
Archives


