ପୁଣି ଭକ୍ତଙ୍କୁ ମିଳିବ ଟଙ୍କତୋରାଣି
ପୁରୀ ଅଫିସ, ୩୦।୭: ପୁଣି ଭକ୍ତଙ୍କୁ ମିଳିବ ଟଙ୍କତୋରାଣି। ପ୍ରାୟ ୨ବର୍ଷ ଧରି ଆନନ୍ଦବଜାରରୁ ଉଭାନ ହୋଇଯାଇଥିବା ଟଙ୍କତୋରାଣି ଉପଯୁକ୍ତ ମାନ ସହ ଫେରିବ। ସୋମବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହାକୁ ସବୁଜ ସଙ୍କେତ ମିଳିଛି। ଏଥିପାଇଁ ଖୁବ୍ଶୀଘ୍ର ସୁଆର…
ଦିନ କେଇଟାରେ ଉଭେଇଗଲା ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ: ମାଟି କାମୁଡ଼ିଛି କଳାକୃତି
ଭୁବନେଶ୍ୱର,୨୯ା୭(ବ୍ୟୁରୋ): ସ୍ମାର୍ଟସିଟି ମାନ୍ୟତା ପାଇବା ପାଇଁ ସମସ୍ତେ ଅଣ୍ଟା ଭିଡି ଦେଇଥିଲେ। ନୂଆ ଉତ୍ସାହ ଓ ସମ୍ଭାବନାକୁ ନେଇ ଭୁବନେଶ୍ୱରର ରୂପ ବଦଳାଇଦେଇଥିଲେ। ବିଶେଷକରି ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସର୍ବାଧିକ ଗୁରୁତ୍ୱ ଦେଇଥିଲା। ଏବାବଦକୁ ବିପୁଳ ଟଙ୍କା…
ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା:‘ଅପରାଧ ବୃଦ୍ଧି ପାଇଲେ ବିକାଶ ହୁଏନାହିଁ’
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଧାନସଭାରେ ସୋମବାର ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ବିରୋଧୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇ ଶାସକ ଦଳକୁ ଘେରିଛନ୍ତି। ଅନ୍ୟପଟେ ରାଜ୍ୟରେ ବଢୁଥିବା ନାବାଳିକା ବଳାତ୍କାର ପ୍ରସଙ୍ଗରେ…
ଶ୍ୱେତପତ୍ରରେ ନାହିଁ ତୁଳନାତ୍ମକ ଚିତ୍ର: ନରସିଂହ
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଧାନସଭାରେ ସୋମବାର ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ସରକାର…
ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଦିଲ୍ଲୀ ଗସ୍ତ କରିଛନ୍ତି। ସେ ସେଠାରେ ପହଞ୍ଚତ୍ବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନିଷ୍ ସିସୋଡିଆଙ୍କୁ ଭେଟିଛନ୍ତି। ମାଧ୍ୟମିକ ଶିକ୍ଷାର ଉତ୍କର୍ଷ ନିମନ୍ତେ ଦିଲ୍ଲୀ ସରକାରଙ୍କ…
ଅଗଷ୍ଟ ୯ରେ ‘ଜବରିୟା ଯୋଡ଼ି’ ରିଲିଜ
ମୁମ୍ବାଇ:ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡ଼ି’ ଅଗଷ୍ଟ ୯ରେ ରିଲିଜ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନୟ କରିଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ଜବରିୟା ଯୋଡ଼ି ପ୍ରଥମେ ମେ ୧୭ରେ ରିଲିଜ ହେବାକୁ ଥିଲେ ହେଁ ଏହାକୁ ଜୁଲାଇ…
