ମସ୍ତିଷ୍କରେ ସ୍ମୃତିକୁ ରଖେ ସାଇତି ଏହି ପ୍ରୋଟିନ୍…
ମନୁଷ୍ୟ ମସ୍ତିଷ୍କରେ ଛୋଟବେଳଠାରୁ ବଡ ହେବା ପର୍ଯ୍ୟନ୍ତ ଅନେକ ସ୍ମୃତି ରହିଥାଏ। ଧୀରେ ଧୀରେ କେତେକ ଘଟଣା ଭଲ ଭାବେ ମନେ ମଧ୍ୟ ପଡି ନ ଥାଏ। ମସ୍ତିିଷ୍କରେ ବିଭିନ୍ନ ଘଟଣାକୁ ସାଇତି ରଖିବାରେ ଏକେଟି ପ୍ରୋଟିନ୍ ମୁଖ୍ୟ ଭୂମିକା ଗ୍ରହଣ…
ଅଭ୍ୟାସ ମ୍ୟାଚ୍ ଡ୍ର : ରୋହିତ ବିଫଳ; ପଞ୍ଚାଲ, ସିଦ୍ଧେଶ, ଭରତଙ୍କ ଅର୍ଦ୍ଧଶତକ
ବିଜୟନଗରମ,୨୮।୯(ପି.ଟି.)- ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଓପନର ହିସାବରେ ନୂଆ ଭୂମିକାରେ ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଛନ୍ତି। ମାତ୍ର ଦୁଇଟି ବଲ୍…
ଭାରତକୁ ବିଜୟ ଦେଲା ଗୁରଜିତ୍ଙ୍କ ଗୋଲ
ମାର୍ଲୋ(ଇଂଲଣ୍ଡ),୨୮।୯: ଏଠାରେ ଇଂଲଣ୍ଡ ବିପକ୍ଷରେ ଶନିବାର ଖେଳାଯାଇଥିବା ମହିଳା ହକି ମ୍ୟାଚ୍ରେ ଗୁରଜିତ୍ କୌରଙ୍କ ଗୋଲ ଭାରତୀୟ ଦଳକୁ ବିଜୟ ଆଣି ଦେଇଛି। ଏକଦା ଭାରତ ୦-୧ ଗୋଲରେ ପଛୁଆ ଥିଲା। ହେଲେ ଶର୍ମିଲା ଦେବୀ ଓ ଗୁରଜିତ୍ଙ୍କ ଗୋଲ ଯୋଗୁ…
କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସୁଥିଲେ ହୋଇପାରେ ଏହି ସମସ୍ୟା
ଆଜିକାଲି ଅଧିକାଂଶ ଲୋକ ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ମାତ୍ର ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ କାର୍ଯ୍ୟର ଆବଶ୍ୟକତା ସହ ନିଜ ଚକ୍ଷୁ ପ୍ରତି ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା…
ଜୁନାଗଡ଼ ଗଣବଳାତ୍କାର ମାମଲା : ମୋଟ ଗିରଫ ସଂଖ୍ୟା ୧୦, ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଏସ୍ପି
ଭବାନୀପାଟଣା,୨୮।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଗଣ ବଳାତ୍କାର ମାମଲା ନୂଆମୋଡ଼ ନେଇଛି। ଶୁକ୍ରବାର ପୀଡ଼ିତା ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବର ତାଙ୍କୁ ଗିରଫ କରା ନ ଗଲେ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିବା ପରେ ଯାଦବ ସମାଜ…
ବ୍ରାଉନ୍ସୁଗାର ବେପାରୀଙ୍କ ଘର ଉପରେ ଚଢ଼ାଉ : ଲକ୍ଷାଧିକ ଟଙ୍କା ସହ ସୁନାଗହଣା, ବାଇକ୍ ଜବତ
ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୮ା୯: ବାଲେଶ୍ୱର ଅରଡ଼ବଜାରସ୍ଥିତ ମସଜିଦ୍ ଗଳିର ବ୍ରାଉନ୍ସୁଗାରର ମୁଖ୍ୟ ବ୍ୟବସାୟୀ ସେକ୍ ରାଜା ଗିରଫ ହେବା ପରେ ଆନ୍ତଃରାଜ୍ୟ ଏବଂ ଜାତୀୟ ସ୍ତରରେ ବ୍ରାଉନ୍ସୁଗାର ବ୍ୟବସାୟୀ ସମ୍ପର୍କରେ ବହୁ ତଥ୍ୟ ଏସଟିଏଫ୍ (ସ୍ବତନ୍ତ୍ର ଟାସ୍କ ଫୋର୍ସ) ଓ ଜିଲା…
