Home Left

ବଦଳୁନି ଭିତ୍ତିଭୂମି: ଗୋଟିଏ ଗୃହରେ ୫ଶ୍ରେଣୀ

ପଦ୍ମପୁର, ୩।୧୦(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର କଲ୍ୟାଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ କୋଠରିରେ ୫ ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢାଯାଉଛି। ବାରମ୍ବାର ଦାବି କରାଯିବା ସତ୍ତ୍ୱେ ଭିତ୍ତିଭୂମିର ବିକାଶ ହେଉ ନାହିଁ।…

ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ସୁଫଳ ମିଳିଥାଏ । ଏହି କ୍ଷେତ୍ରରେ ଧଳା ତୁଳସୀ ତୁଳନାରେ କଳା ତୁଳସୀ ଅଧିକ ଉପଯୋଗୀ…

ମଧୁମେହ ରୋଗୀଙ୍କୁ କ୍ୟାନସର୍‌ ଆଶଙ୍କା ଅଧିକ

ସ୍ବିଡିଶ୍‌ ନ୍ୟାଶନାଲ୍‌ ଡାଇବେଟିସ୍‌ ରେଜିଷ୍ଟର୍‌(ଏନ୍‌ଡିଆର୍‌)ର ଗବେଷକଙ୍କ ଅନୁସାରେ, ମଧୁମେହ ଯୋଗୁ କ୍ୟାନସର୍‌ ଆଶଙ୍କା ବଢ଼ିପାରେ। ମଧୁମେହରେ ପୀଡ଼ିତ ୨୦ ପ୍ରତିଶତ ରୋଗୀଙ୍କୁ କୋଲୋରେକ୍ଟଲ୍‌ କ୍ୟାନସର୍‌ ଏବଂ ୫ ପ୍ରତିଶତ ଲୋକଙ୍କୁ ସ୍ତନ କର୍କଟ ହେବାର ଭୟ ଥାଏ। ଯେଉଁମାନଙ୍କୁ ପ୍ରଥମେ କ୍ୟାନସର୍‌…

ଆଜି ବୟଫ୍ରେଣ୍ଡ୍‌ ଡେ’ : ଜାଣନ୍ତୁ ବଲିଉଡ୍‌ର ସଫଳ ଅଭିନେତାଙ୍କ ବିଫଳ ପ୍ରେମ ସମ୍ପର୍କରେ…

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ-ଅଭିନେତା ଏକାଠି କାମ କରୁକରୁ କେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥାଏ। ଏଥିରୁ କିଛି ପ୍ରେମ ସଫଳ ହୋଇଥିବାବେଳେ ଆଉ କିଛି ବିଫଳ ହୋଇଛି। ଅକ୍ଟୋବର ୩ ଅର୍ଥାତ୍‌ ଆଜି ବୟଫ୍ରେଣ୍ଡ୍‌ ଡେ’। ଆଜିର ଏହି ଖାସ୍‌ ଦିନରେ…

କର୍ତଙ୍ଗକୁ ଲୋକକଳା ଗ୍ରାମ ମାନ୍ୟତା

ବିନିକା, ୨ା୧୦(ଡି.ଏନ.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ତଙ୍ଗ ଗ୍ରାମକୁ ଲୋକକଳା ଗ୍ରାମ୍ୟ ମାନ୍ୟତା ମିଳିଛି ା ରାଜ୍ୟ ସରକାରଙ୍କ ମଞ୍ଜୁରୀ ପରେ ବୁଧବାର ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତ ବିଭାଗ ତରଫରୁ…

ସୁନ୍ଦର ବର ପାଇଁ ସେବାୟତ ଘର କୁମାରୀଙ୍କ ନେତ ପୂଜା

ପୁରୀ ଅଫିସ,୨ା୧୦:ବଳିରେ ବଳି ନ କର କଳି… କାଲି ଆଣି ଦେବୀ ସରୁ ଚକୁଳି…ଏହି ଗୀତରେ ବୁଧବାର ଝଙ୍କୁରିତ ହୋଇଥିଲା ମାର୍କଣ୍ଡ ପୁଷ୍କରିଣୀ କୂଳ। ସେବାୟତ ପରିବାରର କୁମାରୀମାନେ ନେତ ବେଶରେ ସଜେଇ ହୋଇ ଏହି ଗୀତ ବୋଲି ହରପାର୍ବତୀଙ୍କୁ ଆରାଧନା…

କିଙ୍ଗ୍ସ ଇଲେଭେନ ପଞ୍ଜାବ କୋଚ୍‌ ହୋଇପାରନ୍ତି କୁମ୍ବଲେ

ନୂଆଦିଲ୍ଲୀ, ୨।୧୦: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ନୂଆ ମୁଖ୍ୟ କୋଚ୍‌ ହୋଇପାରନ୍ତି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଞ୍ଜାବ ଦଳର ସହ ମାଲିକ ନେସ୍‌ ଓ୍ବାଡିୟା,…

ଦକ୍ଷିଣ ଆଫ୍ରିକା ଦଳରୁ ପଦାର୍ପଣ କଲେ ଭାରତୀୟ ବଂଶୋଦ୍ଭବ

ବିଶାଖାପାଟଣା,୨।୧୦(ପିଟି): ଭାରତୀୟ ବଂଶୋଦ୍ଭବ ସେନୁରାନ ମୁଥୁସ୍ବାମୀ ବୁଧବାର ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦଳରୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରି ସ୍ବପ୍ନ ପୂରା କରିଛନ୍ତି। ୨୫ ବର୍ଷ ତଳେ ବ୍ୟାଟିଂ ଅଲରାଉଣ୍ଡରଙ୍କ ପରିବାର ତାମିଲନାଡୁ ଛାଡ଼ି ଦକ୍ଷିଣ ଆଫ୍ରିକା ଚାଲି ଯାଇଥିଲା।…

ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ବଡସାହି,୨ା୧୦(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧୋବାଧୋବଣୀ ଗ୍ରାମରେ ସାପ କାମୁଡାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର ଜିତରାୟ ସିଂଙ୍କ ସ୍ତ୍ରୀ କାଲ (୩୮) । ଏଥିନେଇ ପୋଲିସ ଏକ ଅପମୃତ୍ୟୁ ମାମଲା…

ଗ୍ରୀଲ୍‌ ଭାଙ୍ଗି ଟଙ୍କା, ସୁନା ଲୁଟ୍‌

ରାଇରଙ୍ଗପୁର,୨ା୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ବିକାଶନଗର ବସ୍ତି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଗ୍ରୀଲ ଭାଙ୍ଗି ମଙ୍ଗଳବାର ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୪ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଗୃହ ମାଲିକ ଛୋଟରାୟ…

ଘଡ଼ଘଡ଼ି ସହ ବର୍ଷା: ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର,୨।୧୦(ଡି.ଏନ.ଏ.): ଭଞ୍ଜନଗର ଅଞ୍ଚଳରେ ବୁଧବାର ଅପରାହ୍ନ ୪ଟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ବିଶେଷ ଭାବେ ସାଉଥ୍‌କୋର କ୍ଷତି ହୋଇଛି। ଘଡ଼ଘଡ଼ି ଯୋଗୁ କଣ୍ଟେଇପଲ୍ଲୀ ଗ୍ରୀଡ଼ରୁ ଭଞ୍ଜନଗର ଆସିଥିବା ୩୩ କେଭି ଲାଇନର ଏକାଧିକ ଇନ୍‌ସୁଲେଟର ଫୁଟିଯାଇଛି।…

ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଶପଥ

ପୁରୀ ଅଫିସ, ୨ା୧୦:ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ବଲୱନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?