କଳିଙ୍ଗ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ପୁଣି କଳିଙ୍ଗ ହସ୍ପିଟାଲ ଉପରେ ଚଢ଼ାଉ ହୋଇଛି। ଖୋର୍ଦ୍ଧା ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ପିସିପିଏନ୍ଡିଟି ସେଲ୍ ପକ୍ଷରୁ ସୋମବାର ମିଳିତ ଭାବେ ଏହି ଚଢ଼ାଉ ହୋଇଥିଲା। ଡାକ୍ତରଖାନାରେ ପିସିପିଏନ୍ଡିଟି ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାହାର…
ମରାଠା କୋଟା ଆଇନ : ଜରୁରୀ ଶୁଣାଣି ଆବେଦନରବିଚାର କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୦ା୭(ପି.ଟି.)-ମରାଠା ସମ୍ପ୍ରଦାୟକୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଥିବା ମହାରାଷ୍ଟ୍ର ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ବେଳେ ମାମଲାର ଜରୁରୀ ଶୁଣାଣି ଆବେଦନର ବିଚାର କରିବାକୁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି। ଜରୁରୀ ଶୁଣାଣିଯୋଗ୍ୟ ମାମଲା…
ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗ: ଇଞ୍ଜିନିୟରଙ୍କ ଜାମିନ ଆବେଦନ ଖାରଜ
ନାଗପୁର,୩୦ା୭(ପି.ଟି.): ବ୍ରହ୍ମୋସ୍ ଏରୋସ୍ପେସ୍ ଇଞ୍ଜିନିୟର ନିଶାନ୍ତ ଅଗ୍ରଓ୍ବାଲ୍ଙ୍କ ଜାମିନ ଆବେଦନକୁ ସ୍ଥାନୀୟ ସେସନ୍ସ ଅଦାଲତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ନିଶାନ୍ତ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍ଆଇକୁ କିଛି ସମ୍ବେଦନଶୀଳ ସୂଚନା ଦେଇଥିବା ଅଭିଯୋଗ ହୋଇଛି। ଗତ ମାସରେ ନାଗପୁର ଜିଲା ଅଦାଲତରେ ଦାଖଲ…
ଜେଲ୍ରେ ଦଙ୍ଗା: ୫୨ ମୃତ
ରିଓ ଡି ଜେନିରୋ,୩୦ା୭(ଏଏଫ୍ପି): ଉତ୍ତର ବ୍ରାଜିଲ୍ର ଏକ କାରାଗାରରେ ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଅନୂ୍ୟନ ୫୨ କଏଦୀଙ୍କ ପ୍ରାଣହାନି ଘଟିଛି। ତିନି ମାସ ମଧ୍ୟରେ ବ୍ରାଜିଲ କାରାଗାର ସଂଘର୍ଷ ହେଉଛି ଦ୍ୱିତୀୟ ଘଟଣା। ମେ ମାସରେ ପଡୋଶୀ…
ମେଡିକାଲ କମିଶନ ବିଲ୍ ଲୋକ ସଭାରେ ଗୃହୀତ
ନୂଆଦିଲ୍ଲୀ,୩୦ା୭(ପି.ଟି.)-ଜାତୀୟ ମେଡିକାଲ କମିଶନ ବିଲ୍ ସୋମବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଭାରତର ମେଡିକାଲ କାଉନ୍ସିଲ (ଏମ୍ସିଆଇ) ବଦଳରେ ଏକ ନୂଆ ଅନୁଷ୍ଠାନ ଗଠନ ଲାଗି ଏହି ବିଲ୍ ଅଣାଯାଇଛି। ମେଡିକାଲ ଚିକିତ୍ସା ବିଭାଗରେ ଇନ୍ସ୍ପେକ୍ଟର ରାଜ୍ର ଅବସାନ ଲାଗି ଏହା…
ପାନ, ଗୁଟ୍ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା
ପୁରୀ ଅଫିସ, ୩୦।୭: ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ। ଅଗଷ୍ଟ ୧ ତାରିଖରୁ ଏହି କଟକଣା କଡ଼ାକଡ଼ିି ଭାବେ ଲାଗୁ…
Archives