ସୁସ୍ଥ ରହିବାକୁ ହେଲେ ଖାଆନ୍ତୁ ବ୍ଲଡ୍ ଗ୍ରୁପ୍ ଅନୁସାରେ ଖାଦ୍ୟ: ଜାଣନ୍ତୁ କେଉଁ ବର୍ଗ ପାଇଁ କ’ଣ ରହିଛି ଡାଏଟ୍ ପ୍ଲାନ୍
ଅନେକ ସମୟରେ ଖାଦ୍ୟପେୟର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ସୁସ୍ଥ ରହିବାକୁ ହେଲେ ଉପଯୁକ୍ତ ଖାଦ୍ୟସେବନ କରିବା ଜରୁରୀ। ତେବେ ଆଜିକାଲିର ବ୍ୟସ୍ତବହୁଳ ସମୟରେ ଲୋକମାନେ ଡାଏଟ୍ ପ୍ଲାନ୍ ଉପରେ ଧ୍ୟାନ ଦେଉଛନ୍ତି। ଏପରି କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।…
ବିସ୍ମୟ ସ୍ତମ୍ଭ : ୧୬୦୦ ବର୍ଷ ପରେ ବି ଏଥିରେ ଲାଗିନାହିଁ କଳଙ୍କି
ବିଶ୍ୱରେ ଏମିତି କିଛି ଜିନିଷ ଅଛି, ଯାହା ସମ୍ପର୍କରେ ଜାଣିଲେ ବିସ୍ମୟ ସୃଷ୍ଟି ହେବ। ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସାଧାରଣତଃ କିଛିଦିନ ପରେ ଲୁହାରେ କଳଙ୍କି ଲାଗିଯାଇଥାଏ। କିନ୍ତୁ କୁତବମୀନାର…
ଏପରି ଚାକିରି ଯେଉଁଠି ଶୋଇଲେ ମିଳେ ଦରମା ୧୩ ଲକ୍ଷ…
ନାସା ପକ୍ଷରୁ କେତେକ ସମୟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଥାଏ। ଏଥିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା ଏଭଳି ବ୍ୟକ୍ତିଙ୍କୁ ୧୯ହଜାର ଡଲାର ଅର୍ଥାତ୍ ୧୩ ଲକ୍ଷ ୪୨ ହଜାର ୫ ଶହ…
ଭାରତର ଏହି ସ୍ଥାନକୁ ଯିବା ପାଇଁ ଲାଗିଥାଏ ଭିଜା
ସାରା ବିଶ୍ୱରେ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବ୍ୟସ୍ତବହୁଳ ଜୀବନରୁ ଟିକେ ଜଞ୍ଜାଳ ମୁକ୍ତ ହୋଇ ମନଖୁସି କରିବା ଲାଗି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଲୋକମାନେ ପସନ୍ଦ କରନ୍ତି। ଦିନକୁ ଦିନ ଭାରତୀୟ ଲୋକଙ୍କ ମଧ୍ୟରେ…
ଦାବି ପୂରଣ ନ ହେବାରୁ ଦ୍ୱିତୀୟ ଦିନରେ ଟାଟାଖଣି ଶ୍ରମିକଙ୍କ ଧାରଣା
ଯୋଡ଼ା,୨୮।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ବିଛାକୁଣ୍ଡିସ୍ଥିତ ଟାଟା କମ୍ପାନୀର ମାଙ୍ଗାନିଜ ଖଣିର ଶତାଧିକ ଶ୍ରମିକ ଦାବି ପୂରଣ ନ ହେବାରୁ ଦ୍ୱିତୀୟ ଦିନରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ଶନିବାର ଅପରାହ୍ନରେ ବୋନସ ଦାବି…
ସାତ ଘଣ୍ଟାରୁ କମ୍ ଶୋଉଛନ୍ତି କି.. ଦେଖାଦେଇପାରେ ଏସବୁ ସମସ୍ୟା
ସୁନିଦ୍ରା ସୁସ୍ଥ ଜୀବନର ଚାବିକାଠି। କାରଣ ସୁସ୍ଥ ଏବଂ ନିରୋଗ ରହିବା ସକାଶେ ପ୍ରତ୍ୟେହ ଆବଶ୍ୟକ ମୁତାବକ ନିଦ୍ରାର ଆବଶ୍ୟକତା ରହିଛି। ମାତ୍ର ଆଜିକାଲିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା କାରଣରୁ ଅନେକେ ନିଜର ଶୋଇବା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଫଳରେ ନିଦ୍ରାହିନତା…

