Home Left

ବିକ୍ରମକୁ ପାଇଲାନି ନାସା, ଚେଷ୍ଟା ଜାରି ରଖିବ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୭।୯: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଲାନି ଆମେରିକୀୟ ମହାକାଶ ସଂସ୍ଥା ନାସା। ବିକ୍ରମକୁ ଖୋଜିବା ପାଇଁ ଅକ୍ଟୋବରରେ ମଧ୍ୟ ଚେଷ୍ଟା ଜାରି ରହିବ ବୋଲି ନାସା କହିଛି। ଚନ୍ଦ୍ରର ଦକ୍ଷିଣ ମେରୁର ୬୦୦…

ବିଶ୍ୱ ପର୍ଯ୍ୟଟନ ଦିବସ: ପର୍ଯ୍ୟଟକଙ୍କୁ ଅତିଥିଭାବେ ସମ୍ମାନ ଦେବାକୁ କହିଲେ କୋରାପୁଟ ଜିଲାପାଳ

କୋରାପୁଟ,୨୭।୯(ସ୍ବ.ପ୍ର): ୩୯ ତମ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶୁକ୍ରବାର କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିବା ଶୋଭାଯାତ୍ରାକୁ ଜିଲାପାଳ ମଧୁସୁଦନ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ…

କୃଷ୍ଣସାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ୍‌

ଜୟପୁର, ୨୭।୯: କୃଷ୍ଣସାର ହରିଣ ଶିକାର ମାମଲାରେ ଶୁକ୍ରବାର ରାଜସ୍ଥାନର ଯୋଧପୁର କୋର୍ଟରେ ହାଜର ହୋଇନାହାନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌। ତାଙ୍କ ଓକିଲ ହସ୍ତିମଲ ସାରସ୍ବତ କହିଛନ୍ତି ସଲମାନ କୋର୍ଟରେ ଉପସ୍ଥିତ ରହିବେ ନାହିଁ। ଏହି ମାମଲାର ଆଗାମୀ ଶୁଣାଣି…

ପକ୍ଷୀଙ୍କ ପାଇଁ ଫ୍ଲାଟ୍‌

ଗାଜିଆବାଦରେ ପ୍ରଥମଥର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଫ୍ଲାଟ୍‌ ନିର୍ମାଣ କରାଯାଇଛି। ଗାଜିଆବାଦ ବିକାଶ ପ୍ରାଧିକରଣ ଲୁପ୍ତ ହୋଇଯାଉଥିବା ପକ୍ଷୀଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏପରି ପଦକ୍ଷେପ ହାତକୁ ନେଇଛି। ଏହି ବାର୍ଡ ଫ୍ଲାଟ୍‌ ଜିଡିଏ ଉପାଧ୍ୟକ୍ଷାଙ୍କ ଆବାସରେ ନିର୍ମାଣ କରାଯାଇଛି।…

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୨୭।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟକରୁଥିବା ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ୧୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚର କର୍ମକର୍ତ୍ତା ରାଜୀବ ମଲ୍ଲିକଙ୍କ ସମେତ ଚିତ୍ତରଞ୍ଜନ…

ସାର୍କ ବୈଠକ:ଜୟଶଙ୍କର ଉଦ୍‌ବୋଧନ ଦେବାବେଳେ ଉଠି ପଳାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଭାରତର ବୈଦେଶିକ ଏସ୍‌. ଜୟଶଙ୍କର ଉଦ୍‌ବୋଧନ ଦେଉଥିବା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ସେଠାରୁ ଉଠି ପଳାଇଥିଲେ। ପ୍ରଥମେ ଶାହ ନିଜ…

ଜାତିସଂଘରେ ସମ୍ବୋଧନ ଦେବା ପୂର୍ବରୁ ପରାଜୟ ସ୍ବୀକାର କଲେ ଇମ୍ରାନ ଖାନ୍‌

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବା ପୂବରୁ ପରାଜୟ ସ୍ବୀକାର କରିଛନ୍ତି ଇମ୍ରାନ ଖାନ୍‌। ସେ କହିଛନ୍ତି, ମୁଁ ଜାଣିଛି ଜାତିସଂଘରେ କଶ୍ମୀର ପ୍ରସଙ୍ଗ ନେଇ ମୋ ଭାଷଣରେ କୌଣସି ଫରକ ପଡିବନି। କିନ୍ତୁ ମୁଁ…

ବିଧାନସଭା ଉପନିର୍ବାଚନ ଫଳାଫଳ: ଭାଜପା ୨, କଂଗ୍ରେସ ୧ ସିଟ୍‌ରେ ଆଗୁଆ

ନୂଆଦିଲ୍ଲୀ,୨୭।୯:ଦେଶର ୪ଟି ରାଜ୍ୟର ୪ଟି ବିଧାସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟିଂ ଗଣତି ଆରମ୍ଭ ହୋଇଯାଇଛି। ଦୁଇଟି ଆସନରେ ଭାଜପା ଆଗରେ ଥିବାବେଳେ ଗୋଟିଏ ଯାଗାରେ କଂଗ୍ରେସ ଆଗରେ ଅଛି। ଉତ୍ତର ପ୍ରଦେଶର ହମିରପୁର, ଛତିଶଗଡର ଦାନ୍ତଓ୍ବୋଡା, କେରଳର ପାଲା…

କାଠରେ ନିର୍ମିତ ୨୪ ମହଲା ବିଶିଷ୍ଟ ଅଟ୍ଟାଳିକା: ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି

ଗୋଟିଏ ଘର ତିଆରି ପାଇଁ ସିମେଣ୍ଟ, ପଥର ଗୋଡିଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଇଥାଏ। ହେଲେ ଏକ ଅଟ୍ଟାଳିକା ନିର୍ମାଣ ପାଇଁ ଏହାର ପିଲାରକୁ ଛାଡିଦେଲେ କେବଳ କାଠର ବ୍ୟବହାର ହୋଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।…

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: ବର୍ଷକୁ କଏଦୀଙ୍କ ପିଛା ଖର୍ଚ୍ଚହୁଏ ୯୩ କୋଟି

ଜେଲ କଥା ଉଠିବା ମାତ୍ରେ ମନରେ ଅନେକ ପ୍ରକାର କଥା ଆସିଥାଏ। ଅର୍ଥାତ୍‌ ସେଠାର ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ଖାଇବାପିଇବା ଆଦି। ମାତ୍ର କ୍ୟୁବାରେ ଏପରି ଏକ ଜେଲ ରହିଛି ଯାହାକି ସବୁଠାରୁ ଭିନ୍ନ। ଏହାର ନାମ ରଖାଯାଇଛି ‘ଗୁଆଣ୍ଟାନମୋ ବେ’…

୮ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ଭାବେ ପଦୋନ୍ନତି

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ରାଜ୍ୟର ୮ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପିଭାବେ ପଦୋନ୍ନତି ମିଳିଛି। ଷ୍ଟେଟ୍‌ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ ବୋର୍ଡର ଅନୁମୋଦନକ୍ରମେ ଡିଜିପି ବି.କେ. ଶର୍ମା ଏହି ପଦୋନ୍ନତି ଦେଇଛନ୍ତି। ଏଥିସହ ସେମାନଙ୍କୁ ନୂଆ ପଦରେ ଅବସ୍ଥାପିତ କରାଯାଇଛି। ନିମାପଡା ଏସ୍‌ଡିପିଓ ଶରତ କୁମାର…

ବିଶ୍ୱବିଦ୍ୟାଳୟରେ ଏକାଠି ବୁଲିପାରିବେନି ଝିଅ-ପୁଅ: ନିୟମ ଭାଙ୍ଗିଲେ ଅଭିଭାବକ ଦେବେ ଜରିମାନା

ଇସଲାମାବାଦ,୨୭।୯: ପାକିସ୍ତାନର ବଚା ଖାନ୍‌ ବିଶ୍ୱବିଦ୍ୟାଳୟରେ ଏକ ଅଜବ ନିୟମ ଲାଗୁ କରାଯାଇଛି। ନିୟମ ଅନୁଯାୟୀ, କ୍ୟାମ୍ପସରେ ଝିଅ-ପୁଅ ଏକାଠି ବୁଲି ପାରିବେ ନାହିଁ। ଏହା ଇସଲାମ ବିରୋଧୀ ବୋଲି କୁହାଯାଇଛି। ଯଦି କୌଣସି ଛାତ୍ରୀଛାତ୍ର ଏହାର ଖିଲାପ୍‌ କରେ ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?