Home Left

ଥରା ରୋଗ ପାଇଁ ପ୍ରାରମ୍ଭିକ ଚିକିତ୍ସା ଜରୁରୀ

ଥରା ରୋଗର ଏଭଳି ଏକ ସ୍ନାୟୁଜନିତ ରୋଗ, ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହଁି। ଉକ୍ତ ରୋଗୀଙ୍କୁ ନିୟମିତ ଔଷଧ ଖାଇବା ସହ ଅଭିଜ୍ଞ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। ଯଦି ଏଭଳି ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଯାଇପାରେ, ତେବେ…

ଇସ୍ତଫା ଦିଅନ୍ତୁ ତେଜସ୍ବୀ: ବଂଶବାଦକୁ ଦାୟୀ କଲେ ଆରଜେଡି ନେତା

ପାଟନା,୨୭।୫: ଲୋକ ସଭା ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟ ପରେ ଦଳ ବିରୋଧୀ ସ୍ବର ଉତ୍ତୋଳନ ହେବାରେ ଲାଗିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ନିର୍ବାଚନରେ ଲଜ୍ଜାଜନକ ପରାଜୟର ଦାୟିତ୍ୱ…

ଅଜବ କଳାର ଅଧିକାରୀ ବିଜେନ୍ଦ୍ର

କୁହାଯାଏ, ସଂଗୀତର କୁହୁତାନ ନା କେବଳ ମନକୁ ହାଲ୍‌କା କରେ ବରଂ ହୃଦୟର ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ବି କିଛି ମାତ୍ରାରେ ଲାଘବ କରିଦିଏ। କିନ୍ତୁ ଏ କଳା ସମସ୍ତଙ୍କ ପାଖରେ ନଥାଏ। କିଛି ଖାସ୍‌ ଲୋକଙ୍କୁ ଏହି ନିଆରା…

ମାଗଣାରେ ପାଞ୍ଚଟଙ୍କିଆ ଖାଦ୍ୟ ନ ଦେବାରୁ ମାଡ଼ମାରି ଢାଳିଦେଲେ ଯୁବକ, ଥାନାରେ ଅଭିଯୋଗ

ରଣପୁର, ୨୭।୫(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ସରକାରୀ ଡାକ୍ତରଖାନା ପରିସରରେ ରହିଛି ପାଞ୍ଚଟଙ୍କିଆ ଆହାର କେନ୍ଦ୍ର। ସୋମବାର ଉକ୍ତ କେନ୍ଦ୍ରର କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଗଣାରେ ଖାଦ୍ୟ ନ ଦେବାରୁ ସେହି ଯୁବକ ଜଣକ ଗଣ୍ଡଗୋଳ କରି ସମସ୍ତ ଖାଦ୍ୟ ତଳେ…

ରୁମାଲ ଚୋରି ଖେଳିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୭।୫- ମ୍ୟାଚ୍‌ ପୂର୍ବରୁ ପ୍ରାକ୍ଟିସବେଳେ ଖେଳାଳିମାନେ ଫିଟ୍‌ ରହିବା ପାଇଁ ସର୍ବଦା କିଛି ଅଲଗା ଖେଳ ଖେଳିଥାନ୍ତି। ଏହା ଖେଳାଳିଙ୍କୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବା ସହ ଚାପମୁକ୍ତ କରେ। ଏଭଳି କିଛି କରିଛନ୍ତି ଭାରତୀୟ ଦଳର ଖେଳାଳିମାନେ।…

ବାଗଡ଼ିଆ ଅଞ୍ଚଳରେ କାଳବୈଶାଖୀ: ବ୍ୟାପକ କ୍ଷୟକ୍ଷତି

ଛେଣ୍ଡିପଦା,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଅଞ୍ଚଳରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ହୋଇଛି। ଝଡତୋଫାନ ସହ କୁଆପଥର ବୃଷ୍ଟିପାତ ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି। ଏଥିଯୋଗୁ ଅଧିକାଂଶ ଲୋକଙ୍କ ଚାଳଛପର ଘର, ଗୁହାଳ ଘର, ଆଜବେଷ୍ଟସ,…

ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ବୈଲୋଚନ ବେହେରା(୩୫)। ତାଙ୍କ ଘର ହୁଣ୍ଡା ପଞ୍ଚାୟତ ତଅଁଳାହତା ଗ୍ରାମର…

ମୋଦିଙ୍କୁ ଅନୁରୋଧ କଲେ ଋଷି କପୁର କହିଲେ ଏହି କଥା…

ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର କର୍କଟ ରୋଗରେ ପୀଡିତ ହୋଇ ଆମେରିକାରେ ଚିକିତ୍ସିତ ହେଉଛନ୍ତି। ନିଜ ଫ୍ୟାନ୍‌ ମାନଙ୍କ ସହ ଯୋଡି ରହିବା ପାଇଁ ସେ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ…

ଗ୍ଲାମରସ ଲୁକ୍‌ରେ ଦୀପିକା

ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନିକଟରେ ସେ ନିଜର ସୋସିଆଲ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି।…

ଯେଉଁଠି କନ୍ୟାକୁ ବିବାହ କରନ୍ତି ବରର ଭଉଣୀ

ବିବାହକୁ ନେଇ କେଉଁଠି କେତେ ପ୍ରକାରର ନିୟମ ରହିଛି। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। କାରଣ ଏଠାରେ ବର, କନ୍ୟା ଘରକୁ ବିବାହ…

ବାଇକ୍‌ରେ ଗାଈ ନେଇ ଯାଉଛନ୍ତି ଯୁବକ: ଭିଡିଓ ଭାଇରାଲ

ଇସ୍‌ଲାମବାଦ,୨୭।୫: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତି ନିଜ ବାଇକରେ ଗୋଟିଏ ଗାଈକୁ ବସାଇ ନେଇଯାଉଛନ୍ତି। ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ…

ସ୍ବାସ୍ଥ୍ୟ ପାଇଁ ଭଲ ଉପବାସ

ଉପବାସ ରହିଲେ ଏହାର କେତେକ ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ଟକ୍ସିନ୍‌ ନାମକ ବିଷାକ୍ତ ତତ୍ତ୍ୱ ଶରୀରରୁ ନିର୍ଗତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ୍‌ ମେଲବୋର୍ଣ୍ଣର ଖାଦ୍ୟବିଜ୍ଞାନୀମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି। ସେମାନଙ୍କ ମତରେ, ଯଦି ଜଣେ ବ୍ୟକ୍ତି ମାସକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri