Home Left

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁନି: ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲଙ୍କ ରାଜ

ଖୋର୍ଦ୍ଧା ଅଫିସ,୨୭ା୯: ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ମଧ୍ୟସ୍ଥ ଓ ଦଲାଲଙ୍କୁ ହଟାଇବାକୁ ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ତେବେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁନି। ବିଭିନ୍ନ ଘରୋଇ ମେଡିକାଲ…

କ୍ୟାନ୍‌ସର ଚିହ୍ନଟ କରିବ ହୀରା..

କ୍ୟାନ୍‌ସର ରୋଗୀଙ୍କ ମୃତ୍ୟୁ ମୁଖ୍ୟତଃ ବିଳମ୍ବରେ ରୋଗ ଚିହ୍ନଟ କାରଣରୁ ହୋଇଥାଏ। ହେଲେ ଏବେ ପ୍ରାରମ୍ଭିକ ଅବସ୍ଥାରେ କ୍ୟାନ୍‌ସରର ଚିହ୍ନଟ ସମ୍ଭବ, ଆଉ ଏହି ଚିହ୍ନଟ କରାଇବ ହୀରା। ଏମ୍‌ଆର୍‌ଆଇ ସ୍କାନିଂ ସମୟରେ ହୀରାର ଉପଯୋଗ କରି କ୍ୟାନ୍‌ସର ଟ୍ୟୁମରର ପ୍ରାରମ୍ଭିକ…

ଧୋନୀଙ୍କ ପରେ ଆଉ ଜଣେ କ୍ରିକେଟ ଖେଳାଳି ସେନାରେ ଯୋଗ ଦେବେ

କଲମ୍ବୋ,୨୯।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ବିଶ୍ୱକପ୍‌ ପରେ ଭାରତୀୟ ସେନାରେ ଟ୍ରେନିଂ ନେଇଥିଲେ। ତେବେ ତାଙ୍କ ପରେ ଆଉ ଜଣେ କ୍ରିକେଟର ସେନାରେ ଯୋଗ ଦେଇଛନ୍ତି। ସେ ହେଉଛନ୍ତି ଶ୍ରୀଲଙ୍କାର ଦିନେଶ ଚାଣ୍ଡିମାଲ।…

ସବୁଦିନ ଏହି ଶିବମନ୍ଦିର ପ୍ରଦକ୍ଷିଣ କରିଥାନ୍ତି ପକ୍ଷୀଦଳ…

ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକେ କୁହନ୍ତି। ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ ପ୍ରତିଦିନ ପକ୍ଷୀଦଳ ମିଳିତ ଭାବେ ଉଡ଼ି ମନ୍ଦିର ପ୍ରଦକ୍ଷଣ କରିଥାନ୍ତିି। ମନ୍ଦିରରେ ଶଙ୍ଖନାଦ ସହ…

ରାଜସ୍ଥାନରେ ବସ୍‌-ଜିପ୍‌ ମୁହାଁମୁହିଁ: ୧୩ ମୃତ

ଯୋଧପୁର,୨୭।୯: ରାଜସ୍ଥାନ ଯୋଧପୁରର ବାଲେସର ଗଁ। ନିକଟରେ ଶୁକ୍ରବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓ ଜିପ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୧୬ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ୭ ଜଣ ପୁରୁଷ ଓ…

ଚିଫ୍‌ ଅଫ ଷ୍ଟାଫ୍‌ କମିଟି ମୁଖ୍ୟ ହେଲେ ବିପିନ ରାୱତ

ନୂଆଦିଲ୍ଲୀ,୨୭।୯: ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଶୁକ୍ରବାର ଚିଫ୍‌ ଅଫ ଷ୍ଟାଫ୍‌ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ପୂର୍ବରୁ ଏହି ପଦରେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବି.ଏସ୍‌. ଧନୁଓ୍ବା ଥିବା ବେଳେ ଏବେ ତାଙ୍କ ସ୍ଥାନରେ ବିପିନ…

ଓସିଏ ସମ୍ପାଦକ ସଞ୍ଜୟ

ଭୁବନେଶ୍ୱର,୨୭।୯(ସ୍ପୋଟର୍‌ସ ବ୍ୟୁରୋ): ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ବରିଷ୍ଠ କ୍ରୀଡ଼ା ପ୍ରଶାସକ ତଥା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ କ୍ଲିନ ସୁଇପ୍‌ କରିଛି। ସଭାପତି ପଦରେ ପଦ୍ମଲୋଚନ ମହାନ୍ତି ନିର୍ବାଚିତ…

ବଦଳିବେ ‘କସୌଟି ଜିନ୍ଦେଗୀର ଖଳନାୟିକା, ଆମନା ହେବେ ନୂଆ କୋମଲିକା

ମୁମ୍ବାଇ: ବଦଳିବେ ଲୋକପ୍ରିୟ ଟେଲି ଧାରାବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଖଳନାୟିକା। ପୂର୍ବରୁ କୋମଲିକା ଚରିତ୍ରରେ ଅଭିନେତ୍ରୀ ହିନା ଖାନ୍‌ଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ ତାଙ୍କ ସ୍ଥାନ ନେବେ ଆମନା ଶରିଫ। ତେବେ ଆମନା ଟେଲିଭିଜନ ଦୁନିଆର ସଂସ୍କାରୀ ବୋହୁ…

ନୃତ୍ୟ ଟ୍ରେନିଂର ରାଜ୍‌ ଖୋଲିଲେ ଟାଇଗର୍‌: ହ୍ରିତିକ୍‌ଙ୍କ ଭିଡିଓ ଦେଖି ଶୋଉଥିଲେ

ଫିଲ୍ମ ‘ଓ୍ବାର’ରେ ହ୍ରିତିକ୍‌ ରୋଶନଙ୍କ ସହ ସ୍କ୍ରିନ୍‌ ଶେୟାର କରୁଥିବା ଟାଇଗର ଶ୍ରଫ୍‌ ନିଜ ନୃତ୍ୟ ଟ୍ରେନିଂକୁ ନେଇ ବଡ଼ ଖୁଲାସା କରିଛନ୍ତି। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ସେ ହ୍ରିତିକ୍‌ଙ୍କ ନୃତ୍ୟ ଭିଡିଓ ଦେଖିଥାନ୍ତି ବୋଲି କହିଛନ୍ତି। ଆହୁରି ମଧ୍ୟ…

ଦୀପକ ପୁନିଆ ନଂ ୧ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୭।୯(ପିଟି): ନିକଟରେ ଶେଷ ହୋଇଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗର ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। କିନ୍ତୁ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ନଂ୧ ର଼୍ୟାଙ୍କ ହରାଇଛନ୍ତି ବୋଲି…

ଭାରତୀୟ ବାୟୁସେନାର ହ୍ୟାଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲ/ଟିମ୍ପୁ,୨୭।୯: ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର ଶୁକ୍ରବାର ଭୁଟାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ସେନାର ୨ ପାଇଲଟ ଶହୀଦ ହୋଇଛନ୍ତି। ମୃତ ପାଇଲଟଙ୍କ ଭିତରୁ ଜଣେ ଭାରତୀୟ ସେନାର ପାଇଲଟ ଲ୍ୟୁଟନାଣ୍ଟ କଲୋନେଲ ର଼୍ୟାଙ୍କରେ ଥିବା ବେଳେ ଅନ୍ୟଜଣେ…

ଓସିଏ ନିର୍ବାଚନ: ବାଲଟରେ ଭୋଟ ଦେଲେ ଆଶୀର୍ବାଦ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନରେ ଭୋଟ ଦେଇଛନ୍ତି ଆଶୀର୍ବାଦ ବେହେରା। ବାଲଟ ପେପରରେ ସେ ଭୋଟ ଦେଇଥିବା ଜଣାପଡ଼ିଛି। ଓସିଏର ପୂର୍ବତନ ସମ୍ପାନଦ ଆଶୀର୍ବାଦ ଗତ ୧୯ ତାରିଖରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଛନ୍ତି। ହେଲେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?